ସୁଟକେସରେ ମୃ-ତଦେହ; ନିଜ ହାତରେ ସ୍ତ୍ରୀ ପୋଛିଦେଲା ନିଜ ସିନ୍ଦୁର

woman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟକେଶ ରୁ ମୃ-ତ ଦେହ ମିଳିବା ଘଟଣା , ସ୍ତ୍ରୀ କରିଥିଲା ମର୍ଡର ପ୍ଲାନ । ସ୍ୱାମୀ କୁ ମ-ର୍ଡର କରି ସୁଟକେସ୍ ରେ ରଖିଥିଲା ସ୍ତ୍ରୀ । ଭାଇ ଏବଂ ସହଯୋଗୀ କୁ ଧରି କରିଥିଲା ଏମିତି କାଣ୍ଡ । ନିଜ ହାତରେ ପୋଛିଦେଲା ନିଜ ସିନ୍ଦୁର । ତେବେ ସୁଟକେସ୍ ରୁ ମୃ-ତ ଦେହ ମିଳିବା ଘଟଣା ର ପର୍ଦାଫାସ ହୋଇଥିବା ବେଳେ ସ୍ତ୍ରୀ ନିଜେ ମର୍ଡର ପ୍ଲାନ କରିଥିଲା ବୋଲି ନିଜେ ମାନିଛି । ସଂମ୍ପର୍କିୟ ଭାଇ ଏବଂ ଜଣେ ସହଯୋଗୀ ସହିତ ସ୍ୱାମୀ କୁ ମାରିଛି ସ୍ତ୍ରୀ ।

ତେବେ ଖୋର୍ଦ୍ଧା ଜିଲ୍ଲା ନାଛୁଣୀ ଜଙ୍ଗଲ ନିକଟ ରୁ ସୁଟକେସ ରୁ ମୃ-ତଦେହ ଉଦ୍ଧାର ଘଟଣା ରେ । ସ୍ତ୍ରୀ ସମେତ ତିନି ଜଣଙ୍କୁ ଗିରୋଫ କରିଛି ଖୋର୍ଦ୍ଧା ପୋଲିସ । ଏମାନଙ୍କୁ ପଚରା ଉଚୁରା କରୁଛି ପୋଲିସ । ମୃ-ତକଙ୍କ ନାମ ହେଉଛି ମନୋଜ ରଞ୍ଜନ ମହାପାତ୍ର । ଭଲ କରି ଦେଖନ୍ତୁ ଏହି ସ୍ତ୍ରୀ ଜଣକଙ୍କର କାନ୍ଦକୁ ଆପଣଙ୍କୁ ସତ ଲାଗୁଛି ନା ହେଲେ ଏ କାନ୍ଦ ପୁରା ମିଛ ସଂପୂର୍ଣ୍ଣ ମିଛ । କାରଣ ଏହି ମହିଳା ଜଣକ ହେଉଛନ୍ତି ସେହି ସ୍ତ୍ରୀ ଯିଏ ତାଙ୍କ ସ୍ଵାମୀଙ୍କୁ ମାରି ଏକ ଦାମୀ ଟ୍ରୋଲି ବ୍ୟାଗରେ ଭର୍ତ୍ତି କରି ଦେଇଛନ୍ତି ।

ma

ଗତ କାଲିର ଏହି କାଣ୍ଡ ରାତି ପାହି ସକାଳ ହେବା ପରେ ଏକ ବିରାଟ ଷଢଯନ୍ତ୍ରରେ ପରିବର୍ତ୍ତନ ହେଇ ଯାଉଛି । ସ୍ଵାମୀ ହ-ତ୍ୟା ହୋଇ ଯାଉଛି ସ୍ତ୍ରୀ ଏହି କଥା ସେତେବେଳେ ସାମ୍ନାକୁ ଆସି ଥିଲା ଯେତେବେଳେ ଟାଙ୍ଗୀ ଅଞ୍ଚଳରେ ଥିବା ଏକ ଦୋକାନର ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରି ଥିଲା । ସେହି ସିସିଟିଭି ଫୁଟେଜରେ ମୃ-ତ ଯୁବକଙ୍କ ସ୍ତ୍ରୀ ତିନି ଜଣ ଯୁବକଙ୍କ ସହ ମିଶି ଏକ ଟ୍ରୋଲି ବ୍ୟାଗ କିଣି ଥିଲେ । ଆଉ ତାହା ଥିଲା ସେହି ଟ୍ରୋଲି ବ୍ୟାଗ ଯେଉଁ ଟ୍ରୋଲି ବ୍ୟାଗରୁ ମନୋଜ ରଞୀନ ଙ୍କ ମୃ-ତ ଦେହ ଉଦ୍ଧାର କରା ଯାଇଛି ।

ଯଦି ଦେଖିବା ଗତ କାଲି ନାଚୁଣୀ ପୋଲିସ ଜଙ୍ଗଲ ମଧ୍ୟରୁ ଏକ ବ୍ୟାଗ ମଧ୍ୟରେ ମନୋଜ ରଞୀନ ଙ୍କ ମୃ-ତ ଦେହକୁ ଉଦ୍ଧାର କରିଥିଲା । ଏହା ପରେ ବ୍ୟାଗଟି କେଉଁଠି କିଣା ଯାଇ ଥିଲା ତାକୁ ନେଇ ତଦନ୍ତ କରିବା ପରେ ଏମିତି କିଛି ଷଢଯନ୍ତ୍ର ସାମ୍ନାକୁ ଆସିଥିଲା । ବନ୍ଧୁଗଣ ସ୍ତ୍ରୀ ନିଜ ସ୍ଵାମୀକୁ ମାରି ଯେଉଁ ଭଳି ଅଭିନୟ କରିଛି ତାହା ଦେଖି ସାରା ଓଡିଶା ବାସୀ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏବେ ସ୍ତ୍ରୀ ସହ ତିନି ଜଣ ସହଯୋଗୀକୁ ପୋଲିସ ଗିରଫ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *