ବାପଘର ଭିଡିଓ ହେଲାଣି ଭାଇରାଲ । କଣ କରୁଛନ୍ତି ବର୍ଷା

barsha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ କୁଇନ ଅନୁଭବ ଙ୍କ ଘର ଛାଡିବା ପରେ ବର୍ତମାନ ସମୟ ରେ କେମିତି ଚଳୁଛନ୍ତି ଆଉ କଣ କରୁଛନ୍ତି ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବିଷୟ ରେ ସଂମ୍ପର୍ଣ୍ଣ ସୂଚନା ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ ବିଗତ କିଛି ଦିନ ହେଲା ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ମହାନ୍ତି ଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ନିକଟ ଅତିତ ରେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ଅନୁଭବ ମହାନ୍ତି ଙ୍କ ଘର ଛାଡିଥିବାର ନିଶ୍ଚିତ ଭାବେ ଆପଣ ମାନେ ଜାଣିଥିବେ ।

ତେବେ ବନ୍ଧୁଗଣ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ବର୍ତମାନ ସମୟ ରେ ନିଜର ବାପ ଘରେ ରହୁଛନ୍ତି । ତେବେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ଙ୍କର ଏମିତି ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଜାହାକୁ ଦେଖିବା ପରେ ସମସ୍ତେ ଚକିତ ହୋଇଛନ୍ତି । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ବର୍ଷା ଙ୍କୁ ନେଇ ।

barsha

ତେବେ ଜାହାକୁ ଦର୍ଶକ ମାନେ ଦେଖିବା ପରେ ବହୁତ ଖୁସୀ ରହିଛନ୍ତି । ତେବେ ଅନୁଭବ ଙ୍କ ଘର ଛାଡିବା ପରେ ନିଜର ବାପ ଘରେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ବହୁତ ଖୁସୀରେ ରହିଛନ୍ତି । ବର୍ଷା ପ୍ରିୟଦର୍ଶନୀ ନିଜର ବାପ ଘରେ ଭଉଣୀ ମାନଙ୍କ ସହିତ ମଜା ମସ୍ତି କରୁଥିବାର ଅନେକ ଭିଡିଓ ମାନଙ୍କରେ ଦେଖିବା ପାଇଁ ମିଳିଛି ।

ତେବେ ବର୍ତମାନ ସମୟ ରେ ଆପଣ ମାନେ ଯେଉଁ ଭିଡ଼ିଓ ଦେଖୁଛନ୍ତି ସେହିଥିରେ ବର୍ଷା ପ୍ରିୟଦର୍ଶନୀ ନିଜର ଭଉଣୀ ଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ବି ଥରେ ଏହି ଭିଡ଼ିଓ କୁ ନିଶ୍ଚିତ ଭାବେ ଦେଖନ୍ତୁ ଏବଂ ଆପଣ ମାନଙ୍କୁ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *