ଘରେ ସ୍ତ୍ରୀ ଥାଇ ଶିକ୍ଷକ ରାତି ଅଧାରେ ଛାତ୍ରୀ ଙ୍କ ସହ ରାସଲୀଳା – Viral call Recording ….

call Recording

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଶିକ୍ଷକ ଓ ଛାତ୍ରୀ ଙ୍କ କଲ ରେକଡିଂ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ବର୍ତମାନ ସମୟ ରେ ଭଇରଲ ହେଉଥିବା ଓଡିଅ ରେ ଜଣା ପଡିଛି ଯେ ଶିକ୍ଷକ ଜଣଙ୍କ ପ୍ରଥମେ ଛାତ୍ରୀ ଙ୍କୁ କଲ କରିଥିଲେ । ଏହା ପରେ ଚାତ୍ରୀ ତାଙ୍କୁ କହିଥିଲେ ଆପଣ କିଏ କହୁଛନ୍ତି ଏହା ପରେ ଶିକ୍ଷକ କହୁଥିଲେ କି ମୁଁ ବିକାଶ ସାର ଏହା ପରେ ଛାତ୍ରୀ କହିଥିଲେ ସାର କୁହନ୍ତୁ କଣ ପାଇଁ ଫୋନ କରିଥିଲେ ।

ଶିକ୍ଷକ କହିଥିଲେ ଆଜି କାଲି ତୁମେ ୱାଟସପ ରେ ଅନଲାଇନ ଆସୁନ । ମୁଁ ଗ୍ରୁପ୍ ରେ କିଛି ନୋଟ ପଠେଇ ଥିଲି ହେଲେ ତୁମେ ଦେଖିନ କଣ କିଛି ଅସୁବିଧା ହୋଇଜାଇଛି କି । ତେବେ ଛାତ୍ରୀ କହିଲେ କି ମୁଁ ବ୍ୟସ୍ତ ଥିଲି ସେହିଥି ପାଇଁ ଦେଖି ନାହିଁ । ହେଲେ ସାର ମୋର ଏହି ନମ୍ବର ଆପଣଙ୍କୁ କିଏ ଦେଲା ସାର କହିଲେ ମୁଁ ରୁଚି ଠାରୁ ଏହି ନମ୍ବର ଆଣିଲି । ଛାତ୍ରୀ କହିଲେ କି ମୋ ନମ୍ବର କୁ ବହୁତ ଫୋନ ଆସେ ସେହିଥି ପାଇଁ ମୁଁ ଫୋନ ବନ୍ଦ ରଖେ ।

ଏହା ପରେ ସାର ପଚାରିଲେ ଆଉ ସବୁ ଠିକ୍ ଠାକ୍ ଚାଲିଛି ତ । ଛାତ୍ରୀ ଜଣକ କହିଲେ ହଁ ସାର୍ ମୋର ସବୁ ଭଲ ଚାଲିଛି ଆଉ ଆପଣ କେମିତି ଅଛନ୍ତି । ଏହାପରେ ସାର୍ କହିଲେ ଏବେ ଯାଏ ଭଲ ଅଛି । ଏହାପରେ ଶିକ୍ଷକ ସେହି ଛାତ୍ରୀ ଙ୍କୁ କହିଛନ୍ତି । ତମେ ମତେ ସାର୍ ନ କହି ବିକାଶ କହି ପାରିବ । ସ୍କୁଲ ରେ ତମେ ମୋ ଛାତ୍ର କିନ୍ତୁ ଏଠି ତମେ ମୋର ଜଣେ ସାଙ୍ଗ ଭଳି ।

ଏହା ପରେ ପରେ ଶିକ୍ଷକ କହିଛନ୍ତି ଯେ ତମ ଭୟେସ୍ ବହୁତ ସୁନ୍ଦର ମୁଁ ଯେବେଠୁ ସ୍କୁଲ ଆସିଛି ତମେ ମତେ ବହୁତ ଭଲ ଲାଗିଛ । ତମ ସହିତ କଥା ହେବାକୁ ଚାହୁଁଥିଲି ଏହା ପରେ ସାର ଜଣଙ୍କ କହିଛନ୍ତି ତୁମେ କୁହ ମତେ ପସନ୍ଦ କର କି ନାହିଁ । ହେଲେ ମୁଁ ବହୁତ ପସନ୍ଦ କରେ ବହୁତ ଭଲ ମଧ୍ୟ ପାଏ । ଛାତ୍ରୀ କହୁଛନ୍ତି ସାର ଏ କେମିତି କଥା କହୁଛନ୍ତି ।

ତେବେ ସାର କହୁଛନ୍ତି ଯେ ମୋ ମନରେ ଜାହା ଥିଲା ମୁଁ କହିଦେଲି ଛାତ୍ରୀ କହୁଛନ୍ତି ଆପଣ ବିବାହିତ ହୋଇ ଏମିତି କେମିତି କଥା କହୁଛନ୍ତି ଆପଣ ଭଲ ପାଠ ପଢାନ୍ତି । ମୁଁ ସବୁ ବେଳେ ଶିକ୍ଷକ ରୂପେ ଭାବେ ଦୟାକରି ତତେ ନେଇ ଏମିତି କିଛି ବି କଥା ଭାବନ୍ତୁ ନାହିଁ । ଶେଷରେ ଶିକ୍ଷକ କହୁଛନ୍ତି ସ୍ୱାତି ମୁଁ ତତେ ବହୁତ ଭଲ ପାଏ ତୁ ଥରେ କହିଦେ ମୁଁ ତମେ ସବୁ କିଛି ଦେଇ ଦେବି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ