ପିଣ୍ଟୁ ନନ୍ଦଙ୍କ ବିଷୟରେ ଆସିଲା ବଡ ଦୁଃଖ ଖବର ।ଏବେ ହିଁ ଜାଣି ନିଅନ୍ତୁ

pintu

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ବେଳେ ହସ ଏବଂ ରାଗ ବାଣ୍ଟି ଆସୁଥିବା ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଜିବନ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ତେବେ ପିଣ୍ଟୁ ନନ୍ଦ ଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ପଠାଜାଇ ଥିଲା । ଦିଲ୍ଲୀର ଏକ ପ୍ରାଇଭେଟ ହସ୍ପିଟାଲ ରେ ଚିକିତ୍ସା କରାଜାଉ ଥିଲା । ତେବେ ପାରିଲେନି ଦିଲ୍ଲୀ ଡାକ୍ତର ତା ପରେ ଯାହା ହେଲା ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଆପଣ ମାନେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ବିଷୟ ରେ ଯିଏକି ତାଙ୍କର ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି । ଆଉ ଦର୍ଶକ ମାନଙ୍କୁ ପସନ୍ଦ ଆସିବା ଭଳି ଅନେକ ଓଡିଆ ସିନେମା ରେ କାମ କରି ଦର୍ଶକ ଙ୍କ ପ୍ରତି ଆକୃଷ୍ଟ କରିଥିଲେ । ତେବେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା ବର୍ତମାନ ସମୟ ରେ ଗୁରୁତ୍ୱର ରହିଥିବା ବେଳେ ତାଙ୍କର ଚିକିତ୍ସା ଭୁବନେଶ୍ୱର ର AIMS ରେ ଚିକିତ୍ସା ହେଉଥିଲେ ।

ହେଲେ ତାଙ୍କର ଲିଭର ସିରୋସିସ ରୋଗ ର ସଂମ୍ପର୍ଣ୍ଣ ଚିକିତ୍ସା ଏବଂ ଟ୍ରାନ୍ସପ୍ଲାଣ୍ଟ ପାଇଁ ତାଙ୍କୁ ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲ ରେ ଚିକିତ୍ସା କରାଜାଉ ଥିଲା । ତେବେ ଦିଲ୍ଲୀ ଡାକ୍ତର କହିବା କଥା କି ପିଣ୍ଟୁ ନନ୍ଦ ଙ୍କ ପାଇଁ ଅଧିକ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା ରହିଛି ।

Pintu

ତେବେ ଦିନ କୁ ଦିନ ଲକ୍ଷେ ରୁ ଅଧିକ ଟଙ୍କା ଖର୍ଚ୍ଚ ହେଉ ଥିଲେ ମଧ୍ୟ । ଏଠାରେ ଚିକିତ୍ସା ଠିକ୍ ସେ ହୋଇ ପାରିବ ନାହିଁ ଆଉ ତାଙ୍କୁ ଚେନ୍ନାଇ ବା ହାଇଦ୍ରାବଦ ନିଆ ଯିବା କଥା କହିଛନ୍ତି । ଦିଲ୍ଲୀ ଡାକ୍ତର ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବା ପାଇଁ କହିବା ସହିତ ପିଣ୍ଟୁ ନନ୍ଦ ଏହାକୁ ନେଇ ବହୁତ ମନ ଦୁଃଖ କରିଛନ୍ତି । ଏବଂ ଏବେ ଏହାକୁ ନେଇ ପରିବାର ଲୋକ ବି ଚିନ୍ତାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *