ପ୍ରେମି ଯୁଗଳଙ୍କୁ ଧରିନେଲେ ଗାଁ ଲୋକ । କରିଦେଲେ କିଛି ଏମିତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରେମ କେତେ ବେଳେ ମିଠାତ ଆଉ କେତେ ବେଳେ ଖଟା ଆଉ କେତେ ବେଳେ ଏହା ସଜା ବି ବନିଯାଏ ହଁ ବନ୍ଧୁଗଣ । ପ୍ରେମର ଚୋରା ପୀରତି ଯେ ସବୁ ବେଳେ ମିଠା ଅନୁଭୂତି ଦିଏ ତାହା ନୁହେଁ । ଧରା ପଡିଗଲେ ମିଠା ଠାରୁ ବି ଜବର୍ଦୋସ୍ତ ସଜା ମିଳେ । ହଁ ବନ୍ଧୁଗଣ ଦେଖୁ ନାହାଁନ୍ତି କେମିତି ଚୋରା ପୀରତି ସମୟ ରେ ମଗ୍ନ ଥିବା ଦୁଇ ନାବାଳିକା ପ୍ରେମି ଯୁଗଳ ଙ୍କୁ ଅସଞତ ଅବସ୍ଥାରେ ଗ୍ରାମ ବାସୀ ମାନେ ଧରି ସଜା ଦେଉଛନ୍ତି ।

ତେବେ ପ୍ରେମିକା ଙ୍କୁ ଭେଟିବାକୁ ଆସିଥିଲେ ଲୁଚି କରି ପ୍ରେମିକ ହେଲେ ବିବାହ କରି ସାଙ୍ଗରେ ନେଇକି ଯିବାକୁ ପଡିଲା ଘରକୁ । ତେବେ ପ୍ରେମିକା କୁ ଯଦି କାହା ସହ ଥରେ ପ୍ରେମ ହୋଇଥାଏ ତେବେ ସେ ଯେତେ ଦୂରରେ ଥାଉ ନାଁ କାହିଁକି ପ୍ରେମିକ ପ୍ରେମିକା ପାଇଁ ବାଟ କମ୍ କରିଥାଏ । ପ୍ରଥମେ ପ୍ରଥମେ ପ୍ରେମ ବେଳେ ଯଦି ଚୋରା ପୀରତି ନାହିଁ ତେବେ ମଜା ବା କେମିତି ।

love 1

ତେବେ ପ୍ରେମ ନାଁ ବୟସ ଦେଖେ ନାଁ ଜାତୀ ବାସ୍ କେବଳ ଗୋଟିଏ ଭୂତ ମୁଣ୍ଡରେ ସବାର ହୋଇଥାଏ । ଭଲ ପାଉଥିବା ଲୋକ ଦରକାର ତେବେ ସେମିତି ଏକ ଘଟଣା ଏବେ ସାମ୍ନା କୁ ଆସିଛି ହରି ସିନ୍ଧି ଥାନା ଅନ୍ତର୍ଗତ ମିଶ୍ରିତୋଲା ଗ୍ରାମରେ ଏହି ଗ୍ରାମରେ ନାବାଳିକା ସଞୁ ଙ୍କ ସହିତ ହରିଶ୍ରିଦ୍ଧି ଥାନା ଅନ୍ଚର୍ଗତ ଅଞ୍ଚଳ ର ଅନ୍ୟ ଏକ ଗ୍ରାମର ନାବାଳକ ପବନ ର ଦୁଇ ବର୍ଷରୁ ଉର୍ଦ୍ଧ ହେବ ପ୍ରେମ ସଂ-ମ୍ପର୍କ ରହିଥିଲା ।

ତେବେ ଗତ କାଲି ପ୍ରେମିକ ପବନ ପ୍ରେମିକା ସଞୁ ସହିତ ଦେଖା କରିବାକୁ ଆସିଥିବା ବେଳେ ଗ୍ରାମ ବାସୀ ଲୋକ ମାନଙ୍କ ସାମ୍ନାରେ ଧରା ପଡିଜାଇଥିଲେ । ଏବଂ ପରେ ପଞ୍ଚାୟତ ଅଧିକାରୀ ଙ୍କ ଉପସ୍ଥିତିରେ ଗୋଟେ ମନ୍ଦିର ରେ ଦୁହିଁଙ୍କ ବିବାହ କରିଦେଇଥିଲେ । ଏହି ଦୁଇ ନାବାଳିକା ପ୍ରେମି ଯୁଗଳ ଙ୍କ ବିବାହ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *