ଶ୍ରୀକୃଷ୍ଣଙ୍କ ତିନି ଜଣ ଭକ୍ତ ଯେଉଁମାନେ ଯୁଦ୍ଧ ଭୂମିରେ ପାଦ ରଖିଥିଲେ ବିଶ୍ଵ ଧ୍ଵଂସ ହୋଇଯାଇଥାନ୍ତା :-

Spread the love

ରାମାୟଣର ଯୁଦ୍ଧରେ ଅନେକ ବିଚିତ୍ର କାହାଣୀ ମାନଙ୍କର ବର୍ଣ୍ଣନା କରାଯାଇଛି , ଯେଉଁଥିରେ ଭଗବାନ ଶ୍ରୀରାମଙ୍କର ଅନେକ ରୂପ ବିଷୟରେ କୁହାଯାଇଛି ଏବଂ ଯୁଦ୍ଧର କାହାଣୀ ଅତ୍ୟନ୍ତ ରୋଚକ ଅଟେ, ଏଥିରେ ଅନେକ ଶକ୍ତିଶାଳୀ ଯୋଦ୍ଧାଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ଯୁଦ୍ଧରେ ଜିତିବା ପାଇଁ ସବୁକିଛି ଅର୍ପଣ କରିଦେଇଥିଲେ । ତେଣୁ ଆଜି ଆମେ ଆପଣଙ୍କୁ ସେହି ତିନି ଜଣ ଯୋଦ୍ଧାଙ୍କ ବିଷୟରେ କହିବୁ, ଯେଉଁମାନେ ରାମାୟଣର ଯୁଦ୍ଧରେ ଭାଗ ନେଇନଥିଲେ ।

Google

ଶତ୍ରୁଘ୍ନ ରାମୟଣ ଯୁଦ୍ଧରେ ଭାଗ ନେଇନଥିଲେ, ଶତ୍ରୁଘ୍ନ ଅତ୍ୟନ୍ତ ଶକ୍ତିଶାଳୀ ଯୋଦ୍ଧା ଥିଲେ ଏବଂ ତାଙ୍କୁ ଶ୍ରୀରାମଙ୍କ ସାନ ଭାଇ ବୋଲି କୁହାଯାଏ । ଯେତେବେଳେ ଶ୍ରୀରାମ ରାବଣ ସହିତ ଯୁଦ୍ଧରତ ଥିଲେ, ସେତେବେଳେ ଶତ୍ରୁଘ୍ନ ନିଜର ସେନା ନେଇ ବାହାରି ଯାଇଥିଲେ, କିନ୍ତୁ ମଝିରେ ନାରଦ ମୁନି ଶତ୍ରୁଘ୍ନଙ୍କୁ ଯୁଦ୍ଧରେ ଭାଗ ନ ନେବା ପାଇଁ କହିଥିଲେ ,ଯାହାଫଳରେ ଶତ୍ରୁଘ୍ନ ଯୁଦ୍ଧକ୍ଷେତ୍ରକୁ ଯାଇନଥିଲେ ।

Google

ଶ୍ରୀରାମଙ୍କ ଅନ୍ୟ ସାନ ଭାଇ ଭରତ ମଧ୍ୟ ଯୁଦ୍ଧରେ ଭାଗ ନେଇ ନଥିଲେ କାରଣ ଯେତେବେଳେ ଶ୍ରୀରାମ ବନବାସ ଚାଲିଯାଇଥିଲେ, ଭରତ ସବୁକିଛି ତ୍ୟାଗ ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏକ କୁଟୀରରେ ରହିବାକୁ ଲାଗିଲେ । କିନ୍ତୁ ତାଙ୍କୁ ଯେତେବେଳେ ଶ୍ରୀରାମଙ୍କ ଯୁଦ୍ଧ ରାବଣ ସହିତ ହେବା ଜ୍ଞାତ ହୋଇଥିଲା ତତକ୍ଷଣାତ ସେ ଯୁଦ୍ଧରେ ଯୋଗ ଦେବା ପାଇଁ ପ୍ରସ୍ତୁତ ଯିବାକୁ ପ୍ରସ୍ତୁତ ହୋଇଯାଇଥିଲେ, କିନ୍ତୁ ଶ୍ରୀରାମ ଭରତଙ୍କୁ ଯୁଦ୍ଧରେ ଯୋଗ ଦେବା ସକାଶେ ବାରଣ କରିଥିଲେ ।

Google

ମହର୍ଷି ପର୍ଶୁରାମ ବ୍ରାହ୍ମଣ ମଧ୍ୟରେ ସବୁଠାରୁ ଉଚ୍ଚ ଜାତିର ଏବଂ ଶକ୍ତିଶାଳୀ ଯୋଦ୍ଧା ଥିଲେ ଏବଂ ସେ ୨୧ ଥର କ୍ଷତ୍ରିୟଙ୍କୁ ବଧ କରିଥିଲେ, କିନ୍ତୁ ଯେତେବେଳେ ପର୍ଶୁରାମଙ୍କୁ ଜଣାପଡ଼ିଲା ଯେ ଶ୍ରୀରାମ ବିଷ୍ଣୁଙ୍କର ଏକ ରୂପ ଅଟନ୍ତି, ସେ ସନ୍ୟାସ ନେଇ ଯାଇଥିଲେ ଯାହାଫଳରେ ମହର୍ଷି ପର୍ଶୁରାମ ରାମାୟଣ ଯୁଦ୍ଧରେ ସାମିଲ ହୋଇପାରିନଥିଲେ ।