ଇଂଲଣ୍ଡ ବିପକ୍ଷ ଥିବା ସେମିଫାଇନାଲ୍ ମ୍ୟାଚରେ କୋହଲି ଗୋଟିଏ ଦିନ ପାଇଁ ଛୁଟି ନିଅନ୍ତୁ, ଆସିଲା ଏଭଳି ଏକ ଅନୁରୋଧ..

Kohli

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଂଲଣ୍ଡ ବିପକ୍ଷ ରେ ସେମିଫାଇନାଲ ମ୍ୟାଚ ଖେଳିବାକୁ ଭାରତୀୟ ଟିମ୍ ଏବେ ସଂମ୍ପର୍ଣ୍ଣ ଅଣ୍ଟା ଭିଡି ସାରିଲାଣି । ଏବଂ ବର୍ତମାନ ମ୍ୟାଚ୍ ପୂର୍ବରୁ କ୍ରିକେଟ କିଙ୍ଗ୍ ବିରାଟ କୋହଲି ଙ୍କୁ ସେହି ମ୍ୟାଚ କୁ ନ ଖେଳିବା ପାଇଁ ଆସିଲା ଛୋଟ ଅନୁରୋଧ । ଗୁରୁବାର ଇଂଲଣ୍ଡ ବିପକ୍ଷ ରେ ଭାରତ ସେମିଫାଇନାଲ ମ୍ୟଚ୍ ଖେଳିବ ।

ଆଉ ଇଂଲଣ୍ଡ ର ଜଣେ ବିଶିଷ୍ଟ ବ୍ୟକ୍ତି ଚାହୁଁଛନ୍ତି ଯେ ଇଂଲଣ୍ଡ ବିପକ୍ଷ ମ୍ୟାଚ ରେ କୋହିଲି ନ ଖେଳଇ ଛୁଟି ନେଇ ଜାଆନ୍ତୁ ବୋଲି । ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ରେ ସେମିଫାନାଲ ମ୍ୟାଚ ନଖେଳନ୍ତୁ ବୋଲି କହିଲେ ଇଂଲଣ୍ଡ ଟିମ୍ ର ପୂର୍ବତନ କ୍ରିକେଟର କେଭିନ ପିଟ୍ଟରସନ ।

ତେବେ ବର୍ତମାନ ସମୟ ରେ ବିରାଟ କୋହିଲି ନିଜର ପୁରୁଣା ଫର୍ମ କୁ ଫେରିଥିବା ବେଳେ 2022 ର ଟି-20 ବିଶ୍ୱକପ୍ ରେ ବିରାଟ କୋହଲି ଚମତ୍କାର ଫର୍ମ ରେ ରହିଥିବା ବେଳେ ଯେଉଁଥି ପାଇଁ ତାଙ୍କର ଫେନ୍ସ ମାନେ ଖୁସୀରେ ରହିଥିବା ବେଳେ ଅନ୍ୟ ଟିମ୍ ପାଇଁ ଏହା ଚିନ୍ତାର ବିଷୟ ବୋଲି କୁହାଜାଉଛି । ତେବେ ସେମିଫାଇନାଲ ପୂର୍ବରୁ ଇଂଲଣ୍ଡ କ୍ରିକେଟ ପ୍ରାକ୍ଟିସ ସେସନ ସମୟ ରେ ବିରାଟ ଙ୍କ ଫର୍ମ କୁ ନେଇ ଚିନ୍ତା ବଢିଛି ।

Kohli

ନିକଟ ରେ ବିରାଟ ତାଙ୍କର ନେଟ ପ୍ରାକ୍ଟିସ ର ଏକ ଭିଡ଼ିଓ ସେୟାର କରିଥିଲେ । ଏବଂ କେପ୍ସନ ରେ ସେ ଲେଖିଥିଲେ କି ସେ ବହୁତ ଏନଜୟ କରୁଛନ୍ତି । ବିରାଟ ଙ୍କର ଏମିତି ଭିଡ଼ିଓ କୁ ଦେଖି ଏମିତି କିଛି ମନ୍ତବ୍ୟ ରଖିଛନ୍ତି ପୂର୍ବତନ କ୍ରିକେଟର କେଭିନ ପିଟ୍ଟରସନ । ଏବଂ କହିଲେ ବିରାଟ ଙ୍କୁ ମୁଁ ବହୁତ ଭଲ ପାଏ ହେଲେ ମ୍ୟାଚ ଦିନ ସେ ଡେ ଆଉଟ ନେଇଜାଆନ୍ତୁ ।

କେଭିନ ପିଟ୍ଟରସନ ଙ୍କ ଏମିତି କଥା କୁ ସମସ୍ତେ ପସନ୍ଦ କରିଥିବାର ଦେଖିବା ପାଇଁ ମିଳିଛି । ନଭେମ୍ବର 10 ରେ ଏଡିଲେଟିକ୍ ଖେଳା ଯିବାକୁ ଥିବା ସେମିଫାଇନାଲ ର ମ୍ୟଚ ରେ ଭାରତ ଇଂଲଣ୍ଡ କୁ ଭେଟିବାକୁ ଯାଉଛି । ତେବେ ଚଳିତ ବର୍ଷ ବିରାଟ ଙ୍କ ଇଂନିଙ୍ଗ୍ସ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଏବେ ଚର୍ଚ୍ଚା ର ବିଷୟ ରହିଛି ।

ବିରାଟ ଙ୍କର ଏମିତି ପଦର୍ଶନ ପାଇଁ ସୁପର 12 ରେ ପାକିସ୍ତାନ ହାତରୁ ମ୍ୟାଚ ଛଡେଇ ଆଣିଥିଲା ଭାରତ ଯେଉଁଥି ପାଇଁ ଜସ ବଟଲର ଦଳ ଭାରତ ପାଇଁ କେଉଁ ପରି ଋଣନୀତି ପ୍ରସ୍ତୁତ କରିବେ ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *