ବାତିଲ ହେବ ଏମାନଙ୍କର Ration Card । ସରକାର କରିଦେଲେ ବଡ ଘୋଷଣା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ରାସନ କାର୍ଡ କୁ ନେଇ ଆସୁଛି କିଛି ଦୁଖଃଦ ଖବର । ବହୁତ ଶୀଘ୍ର ଆପଣ ମାନଙ୍କ ରାସନ କାର୍ଡ ହୋଇପାରେ ବାତିଲ । ଏହି ନେଇ ସରକାର ଙ୍କ ପକ୍ଷ୍ୟ ରୁ ଜାରି ହୋଇଛି ଆଦେଶ । ଜାହାକି ଆପଣ ମାନଙ୍କ ରାସନ କାର୍ଡ ମଧ୍ୟ ହୋଇପାରେ ବାତିଲ । ତେବେ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ରାସନ କାର୍ଡ କୁ ନେଇ ସରକାର ନୂତନ ଆଦେଶ ଜାରି କରିଛନ୍ତି । ଅନ୍ତର୍ଦୋୟ ଖାଦ୍ୟ ସୁରକ୍ଷା ଯୋଜନା ର ରେସନ କର୍ଡ ଧାରୀ ଙ୍କ ସଂଶୋଧନ ଶେଷ କରିବାକୁ ନିର୍ଦ୍ଧେଶ ଦିଆଜାଇଛି । ଜାହା ସମୟ ରେ ଯୋଗ୍ୟ ହିତାଧିକାରୀ ଙ୍କ ରାସନ କାର୍ଡ ବାତିଲ ହେବ । ଏହା ସହିତ ସେମାନଙ୍କ ସ୍ଥାନରେ ଯୋଗ୍ୟ ହିତାଧିକାରୀ ଙ୍କ କାର୍ଡ ପ୍ରସ୍ତୁତ କରି ସେମାନଙ୍କୁ ରେସନ ଯୋଜନା ର ସୁବିଧା ପ୍ରଦାନ କରାଯିବ ।

ration

ତେବେ ହିତାଧିକାରୀ ଙ୍କ ଦ୍ୱାରା ଦିଆଯାଉ ଥିବା ବ୍ୟକ୍ତଗତ ସୂଚନା ସମୟ ସମୟ ରେ ବଦଳିବାରେ ଲାଗିଥାଏ । ଏହି ପରିପେକ୍ଷୀ ରେ ରେସନ କାର୍ଡ ରେ ଅଯୋଗ୍ୟ ହୀତିଧିକାରୀ ସାମିଲ ହେବା ବିଷୟ ରେ ସମୟ ସମୟ ରେ ଅଭିୟୋଗ ମିଳିଥାଏ । ତେବେ ଅଯୋଗ୍ୟ ରେସନ କାର୍ଡଧାରୀ ଙ୍କ ପାଇଁ ଏହି ଅଭିଯାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2022 ଅଧିନରେ ଚାଲିଛି ।

ଅଯୋଗ୍ୟ ହିତାଧିକାରୀ ଙ୍କ ସ୍ଥାନରେ ଯୋଗ୍ୟ ବ୍ୟକ୍ତି ଙ୍କୁ ରାସନ କାର୍ଡ ଦିଆଯିବ । ଏହି ପରି ଅଭିଯାନ ଚଳେଇବାର ଉଦ୍ଧେଶ୍ୟ ହେଉଛି । ହିତାଧିକାରୀ ତାଲିକା ରୁ ଅଯୋଗ୍ୟ ଲୋକଙ୍କୁ ହଟେଇବା ଏବଂ ଯୋଗ୍ୟ ବ୍ୟକ୍ତି ଙ୍କୁ ସୁଯୋଗ ପ୍ରଦାନ କରିବା ।

ଏହି ଅଧିନରେ ଦିଆଯାଉଥିବା ସୂଚନା ଉପରେ । ଆଧାର କରି ପରିବାର ସଦସ୍ୟ ଙ୍କ ସଂଖ୍ୟା ବୟସ ବାସ ସ୍ଥାନ ଇତ୍ୟାଦି ବିବରଣି ସଂଗ୍ରହ କରି ଏକ ଡାଟା ବେଶ ପ୍ରସ୍ତୁତ କରାଯିବ । ତେବେ କାର୍ଡଧାରୀ ଙ୍କ ମୃ-ତ୍ୟୁ କିମ୍ବା ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଗଲେ ହିତାଧିକାରୀ ଅଯୋଗ୍ୟ ବିବେଚିତ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *