ଯୁବତୀ ଦେଲେ କଡା ମନ୍ତବ୍ୟ ! ଫ୍ରି ସେ -କ୍ସ ମାନେ ନୁହଁ ,ଯେଉଁଠି ନାହିଁ ସେଇଠି ..କିଛି ପିଲା ଯେଉଁଠି ନାହିଁ ସେଇଠି ଷ୍ଟାର୍ଟ ହେଇଯାଉଛନ୍ତି-ଦେଖନ୍ତୁ Video

woman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିଥିବେ । ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସେ ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରେଇ ଦିଏ । ତେବେ ସେହିଭଳି ଗୋଟିଏ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଲା ଶ୍ରଦ୍ଧା ର ଘରଣା କୁ ନେଇକି ।

ଆଉ ଯେଉଁଠି ଲିଭିଙ୍ଗ ରିଲେସନ ରେ ରହିବା କଥା ଆଉ କିଛି ଭୁଲ ଡିସିସନ ନେବା ଫଳରେ ଆଜିର ସମାଜ ର ଯୁବ ପିଢ଼ି ମାନଙ୍କର କେଉଁ ସବୁ ଅସୁବିଧା ହୁଏ ସେ ବିଷୟରେ କହିଛନ୍ତି ଝିଅ ଜଣଙ୍କ । ତେବେ ଭାଇରାଲ ହେଉଥିବା ସଂମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା ।

ତେବେ ଝିଅ ଜଣଙ୍କର କହିବା କଥା କି ଆଜି କାଲି ଯୁବ ପିଢ଼ି ମାନେ ଆଉ କାହାର କଥା କୁ ମାନୁ ନାହାନ୍ତି କି ଆଗ ପଛ କଣ ହେବ ସେଥିପାଇଁ ମଧ୍ୟ ଦୃଷ୍ଟି ଦେଉ ନାହାନ୍ତି । ଆଉ ଯେଉଁଠି ସୁପ୍ରିମକୋର୍ଟ ନିର୍ଦ୍ଧେଶ ଦେଇଛି କି ବିବାହ ପୂର୍ବରୁ ଜଣେ ପୁଅ ଆଉ ଝିଅ ଚାହିଁଲେ ଲିଭିଙ୍ଗ ରେ ରହି ପାରିବେ ଆଉ ସେମାନଙ୍କ ମଧ୍ୟରେ ସ-ମ୍ପର୍କ ମଧ୍ୟ ସୃଷ୍ଟି ହୋଇ ପାରିବ ବୋଲି ।

girl s

ଆଉ ତାହା ସହିତ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଭଳି ଲିଭିଙ୍ଗ ରେ ରହି କିଛି ଭୁଲ କରିବା ପରେ ପିଲା କୁ ମଧ୍ୟ ଆବର୍ଶନ କରିବା ପାଇଁ ମଧ୍ୟ ଅନୁମତି ରହିଛି । ଯେଉଁଥି ପାଇଁ ଆଜିର ଯୁବ ସମାଜ ଖରାପ ହେବା ସହ ତାହାର କୁ ପ୍ରଭାବ ମଧ୍ୟ ପଡିବା କଥା ଏଠାରେ କୁହାଯାଉଛି । ଏହା ସହିତ ଆହୁରି ମଧ୍ୟ ଆଜିର ପିଲା ମାନେ ସେ-କ୍ସ କରିବା ପାଇଁ ସ୍ଥାନ କୁ ଚୟନ କରୁ ନାହାନ୍ତି । ଯେଉଁଠି ସେଇଠି ପାରୁଛନ୍ତି ସେ-କ୍ସ କରୁଛନ୍ତି ।

ଆଉ ଯେମିତି ଶିକ୍ଷାନୁଷ୍ଠାନ ଆଗରେ ଖରାପ କାମ କିଛି କରୁଛନ୍ତି ଆଉ ଯାହାର ସିଧା ପ୍ରଭାବ ପଡୁଛି ପିଲା ମାନଙ୍କ ଉପରେ ବୋଲି କୁହାଯାଉଛି । ଆଉ ଯେଉଁଥି ପାଇଁ ଆଜିର ସମାଜର ପରିସ୍ଥିତି ଏମିତି ବୋଲି କହିଛନ୍ତି । ଏହା ବ୍ୟତିତ ଆଜି ଯେଉଁ ଶ୍ରଦ୍ଧା ଙ୍କ କଥା ଭାଇରାଲ ହେଉଛି କି ତାଙ୍କୁ 36 ଖଣ୍ଡ କରିକି ପକେଇଛନ୍ତି । ତାଙ୍କର ପ୍ରେମିକ ଆଉ ଯିଏକି ଲିଭିଙ୍ଗ ରେ ରହୁଥିଲେ । ଏମିତି ଆଉ କିଛି ହୋଇ ନଥାନ୍ତା ବୋଲି କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *