ଯୁବକ ଦେଲେ କଡା ମନ୍ତବ୍ୟ ! ଆବେ ତୁ କିଏ ଓଡିଶା ତତେ ଚିହ୍ନିବ,ମାଳିସାହି ଦେଖିନୁ ତୁ କଣ ସନିଲିଓନି ହବୁ….ଦେଖନ୍ତୁ VIDEO

NISA 1

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଡିଶା ର ସନି ଲିୟନି 2 ଭାବରେ ନିଜକୁ ପରିଚୟ ଦେବାକୁ ଲାଗିଛନ୍ତି ଓଡ଼ିଆ ଝିଅ ନିଶା । ଆଉ ସେହି ନିଶା ଙ୍କ ବିଷୟରେ କହିଛନ୍ତି ଜଣେ ବ୍ୟକ୍ତି କି ତୁ ସନି ଲିଅନି ହେଇଥା କି ପ-ର୍ଣ୍ଣ ଗାର୍ଲ ହେଇଥା ଏଥିରେ ଓଡିଶା ବାସୀ ଙ୍କର କଣ ଯାଉଛି ।

ଆଉ ତୁ ଯେଉଁ କହୁନୁ ତୋର ଦେଖିଲେ ପୁଅ ମାନଙ୍କର ଉଠେ ଏହି ସବୁ କଣ ସେଥିପାଇଁ ଏହି ଭଳି ଝିଅ ପାଖକୁ ଯେଉଁ ମାନେ ଯାଉଛନ୍ତି ମିଡ଼ିଆ ଵାଲା ସେମାନେ ଭୁଲ କରୁଛନ୍ତି ବୋଲି କହିଛନ୍ତି ବ୍ୟକ୍ତି ଜଣଙ୍କ । ତେବେ ନିଶା ଙ୍କୁ କହିଛନ୍ତି କି ସେ ମାଳିସାହି ଦେଖିନି ବୋଲି ଏଭଳି କଥା କହୁଛି । ଆଉ ଯେଉଁ ଓଡିଶା କୁ ତା ନାଁ ରେ ଲୋକ ମାନେ ଜାଣିବେ ସେ ଏମିତି କିଏ କି ।

nisa

ଓଡ଼ିଶା କୁ ସମସ୍ତେ ଜାଣିଛନ୍ତି ସାରା ପୃଥିବୀ ରେ ଯେଉଁ ଜାଗାକୁ ଯାଇକି ଓଡିଶା ର ନାଁ କୁ କହିଲେ ଲୋକ ମାନବ ଜାଣି ଯିବେ ବୋଲି କହିଛନ୍ତି ସେହି ବ୍ୟକ୍ତି । ଆଉ ନିଶା ନାଁ ରେ କେହି ଓଡିଶା କୁ ଜାଣିବା ର ଆବଶ୍ୟକତା ନାହିଁ । ତାହା ନ ହେଇଥିଲେ ବାହାରର ପିଲା କେମିତି କହୁଛି କି ସେ ନବୀନ ପଟନାୟକ ଭଳି ମୁଖ୍ୟମନ୍ତ୍ରୀ ହେବ ବୋଲି ।

ତାହା ସହିତ ଆମ କଳା ସଂସ୍କୃତି ର ଓଡିଶା ର ନାଁ କୁ ଯେଉଁ ସ୍ଥାନରେ କହିଲେ ଭି ସେଠାରେ ଲୋକ ମାନେ ଜାଣିବେ । ଆଉ ଏହି ଭଳି ଦେଖେଇ ହେଇକି କହିବା କିଛି ଆବଶ୍ୟକତା ନାହିଁ । କାରଣ ସମସ୍ତେ ଜାଣିଛନ୍ତି ଝିଅ ମାନଙ୍କର ତିନୋଟି ଆଉ ପୁଅ ମାନଙ୍କର ଗୋଟିଏ ବୋଲି । ଆଉ ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଯାହା ବର୍ତ୍ତବାନ ଚର୍ଚ୍ଚା ର ବିଷୟ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *