ଝାଉଁବଣରେ ଥିଲେ ଗୋଟେ ପୁଅ ଆଉ ଦୁଇ ଝିଅ ,ସେମାନଙ୍କୁ ଘେରିଗଲେ ଲୋକ ..ଆଉ ତା ପରେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଇଟା ଖତରା ଗଳି ଏଇଟା ଶଣ୍ଢ ଗୁହାଳ ଏଠାକୁ ଆସିଛ ଯିବାକୁ ରାସ୍ତା ନାହିଁ । ଚୁପ ଚାପ୍ ଟଙ୍କା ଦିଅ ନହେଲେ ଏଠାରେ ତମ ଅବସ୍ଥା କଣ ହେବ ତାହା ତୁମେ ଜାଣି ପାରିବ ନାହିଁ । ଏମିତି କହି ଯୁବକ ଯୁବତୀ ଙ୍କୁ ଘେରି ଜାଇଛନ୍ତି 10 ରୁ 20 ଜଣ ଆଉ ପରର ଦୃଶ୍ୟ ଆପଣ ମାନେ ଟିକେ ଦେଖନ୍ତୁ । ଗୋଟିଏ ଝିଅ କୁ ଦୁଇ ପୁଅ । ଦୁଇ ଘଣ୍ଟା ପରେ ପୁଅ ଝିଅ କୁ କାବୁ କଲେ ଅଞ୍ଚଳ ବାସୀ ।

ହାତରେ କାଠ ଫାଳିଆ ଧରି 15 ରୁ 20 ଜଣ ମାଡି ଆସିଲେ । ଆଉ ସମସ୍ତ ଙ୍କ ହାତରେ ଆଜ୍ଞ୍ୟା ଗୋଟେ ଗୋଟେ ମୋବାଇଲ । ଆଉ ମୋବାଇଲ ରେ ଭିଡ଼ିଓ କରି ଭାଇରଲ କରିବାର ଧମକ ଦେଲେ ଏହି ଅସାମାଜିକ ଯୁବକ ମାନେ । ଟିକେ ଦେଖନ୍ତୁ ଭିଡ଼ିଓ ଭାଇରଲ କରିବାର ଧମକ ଦେଇ କେମିତି କରୁଛନ୍ତି ଟଙ୍କା ମୁଲଚାଲ । ତୁ ତା ବେ ବା କୁ ଅ-ଶ୍ଲୀ-ଳ ଭାଷା ।

dagara

ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହି ରଖିବୁ କି ଭିଡ଼ିଓ ରେ ଏହି ଯୁବକ ଯୁବତୀ ଭାଇ ଭଉଣୀ ଅଟନ୍ତି । ଆଉ ସେମାନେ ସି ବିଚ୍ ବୁଲିବାକୁ ଆସି ଝାଉଁ ବଣ ରେ କେତେକ ଫୋଟ ଉଠାଉଥିଲେ । ଆଉ ସେହି ସମୟ ରେ ଏମିତି କିଛି ହୋଇଥିଲା ସେମାନଙ୍କ ସହିତ । ଆଉ ଦେଖନ୍ତୁ କେମିତି ଏଠାରେ ଯୁବତୀ ଙ୍କ ସହିତ ବ୍ୟବହାର କରୁଛନ୍ତି ଏହି ଅସାମାଜିକ ଯୁବକ ମାନେ । ଏଠରେ ଏମିତି ଆଗରୁ ବହୁତ ଥର ହୋଇଥିବା ବେଳେ ଏମିତି କିଛି କରି ବୁଲିବାକୁ ଆସୁଥିବା ଯୁବକ ଯୁବତୀ ଙ୍କ ଠାରୁ ଏମିତି କିଛି ଟଙ୍କା ଆଦାୟ କରିବାର ଫଣ୍ଡା ଆପଣାଉଛନ୍ତି ଏହି ଅସାମାଜିକ ଯୁବକ ଯୁବତୀ ମାନେ ।

ଜଙ୍ଗଲ ଭିତରେ ଫୋଟ ଉଠେଇବାକୁ ତଥା ଏକ ରୋଜଗାରର ମାଧ୍ୟମ ଭାବିଥିବା ଏହି ଅସାମାଜିକ ଯୁବକ ମାନେ ସେମାନଙ୍କ ଭିଡ଼ିଓ ଉତ୍ତଳନ କରିବା ସହିତ ଭାଇରଲ କରିଦେବାର ଧମକ ଦେଇ ଆର୍ଥିକ ମୁଲଚାଲ କରୁଛନ୍ତି ଏମାନେ । ଏହି ପରି ଏକ ଅଭାବନିୟ ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଲ ବ୍ଲକ୍ ଡଗରା ବେଳା ଭୂମି ରେ ଦେଖିବାକୁ ମିଳିଛି । ସ୍ଥାନିୟ ପ୍ରସାଶନ ଏହି ପରି ଅସାମାଜିକ କାର୍ଯ୍ୟ କୁ ନ ରୋକନ୍ତି ତେବେ ଏଠାକୁ ଯୁବକ ଯୁବତୀ ମାନେ ଆସିବାକୁ ଭୟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *