ସ୍ୱାମୀ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର ଦେଖିପାରିଲେନି ସ୍ତ୍ରୀ ,କାନ୍ଦି କାନ୍ଦି ହୋଇଗଲେ ବେହୋସ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଳିଗଲେ ପିଣ୍ଟୁ ନନ୍ଦ ହେଲେ ଦେଖି ପାରିଲେନି ସ୍ତ୍ରୀ ଏଇ ତମେ ଜଳି ଯାଉଛ ମୁଁ ତୁମକୁ ଦେଖି ପାରୁନି । ତମ ଦେହରେ ନିଆଁ ଲାଗିଛି ମୁଁ ସହି ପାରୁନି । ସେହି ଜୁଇ ର ନିଆଁ ରୁ ଉଠିଆସ ତୁମ ଦେହ କୁ ବହୁତ କଷ୍ଟ ହେଉଥିବ । ମୋ ପାଖକୁ ଫେରି ଆସ ମୁଁ ତମର କିଛି କ୍ଷେତି ହେବାକୁ ଦେବିନି ମୁଁ ତୁମର ସଂମ୍ପର୍ଣ୍ଣ ଯତ୍ନ ନେବି । ଏଇ ତୁମେ ଫେରି ଆସ ତୁମେ ଫେରି ଆସ । ଆଜି ଏମିତି କିଛି ଭାବନା କୁ ନେଇ ପିଣ୍ଟୁ ନନ୍ଦ ଙ୍କ ଜୁଇ ପାଖରେ ଭୋ ଭୋ ହୋଇ କାନ୍ଦୁଛନ୍ତି ତାଙ୍କ ସ୍ତ୍ରୀ ।

କାହାରି କଥାକୁ ବି ସେ ସୁଣିବାକୁ ନାରାଜ । କେବଳ ଗୋଟିଏ କଥା କହୁଛନ୍ତି ମତେ ଛାଡି ଯାଅନି ରେ ପିଣ୍ଟୁ । ମୁଁ ଏ ଦୁନିଆଁ ରେ ଏକା କେମିତି ରହିବି । ସାତ ଜନ୍ମ ପାଇଁ ଆମେ ସାଥି ହୋଇଥିଲେ ପରା । ଅଧା ରାସ୍ତା ରେ କେମିତି ମତେ ଛା଼ଡି ଚାଲି ଯାଉଛ । ଏହି ଦୃଶ୍ୟ ହେଉଛି ସ୍ୱର୍ଗ ଦ୍ୱାର ର ଯେତେ ବେଳେ ପିଣ୍ଟୁ ନନ୍ଦ ସ୍ମଶାନ ର ଜୁଇ ଉପରେ ପୋଡି ଯାଉଥିଲେ ଠିକ୍ ସେତିକି ବେଳେ ତାଙ୍କୁ ଦେଖି ପାରୁ ନଥିଲେ ତାଙ୍କ ସ୍ତ୍ରୀ ।

Pintu w

ଆଖିକୁ ବନ୍ଦ କରି ଭଗବାନ ଙ୍କ ପାଖରେ କେବଳ ତାଙ୍କୁ ଫେରି ଆସିବା ପାଇଁ ଭଗବାନ ଙ୍କ ପାଖରେ ଗୁହାରୀ କରୁଥିଲେ । କେମିତି ବା ସେ ନିଜ ସ୍ୱାମୀ ଙ୍କର ଜୁଇ କୁ ଦେଖି ପାରିବେ । କେହି କଣ ନିଜର ଅଧା ଅଙ୍ଗକୁ ଛାଡି ରହିପାରେ । କେହି କଣ ନିଜର ହୃଦୟର ରତ୍ନ କୁ ପର କରି ଦେଇ ପାରେ। ଠିକ୍ ସେମିତି ପିଣ୍ଟୁ ନନ୍ଦ ତାଙ୍କ ପାଇଁ ଥିଲେ ରତ୍ନ ଠାରୁ ବି ଅଧିକ ।

କେମିତି ବା ସେ ତାଙ୍କ ଠାରୁ ଦୂରେଇ ଦେଇ ପାରିବେ ସେହିଥି ପାଇଁ ତ ଜୁଇ ରୁ ଜିବନ ଫେରେଇ ଆଣିବା ପାଇଁ ଭଗବାନ ଙ୍କ ପାଖରେ ହାତ ଯୋଡୁଥିଲେ । ତେବେ ସ୍ୱର୍ହ ଦ୍ୱାର ରେ ପଞ୍ଚଭୂତ ରେ ଲୀନ ହୋଇଛନ୍ତି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଗତ ବୁଧବାର ରାତି ପ୍ରାୟ 11.30 ରେ ତାଙ୍କର ଲିଭର ସିରୋସିସ୍ ରୋଗ ପାଇଁ ତାଙ୍କର ମୃ-ତ୍ୟୁ ଘଟିଥିଲା । ଗତ କାଲି ଓଡିଶା ରେ ପହଁଚିବା ପରେ ଶୁକ୍ରବାର ଦିନ ତାଙ୍କୁ ପୁରୀ ସ୍ୱର୍ଗ ଦ୍ୱାରରେ ଅନ୍ତମ ସତ୍କାର କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ