ପିଲାମାନେ ଶୋଇଗଲା ପରେ ରୁମ୍ କୁ ଆସି ମୋ ସହ ଖରାପ୍ କାମ କଲେ, ଥା-ନାରେ ଅଭି-ଯୋଗ ଆଣିଲେ ମହିଳା।

woman 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପ୍ରତିଦିନ ସମାଜରେ ଅତ୍ୟାଚାର ଅନୀତି ଏବଂ ଅନ୍ୟାୟ ବହୁତ ଜୋର ସୋର ରେ ବଢିବାରେ ଲାଗିଛି । ତେବେ ଆପଣ ମାନେ ଅନେକ ସମୟ ରେ ଅନେକ ପ୍ରକାରର ପ୍ରେମ ସଂମ୍ପକିୟ ଘଟଣା ମାନ ଦେଖିବା ପାଇଁ ପାଉଥିବେ । ଏହି ସବୁ ଘଟଣା ବର୍ତମାନ ଜୋର ସୋର ବଢି ଚାଲିଛି । ଆଜି ଆମେ ଆପଣ ମାନଙ୍କୁ ଏପରି ଘଟଣା ବିଷୟ ରେ କହିବା ପାଇଁ ଯାଉଛୁ ଜାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ।

ତେବେ ଯୁବପୀଢି ମାନେ ଭଲ ପାଇ ପରିବାରର ସମସ୍ତ ଉପସ୍ଥିତିରେ ବିବାହ କରୁଛନ୍ତି । ଆଉ କେଉଁ ପରିବାର ଲୋକ ଭଲ ପାଇବାକୁ ସିକ୍ୱାର ଦେଉନାହାଁନ୍ତି । ବିବାହ ପରେ ସ୍ୱାମୀ ସ୍ତ୍ରୀ ଜଣେ ଅନ୍ୟ ଜଣଙ୍କ ପାଇଁ ମନରେ ଏକ ତୀବ୍ର ଗଭୀର ସ୍ନେହ ରଖିଥାନ୍ତି । ଆମ ହିନ୍ଧୁ ଧର୍ମ ରେ ବିବାହ କୁ ଏକ ପବିତ୍ର ସଂମ୍ପର୍କ ଭାବେ ଗଣାଯାଏ । ହେଲେ କିଛି ଲୋକ ମାନେ ଏହାର ମାନେ ସଂମ୍ପର୍ଣ୍ଣ ପରିବର୍ତନ କରିଛନ୍ତି ।

ଦୁନିଆଁ ରେ ପ୍ରେମ ସଂମ୍ପର୍କ ଭାବେ ଅନ୍ଧ ଅଟେ । ଏହା ଆମେ ସମସ୍ତେ ଜାଣନ୍ତି । ଆଜି ଠିକ୍ ସେମିତି ଏକ ଖବର ସାମ୍ନା କୁ ଆସିଛି । ସ୍ୱାମୀ ଏବଂ ସ୍ତ୍ରୀ ବିବାହ କରି ବହୁତ ଖୁସୀରେ ଥିଲେ କିଛି ଦିନ ପରେ ତାଙ୍କ ଗୋଟେ ଛୁଆ ହୋଇଥିଲା । ଆଉ ସେମାନେ ବହୁତ ଖୁସୀରେ ଥିଲେ । ଆଉ ଦୁହେଁ ସେମାନେ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ସେହି ଯୁବକର ଗୋଟେ ସାଙ୍ଗ ତାଙ୍କ ଘରକୁ ସବୁ ବେଳେ ଆସନ୍ତି ଆଉ ବସାଉଠା ଆଉ ଖାଇବା ପିଇବା ସେଇଠି କରନ୍ତି ।

women 1

ଆଉ ସେ ତାଙ୍କ ବହୁତ ନିଜର ଭଳି ବ୍ୟବହାର କରନ୍ତି ଯେମିତି ତାଙ୍କ ସହ ତାଙ୍କର ବହୁତ ପୁରୁଣା ସମ୍ପର୍କ ଅଛି । ସେମିତି କିଛି ଦିନ ବିତିଗଲା ଏବଂ ପରେ ସେ କହିଲେ ତମ ସ୍ୱାମୀ ତ ନାହିଁ ତେବେ ତୁମେ ମୋ ସହ ଚାଲ ତୁମକୁ ଚାକିରୀ ଦେବି ଏବଂ ତୁମେ ସେଠାରେ ଭଲରେ ରହିବ । ଏମିତି କିଛି କହୁଛନ୍ତି ଯୁବକ ଜଣଙ୍କ ଆଉ ମହିଳା ମହିଳା ଜଣଙ୍କ କହିଲେ ମୋ ପିଲାବି ଯିବେ ତେବେ ସେହିଥିରେ ସେ ରାଜି ହୋଇଜାଇଥିଲେ ।

ପରେ ପର ଦିନ ସକାଳେ ଆମେ ମାନେ ଗଲୁ । ଆଉ ରାତିରେ ମୋ ଛୁଆ ମାନେ ଶୋଇଗଲା ପରେ ସେ ରାତିରେ ରୁମ୍ କୁ ଆସିଲେ ଆଉ କହିଲେ ଆଉ ଗୋଟେ ରୁମ୍ କୁ ଚାଲ ମୁଁ ତାଙ୍କ ସହ ଗଲି ଆଉ ସେ ମୋ ସହ ଖରାପ ବ୍ୟବହାର କରିବା ପାଇଁ ଆରମ୍ଭ କରିଦେଲେ । ମୁଁ ଯେତେ ବେଳେ ମନା କରିଲି ସେ ସୁଣିଲେ ନାହିଁ । ମୋ ସହ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଲେ ।

ଆଉ ତା ପର ଦିନ ମୁଁ କହିଲି ମତେ ଗୋଟେ ଚାକିରୀ ଦିଅ ଆଉ ସେ କହିଲେ ନାଁ ମୁଁ ତତେ ମୋ ସ୍ତ୍ରୀ କରି ରଖିବା ପାଇଁ ଆଣିଛି । ଆଉ ଯୁବକ ଜଣଙ୍କ ତାଙ୍କୁ ଗୋଟେ ଘରେ ରଖି ତାଙ୍କୁ ଚାବି ମାରିଦେଲେ । ଆଉସେହି ଯୁବକ ଜଣଙ୍କ କାହା ସହ ଫୋନ ରେ କଥା ହେଉଥିଲେ ତା ପିଲାକୁ ମାରିଦେବା ତା ପରେ ଆମର ଏହି ସବୁ କଥା ସୁଣି ସେ ସେଠୁ ପଳେଇ ଆସିଲେ ଆଉ ଆରକ୍ଷୀ ଅଧିକାରୀ ଙ୍କ ପାଖ ରେ ଅଭିଯୋଗ ଦେଲେ । ଏବେ ସେ ନ୍ୟାୟ ର ଅପେକ୍ଷାରେ ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ