ସ୍ତ୍ରୀ କରୁଥିଲା ପର-କ୍ରି-ୟା ପ୍ରୀତି ବିରୋଧ କରିବାରୁ ସ୍ୱାମୀର ହାତ କାମୁଡି ଚିଡେଇଦେଲା ସ୍ତ୍ରୀ …

husband

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତୁ ସ୍ୱାମୀ ହେଉ କିପରି ତୁ ତୋ ଭୂତ ଭଳିଆ ଦେଖା ଯାଉଛୁ । ତୁ ମୋର ଆଦୁ ବି ପସନ୍ଦ ନୁହେଁ । ତୁମ ମୋ ପାଖକୁ ଆସନି ତୁ ମତେ ଭୂତ ଭଳିଆ ଦେଖାଯାଉଛୁ । ହେଲେ ତୋ ସଡୁ କୁ ଦେଖ୍ ସେ କେତେ ହ୍ୟଣ୍ଡସପ ଦେଖାଯାଉଛି । ମୋର ତ ସଡୁ ଭଳିଆ ସ୍ୱାମୀ ଦରକାର ସ୍ୱାମୀ କୁ ପସନ୍ଦ କରୁନଥିବା ସ୍ତ୍ରୀ ଏବେ ସଡୁ ପ୍ରେମରେ ଉବୁଡୁବୁ ହେଉଥିବା ନେଇ ଅଭିଯୋଗ ଆଣିଛି ସ୍ୱାମୀ । କେବଳ ଏତିକି ନୁହେଁ ସ୍ତ୍ରୀ ର ପ-ର-କ୍ରିୟା ପ୍ରିତି କୁ ବିରୋଧ କରି ହଣା ଖାଇଛନ୍ତି ସ୍ୱାମୀ ।

ସ୍ୱାମୀ ହଣା ଖାଇବା ପରେ ସ୍ୱାମୀ କହୁଛି ମୋର ଆଉ ସ୍ତ୍ରୀ ଦରକାର ନାହିଁ । ମୋର ସେହିଭଳି ଚରିତ୍ର ହୀନ ସ୍ତ୍ରୀ ଠାରୁ ଦୂରେଇ ରହିବାର ଅଛି । ଦିନେ ସ୍ତ୍ରୀ ଦେଇଥିଲା ସ୍ୱାମୀକୁ ଧମକ । ଦେଖ ମୁଁ କେବଳ ତତେ ବାହା ହୋଇଛି ତା ମାନେ ନୁହେଁ ମୁଁ ତୋ ସହିତ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବି । ତୁ ଭୂତ ଭଳି ଦେଖାଯାଉଛି ତୋ ପାଖକୁ ଆସିବା ମତେ ମୋଟେ ବି ଭଲ ଲାଗୁ ନାହିଁ । ହେଲେ ତୋ ସ଼ଡୁ ମତେ ବହୁତ ଭଲ ଲାଗୁଛି । ତେବେ ତୁ ଆମ ବାଟରୁ ହଟିଯା ଆଉ ମୋର ଭିଣେଇ ସହିତ ମତେ ଛାଡି ଦେ ।

husband

ଯେଉଁ ସୁଖ ତୁ ମତେ ଦେଇ ପାରିନାହୁଁ ସେହି ସୁଖ ମତେ ମୋ ଭିଣେଇ ଦେବ । ମୋ ଭେଣେଇ ମତେ ଶାନ୍ତି କରେଇ ଦେବ । ମୋ ଭେଣେଇ ସହିତ ମୋର ସ-ମ୍ପ-ର୍କ ଅଛି । ଆଉ କହି ଦେଉଛି ଯଦି ତୁ ମତେ କିଛି କହିଲୁ ତା ପରେ ଚିହ୍ନିବୁ ମୁଁ କିଏ । ଯଦି ତୁ ଆମ ସମ୍ପର୍କରେ ଫାଟ ସୃଷ୍ଟି କରୁ କି ତୋ ପାଇଁ ମୋ ଭେଣେଇ ମୋ ଉପରେ ରାଗନ୍ତି ତତେ ସିଧା ହାଣି ଦେବି । ଦିନେ ଏମିତି କିଛି ଧମକ ଦେଇଥିଲେ ସ୍ତ୍ରୀ । ହେଲେ ସ୍ୱାମୀ ବା ଧମକକୁ ଡରି କିପରି ନିଜ ସ୍ତ୍ରୀକୁ ଛାଡି ଦେଇଥାନ୍ତା ।

ଆଉ କାହା ସାଥିରେ ସ-ମ୍ପ-ର୍କ ରଖିବାକୁ । ସ୍ତ୍ରୀ କହିଥିଲା ଯାହା ତାହା କରିକି ମଧ୍ୟ ଦେଖାଇଲା । ମାନେ ସ୍ତ୍ରୀ କହିଥିଲା ତାଙ୍କ ସମ୍ପର୍କ ଭିତରେ ସ୍ୱାମୀ ଆସିବ ଯଦି ତେବେ ସେ ହାଣି ଦେବ ବୋଲି । ଆଉ ସତକୁ ସତ ସେଇଆ ହିଁ କଲା । ସ୍ତ୍ରୀ ହାଣି ଦେଲା ସ୍ୱାମୀକୁ । କେବଳ ସ୍ୱାମୀକୁ ସ୍ତ୍ରୀ ହାଣି ଦେଇଛି ସେ କଥା ନୁହେଁ ସ୍ତ୍ରୀ ରାଗରେ ସ୍ୱାମୀକୁ କାମୁଡି ଦେଇଛି । ଆଉ ଏବେ ସ୍ୱାମୀ ଗଣମାଧ୍ୟମରେ ମୁହଁ ଖୋଲି କହିଛନ୍ତି ଯେ ମୋର ସେହିଭଳି ଚରିତ୍ର ହୀନା ସ୍ତ୍ରୀ ଦରକାର ନାହାଁନ୍ତି । ମୋର କେବଳ ମୋ ଝିଅ ଦରକାର ସେ ମୋ ଝିଅକୁ କେବଳ ଫେରେଇ ଦେଉ ଆଉ ମୁଁ ତାକୁ ମୋ ପାଖକୁ ଆଣିବାକୁ ଚାହୁଁଛି ।

କାରଣ ସ୍ୱାମୀ ଯେତେ ବେଳେ ସ୍ତ୍ରୀ ପାଖକୁ ଝିଅକୁ ଦେଖିବାକୁ ଜାଇଥିଲେ ସେତେ ବେଳେ ଶସୁର ଘର ଲୋକ ଗୋଡେଇ ଗୋଡେଇ ସ୍ୱାମୀ କୁ ହାଣି ଦେଇଛନ୍ତି । ତେବେ ଶସୁର ଏବଂ ସ୍ତ୍ରୀ ସ୍ୱାମୀ ଙ୍କୁ ଗୋଡେଇ ଗୋଡେଇ ହାଣିଥିବା ବେଳେ ସ୍ତ୍ରୀ ଦୌ଼ଡି ଆସି ସ୍ୱାମୀକୁ ଝୁଣି ପକେଇଲା । ଆଉ ସ୍ୱାମୀ ନିଜର ଜିବନ ବଞ୍ଚେଇବାକୁ ଜାଇ ହାଉଳୀ ଖାଇ ପ୍ରାଣ ବିକଳରେ ଦୈଡି ପଳେଇ ଆସିଥିଲେ । ତେବେ ବର୍ତମାନ ସମୟ ରେ ସ୍ୱାମୀ କହୁଛନ୍ତି ତାଙ୍କୁ ନ୍ୟାୟ ଦରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ