କ-ରୋ-ନା ପାଇଁ ପରୀକ୍ଷା କୁ ନେଇ ବଡ଼ ଘୋଷଣା ଆସିଲା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଛି କିଛି ବଡ ଘୋଷଣା କାହିଁକି ନାଁ ପୁଣି ଲେଉଟିଲାଣି କୋରନା । ଏହି ନେଇ ଜାରି ହୋଇଛି ନୂଆ ଗାଇଡ ଲାଇନ । ଏହା ସହିତ ପରିକ୍ଷା ପୁଣି ହୋଇପାରେ ବାତିଲ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ଜାହାକି ଗଣଶିକ୍ଷା ମନ୍ତ୍ରୀ ସମିର ରଂଞୀନ ଦାସ ନୂଆ ସୂଚନା ଜାରି କରିଛନ୍ତି ।

ତେବେ ସଂଙ୍କ୍ରମଣ ମୁକ୍ତ ବୋର୍ଡ ପରିକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କରିଲା ଗଣଶିକ୍ଷା ବିଭାଗ । କୋଭିଡ କଟକଣା ଅନୁସାରେ ପରିକ୍ଷା କରିବାକୁ ହୋଇଛି ନିସ୍ପତି । ପରିକ୍ଷା କେନ୍ଦ୍ରରେ ଥର୍ମାଲ ସ୍କାନିଂ ସେନିଟାଇଜ କରି ପରିକ୍ଷାର୍ଥି ଙ୍କୁ ଭିତର କୁ ଛଡାଯିବ । ପରିକ୍ଷା ହଲ ଭିତରେ ସାମାଜିକ ଦୂରତା ରହିବ । ଯଦିଓ ରାଜ୍ୟରେ କୋରନା ସ୍ଥିତି ନିୟନ୍ତ୍ରଣା ଧୀନ ମଧ୍ୟରେ ରହିଛି । ତଥାପି ଓମିକ୍ରନ ର ନୂଆ ସବଭେରିଆଣ୍ଟ BF7 ଭୂତାଣୁ ରୁ ଛାତ୍ରଛାତ୍ରୀ ଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମାର୍ଗଦର୍ଶିକା ଆଣିବାକୁ ଯାଉଛି ।

Sameer

ତେବେ ଶୀତ ଛୁଟି ସରିବା ପରେ ସ୍କୁଲ କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରଖିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏପଟେ କୋଭିଡ ର ସାମ୍ଭାବ୍ୟ ଚତୁର୍ଥ ଲହର ମୁକାବିଲା ଲାଗି ଦେଶ କେତେ ପ୍ରସ୍ତୁତ ତାହା ପରକ୍ଷିବାକୁ ଆସନ୍ତା କାଲି ହେବ ମଗଡ୍ରିଲ ।

ଏହି ଅବସରରେ ହସ୍ପିଟାଲ ଏବଂ ମେଡିକାଲ କଲେଜ ଗୁଡିକରେ କୋଭିଡ ମୁକାବିଲା ପାଇଁ ଡାକ୍ତର ଖାନା ରେ ମହଜୁଦ ଥିବା ଆଇସୋଲେସନ ବେଡ ICU ଏକ୍ସିଜେନ , ଟେଷ୍ଟିଙ୍ଗ୍ କିଟ୍ ଔଷଧ ଭେଣ୍ଟିଲେଟର ଉପରେ ତଥ୍ୟ ଦେବେ ଜିଲ୍ଲା ପ୍ରଶାସନ । ତେବେ ଏପଟେ କୋଭିଡ ଗାଇଡ ଲାଇନ ଅନୁଯାୟୀ ହେବ ଦଶମ ଏବଂ ଦ୍ୱାଦଶ ପରିକ୍ଷା ଅନ୍ୟ ଦେଶରେ କୋଭିଡ ବଢୁଥିବାରୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ମାର୍ଗଦର୍ଶିକା ଅନୁଯାୟୀ ହେବ ପରିକ୍ଷା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ