କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

Kalia Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଦେବୁ ଆପଣ ମାନେ ପୋଷ୍ଟ କୁ ଶେଷଯାଏ ପଢନ୍ତୁ ।

ତେବେ ବନ୍ଧୁଗଣ ଏବେ ଏବେ ଦେଖନ୍ତୁ କାଳିଆ ଯୋଜନା ରେ ବଡ ଖୁସୀ ଖବର ଆସିଜାଇଛି । ଆପଣ ମାନଙ୍କୁ ମିଳିବାକୁ ଯାଉଛି ଟଙ୍କା । ଏହି କଥା ଆପଣ ମାନେ ଜାଣିଥିବେ କାଳିଆ ଯୋଜନା ରେ ଦୁଇଟି ପର୍ଯ୍ୟାୟ ରେ ଟଙ୍କା ମିଳିଥାଏ । 4 ହଜାର ଟଙ୍କା ଲେଖାଏଁ କିନ୍ତୁ ଏବେ ଆଉ ଏକ ନୂଆ କିସ୍ତି ଆସିବାକୁ ଯାଉଛି ଯେଉଁଟା କି ଆସନ୍ତା କାଲି ଆସିଯିବ ଏପ୍ରିଲ 1 ତାରିଖ ଉତ୍କଳ ଦିବସ ତେବେ ଏହି ଉତ୍କଳ ଦିବସ ରେ ସରକାର କାଳିଆ ଯୋଜନା ର ଆଉ ଏକ କିସ୍ତି ଦେବାକୁ ଯାଉଛନ୍ତି ।

money

ଚାଷୀ ଏବଂ ଭୂମି ହୀନ ତେବେ ଆପଣ ମାନେ ଦେଖି ଥିବେ ପ୍ରତି ଥର ଯେଉଁ ପଇସା ଆସେ ଚାଷୀ ଙ୍କର ଲିଷ୍ଟରେ ଯେଉଁ ମାନଙ୍କ ନାମ ରହିଥାଏ ସେମାନଙ୍କୁ ଟଙ୍କା ମିଳେ । ହେଲେ ଯେଉଁ ମାନେ ଭୂମିହୀନ ରହିଛନ୍ତି ସେମାନଙ୍କୁ ପୂର୍ବରୁ 12 ହଜାର ଲେଖାଏଁ ଆଗରୁ ମିଳି ସାରିଛି । ତେବେ କିଛି ଲୋକ ମାନଙ୍କର ଡାଉଟ୍ସ ରହିଥିବ ଯେ 12 ହଜାର ତ ଆମକୁ ଏକା ବେଳେ ମିଳି ନାହିଁ ନାଇ ସେ ବି ମଧ୍ୟ 5 ହଜାର ,5 ହଜାର , 2 ହଜାର କରି ମିଳିଥିବା ବେଳେ ଯେଉଁ ମାନଙ୍କର ଭୂମିହୀନ ଲିଷ୍ଟରେ ନାମ ରହିଛି ସେମାନଙ୍କୁ ମିଳିବ ।

ତେବେ ଯାହା ଆମେ ଆପଣଙ୍କୁ ଏଠାରେ ଫ୍ରେସ୍ ନ୍ୟୁଜ୍ ଦେଉଛୁ ଯେଉଁଥିରେ ଆପଣ ମାନଙ୍କୁ ଟଙ୍କା ମିଳିବାକୁ ଯାଉଛି । ତେବେ ଆପଣ ମାନେ ଯଦି ଭାବୁଥିବେ ଯେ କେତେ ଟଙ୍କା ମିଳୁଛି ତେବେ ସେହିଠାରେ ଆପଣ ମାନଙ୍କୁ ଗଡବଡ ଦେଖିବାକୁ ମିଳିବ । ତେବେ ବର୍ତମାନ ସମୟ ରେ ଜଣା ପଡି ନାହିଁ କି ଏହି ତାରିଖ ରେ ଆପଣ ମାନଙ୍କୁ କେତେ ଟଙ୍କା ମିଳିବ ବୋଲି । ତେବେ ନିଶ୍ଚିତ ଯେ ଆପଣ ମାନଙ୍କୁ 1 ତାରିଖ ରେ କାଳିଆ ଯୋଜନା ର କିସ୍ତି ଟଙ୍କା ମିଳିବା ପାଇଁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *