ଆଉ ନାହାଁନ୍ତି ଏହି ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପି । ଚାରିଆଡେ ଶୋକର ଛାୟା

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ବନ୍ଧୁଗଣ ପୁଣି ଆସିଲା ଆଉ ଏକ ଦୁଃଖ ଦ ଖବର , ଯାହାକି ଓଡିଆ ଜଗତ ରେ ଗୀତିକାର ଭାବରେ କାମ କରୁଥିବା ଗୋପିନାଥ , ସେ ଏବେ ଆଉ ନାହାନ୍ତି , ତେବେ ତାଙ୍କର ବିୟୋଗ ରେ ଏବେ ଓଡିଆ ଜଗତ ଏବେ ତାଙ୍କର ଏହି ବିୟୋଗ ରେ ଦୁଃଖ ପ୍ରକାଶ କରିଛନ୍ତି ।

ଆଜି ଏହା ପ୍ରଶିଦ୍ଧ କଣ୍ଠଶିଳ୍ପି ଙ୍କ ପରଲୋକ ରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତ ରେ ଶୋକ ର ଲହରି ଖେଳିଯାଇଛି । ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତି ର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି । ନାଚ ହେଉ ଅବା ଗୀତ ଭାରତ ସବୁଥିରେ ଆଗରେ । ଏହି ପ୍ରସିଦ୍ଧ କଣ୍ଠଶିଲ୍ପି ଏହି ସବୁ ଓଡିଆ ଫିଲ୍ମ ଗୀତ ରେ କଣ୍ଠ ଦାନ କରି ଦର୍ଶକ ଙ୍କ ମନ ଜିଣିଥିଲେ ।

Gopinath

ସବୁଠାରୁ ବଡ କଥା ହେଲା ତାଙ୍କ ର ଓଡିଆ ଗୀତ ଆଜି ବି ଲୋକ ପ୍ରିୟ ଏବେ ବି ଝୁରୁଛି ଓଲିଉଡ ଜଗତ । ଗାୟକ ଗାଇଥିବା ଓଡିଆ ଗୀତ ମଧ୍ୟ ରେ ରହିଛି ଶୁଣ ମୋର ବନ୍ଧୁ , ମାଗ ମେଲାଣି , ଯେବେ ଲାଜ ରେ ଜାମିନୀ , ପ୍ରଥମେ ତାଙ୍କର ଏହି ସବୁ ଗୀତ ଥିଲା ବେଳେ ସେଥିରେ ସେ ଅନୁରାଗ ଙ୍କ ସହ ଦୈତ ଭାବରେ କଣ୍ଠ ଦାନ କରିଥିଲେ ଉପରକ୍ତ ଦୁଇଟି ଗୀତ ର ରଚୟତା ହେଲେ ଶିବବ୍ରତ ଦାସ ଅନୁରାଗ ର ସଂଙ୍ଗୀତକାର ହେଲେ ଭୁବରାନ ହରି , ପଣ୍ଡତ ଭୂବନେଶ୍ୱର ମିଶ୍ର ଏବଂ ହରୁ ପ୍ରଶାଦ ।

ଠିକ ସେହିପରି ରାଜ ଲକ୍ଷ୍ମୀ ପ୍ରାଣଜାନ ର ପ୍ରଥମ ଓଡିଆ ଛବି କଲକାର , ଗୋଟିଏ ଗୀତ ରେ କଣ୍ଠ ଦାନ କରିଥିଲେ ଭୁପିନ୍ଦର , ଏହା ହେଲା ଏହି ଜୀବନ ମୋର ନୁହେଁ ତାହା ଏଥିରେ ସୁରେଶ ୱାର୍କର ଆରତୀ ମୁଖାର୍ଜୀ ଙ୍କ ସହ କଣ୍ଠ ଦାନ କରିଥିଲେ ଭୁପିନ୍ଦର । ଏହି ଗୀତ ର ଗୀତିକାର ହେଲେ ସଚ୍ଚିବ ମହାନ୍ତି , ଏହାରିକୁ ସ୍ୱର ର ସଙ୍ଗୀତାବୃତ୍ତି କରିଥିଲେ ସଙ୍ଗୀତାପତି ବିଭୁ ମହାନ୍ତି । ଦେବ ବ୍ରତ ଙ୍କର ପ୍ରଯୋଜିତ ସୂର୍ଯ୍ୟ ମିଶ୍ର , ରାଜୁ ମିଶ୍ର ,କୁଲକାର ନିର୍ଦ୍ଦେଶନା ଦେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ