ଗୋପାଳ ନାଁରେ ଲାଗିଛି ୫ ଡାହା ମିଛ ।

gopal 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନବ ଦାସ ଙ୍କୁ ହ-ତ୍ୟା କରି ଗୋପାଳ ଯେ ଖୁସୀ ଅଛି । ଆଉ ଗୋପାଳ କୁ ନେଇ ଯେଉଁ ସବୁ କଥା ସମ୍ନା କୁ ଆସିଛି । ତାହା କେତେ ଯୁକ୍ତି ତାହା ପ୍ରଶ୍ନ ଉଠୁଛି । ଝାଡସୁଗୁଡା ସବ ଜେଲ ରୁ ତାକୁ ପଠେଇ ଦିଆଜାଇଛି ଚୈଦୁଆର ଜେଲ । ତେବେ ଏହା ପଛରେ ଗୋପାଳ ର ଭୟ ରହିଛି ନାଁ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି । ତାହାକୁ ନେଇ ଅନେକ କଳ୍ପନା ଜଳ୍ପନା । ତେବେ ଏହି କଥା ସ୍ପଷ୍ଟ କରି ଦେଉଛି ଯେ ଗୋପାଳ ନାଁ ରେ ଯେଉଁ ସବୁ କଥା ସାମ୍ନାକୁ ଆସୁଛି ତାହା ଭିତ୍ତିହୀନ ଅଟେ ।

ପ୍ରଥମେ ଗୋପାଳ ମରିବାକୁ ଡରୁଛି । ଯଦି ଗୋପାଳ ଜାଣି ସୁଣି ଜଣେ ମନ୍ତ୍ରୀ କୁ ହ-ତ୍ୟା କରି ପାରୁଛି ତେବେ ଗୋପାଳ ଏହା ନିଶ୍ଚିତ ଜାଣିଥିବ ଯେ ଯଦି ସେ ମନ୍ତ୍ରୀ ନବଦାସ ଙ୍କୁ ହ-ତ୍ୟା କରୁଛି ତେବେ ତାହାର ବି ମୃ-ତ୍ୟୁ ହେବ । ତେବେ ସବୁ କିଛି ଦିଗକୁ ଚାହିଁ ଗୋପାଳ କାହିଁକି ନବ ଦାସ ଙ୍କୁ ମରିଲା ତେହା ଜାଣିବା ପାଇଁ କ୍ରାଇମ ବ୍ରାଞ୍ଚ କୁ ଲାଗି ଗଲାଣି 16 ଦିନ । ଦୁଇରେ ହେଲା ଗୋପାଳ ପାଗଳ ଅଟେ । ଗୋପାଳ ବାସ୍ତବିକ ପାଗଳ ଅଟେ ନାଁ ଗୋପାଳ କୁ ପାଗଳ ରୂପେ ସଜା ଯାଉଛି ।

gopal 1

 

ଗୋଟେ ପଟେ ଗୋପାଳ ରାଗ କମେଇବା ପାଇଁ ସେ ମେଡିସିନ ଖାଉ ନଥିା କଥା ସାମ୍ନାକୁ ଆସିଛି । ଆଉ ଅନ୍ୟ ପଟେ ଗୋପାଳ ର ପୋଲିଗ୍ରାଫି ଏବଂ ନାର୍କୋ ଟେଷ୍ଟ ବି ସରିଛି । ତେବେ ଗୋପାଳ ବାସ୍ତବିକ ପାଗଳ ଅଟେ ତେବେ ସେ ପ୍ରଳାପ କରିବା କଥା । ହେଲେ ସେ ସଫା ସଫା ଉତ୍ତର ଦେଉଛି କେମିତି ଏହାବି ଗୋଟେ ଗୁଜବ ଏହା ଅନେକ କହୁଛନ୍ତି ।

ତେବେ ତିନି ରେ ଯୁକ୍ତି କରୁଛି ଗୋପାଳ । ଗୋପାଳ ର ହାବ ଭାବ କୁ ଦେଖିଲେ ଜଣା ପଡୁଛି ଗୋପାଳ କୁ ଜାହା ଜାହା ପଚରା ଯାଉଛି ସେ ତାହା ତାହା କହୁଛି ଏମିକି କି ଗୋପାଳ କୁ ଅଣା ଯିବା ବାଟରେ ଏବଂ ଏମିତି ସେ ଯେଉଁ ଲାଇଭ ଡେମୋ ଦେଇଥିଲା ସେହି ସମୟ ରେ ବି ତାଙ୍କୁ ଜାହା ଜାହା କାରାଜାଇ ଥିଲା ସେ ତାହା ତାହା କରିଥିଲା । ଗୋପାଳ ଚାହିଁଥିଲେ ସେ ସେଠାରେ କିଛି ଏପଟ ସେପଟ କାମ କରି ପାରିଥାନ୍ତା ।

ହେଲେ ଗୋପାଳ ସବୁ ବେଳେ ସହ ଯୋଗ କରି ଆସୁଛି କ୍ରାଇମ ବ୍ରାଞ୍ଚ କୁ । ତେବେ ଏହା କହି ଦେଉଛି ଯେ ଗୋପାଳ କୈଣସି ବି ପ୍ରକାରର ଯୁକ୍ତି ତର୍କ ନ କରି ସଂମ୍ପର୍ଣ୍ଣ ସହଯୋଗ କରୁଛି କ୍ରାଇମ ବ୍ରାଞ୍ଚ କୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ