ଗଣିତ ପ୍ରଫେସର ଙ୍କ ସେ-*କ୍ସ ଶିକ୍ଷା ଛାତ୍ରୀଙ୍କ ଅଭିଯୋଗ ପରେ ହେଲା ତନାଘନା ।

teacher

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗଣିତ ପ୍ରଫେସର ଙ୍କ ସେ-କ୍ସ ରା-କେର୍ଟ କାରନାମାର ଛାତ୍ରୀ ଙ୍କ ଅଭିଯୋଗ ପରେ ପରେ ହୋଇଛି ବଡ ଖୁଲାସା ଉତ୍ତର ପ୍ରଦେଶ ପଲିଭିତ୍ତ ରୁ ଏମିତି ଗୋଟିଏ ଘଟଣା ଦେଖିବାକୁ ମିଳିଛି ଗଣିତ ପଢାଉଥିବା ଜଣେ ପ୍ରଫେସର ଙ୍କ ନାମରେ ସେ-କ୍ସ ରା-କେର୍ଟ ଚଳାଉଥିବାର ଅଭିଯୋଗ ଆସିଛି ।

ଛାତ୍ରୀ ଙ୍କ ଅଭିଯୋଗ କର୍ମେ ପୋଲିସ ପ୍ରଫେସର ଙ୍କ ନାମରେ ମାମଲା ରୁଜୁ କରି ଇନଭେଷ୍ଟିକେସନ କରିବା ଆରମ୍ଭ କରିଦେଇଛି । ତେବେ ଏଠାରେ ଛାତ୍ରୀ ଙ୍କ କହିବା ଅନୁସାରେ ପ୍ରଫେସର ଙ୍କ ବ୍ୟତିତ କଲେଜ ର କିଛି ଷ୍ଟାପ୍ ମାନେ ଏବଂ କିଛି ଅନ୍ୟ ଛାତ୍ର ମାନେ ମଧ୍ୟ ସାମିଲ ରହିଛନ୍ତି । ଛାତ୍ରୀଙ୍କ ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନିଶା ଯୁକ୍ତ ପାନିୟ ପିଇବା ପାଇଁ ମଧ୍ୟ ବାଧ୍ୟ କରାଜାଉଛି ।

teacher

ଆଉ ଏହା ପରେ ତାଙ୍କ ସହିତ ସ-ମ୍ବ-ନ୍ଧ ବନେଇବା ପାଇଁ ମାନଶୀକ ଭାବେ ଚାପ ପଡୁଛି । ପ୍ରଫେସର ଙ୍କ ସହିତ ଯୋଡିତ ରହିଥିବା କିଛି ଛାତ୍ର ଙ୍କ ନାମ ମଧ୍ୟ ଜଣା ପଡିଛି । ପ୍ରଫେସର ଛାତ୍ରୀ ଙ୍କୁ ଅ-ଶ୍ଲୀ-ଳ ବହି ଦେଉଥିବା ବେଳେ ସେ-କ୍ସ ଇଙ୍ଗିତ କରି ଅ-ଶ୍ଳୀ-ଳତା କରିବାକୁ ବାଧ୍ୟ କରୁଛନ୍ତି ବୋଲି ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ।

ସେହିପରି ସମୃକ୍ତ ଛାତ୍ରୀ ଙ୍କର ଏହି ଅଭିଯୋଗ କର୍ମେ ପୋଲିସ ମାମଲା ରୁଜୁ କରି ବର୍ତମାନ ସମୟ ରେ ତନାଘନା ଆରମ୍ଭ କରିଦେଇଛି । ଏବଂ ପ୍ରଫେସର ବର୍ତମାନ ସମୟ ରେ ଫେରାର ରହିଥିବାରୁ ଏବେ ପୋଲିସ ଜାଞ୍ଚ ଆରମ୍ଭ କରି ଦେଇଛି । ତେବେ ଏହାକୁ ନେଇ ଆପଣ ମାଙ୍କର ମତାମତ କଣ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ