ମାର୍କସିଟ ଦେବାରେ ବିଳମ୍ବ ହେବାରୁ ପ୍ରିନ୍ସପାଲଙ୍କ ଦେହରେ ନିଆଁ ଲଗାଇଦେଲା ଛାତ୍ର

େ୍ିେ୍ି୍େ (1)

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରିନ୍ସପାଲଙ୍କ ଦେହରେ ନିଆଁ ଲଗାଇଦେଲା ଛାତ୍ର । ମାର୍କ ସିଟ୍ ଦେବାରେ ବିଳମ୍ବ ହେବାରୁ ଛାତ୍ର ଙ୍କ ଏହି ଭଳି କାଣ୍ଡ । 90 ପ୍ରତିଶତ ଜଳିଗଲେ ମହିଳା ପ୍ରିନ୍ସପାଲ । ସାମାନ୍ୟ କଥା ପାଇଁ ସୀମା ଟପି ଗଲା ଛାତ୍ର । ମାର୍କ ସିଟ୍ ଦେବାରେ ବିଳମ୍ବ ହେବାରୁ ମହିଳା ପ୍ରିନ୍ସପାଲ ଦେହ ରେ ନିଆଁ ଲଗେଇ ଦେଲା ଛାତ୍ର ଆଉ ସମସ୍ତ ଙ୍କ ସାମ୍ନାରେ ହୁଁ ହୁଁ ହୋଇ ଜଳିଗଲେ ମହିଳା ପ୍ରିନ୍ସପାଲ ।

ଘଟଣା ଟି ହେଲା ମଧ୍ୟ ପ୍ରଦେଶ ର ଇନ୍ଦର ରେ ଥିବା BM କଲେଜ୍ ର ମହିଳା ପ୍ରିନ୍ସପାଲ ଙ୍କ ଦେହ ରେ ପଟ୍ରୋଲ ଢାଳି ନିଆଁ ଲଗେଇ ଦେଇଛି ଜଣେ ପୂର୍ବତନ ଛାତ୍ର । ଏମିଚି କାଣ୍ଡ କରିଛି ଯେ ଆପଣ ମାନେ ଦେଖିଲେ ବି ଆପଣ ମାନଙ୍କ ରକ୍ତ ବି ଗରମ ହୋଇଯିବ । ସାମାନ୍ୟ ମାର୍କ ସିଟ୍ ମିଳିବାରେ ବିଳମ୍ବ ହେବାରୁ ଏମିତି କାଣ୍ଡ କରିଛି ଆସୁତୋଷ ଶ୍ରୀ ବାସ୍ତବ BM କଲେଜ୍ ର ମହିଳା ପ୍ରିନ୍ସପାଲ ବିମୁକ୍ତା ଶର୍ମା ଙ୍କ ଦେହ 90 ପ୍ରତିଶତ ଜଳି ଜାଇଥିବା ବେଳେ ବର୍ତମାନ ସମୟ ରେ ବି କଥା କହିବା ସ୍ଥିତି ରେ ନାହାଁନ୍ତି ବୋଲି କହିଛନ୍ତି ପୋଲିସ ଅଦକ୍ଷ୍ୟ ଭାଗବତ ସିହଂ ବିର୍ଜେ ।

Principal

ନିଆଁ ଲାଗି ଯିବା ପରେ ମହିଳା ପ୍ରିନ୍ସପାଲ ବିଲ୍ଡିଂ ଆଡକୁ ଦୈଡୁଥିଲେ । ଏହି ସମୟ ରେ କର୍ମଚାରୀ ମାନେ ଏହାକୁ ଆୟୋତ କରି ଡାକ୍ତର ଖାନା କୁ ଆଣିଛନ୍ତି । ପଚରା ଉଚୁରା ପରେ ନିଜେ ଆସୁତୋସ ନିଜର ଅପରାଧ ଶୀକ୍ୱାର କରିଛି । ତେବେ ଏଠାରେ ଆସୁତୋସ ଙ୍କ କହିବା ଅନୁସାରେ ସେ ସପ୍ତମ ଏବଂ ଅଷ୍ଟମ ସେମିଷ୍ଟାର ପରିକ୍ଷା ଦେଇ ଥିବା ବେଳେ ଗତ ବର୍ଷ ଜୁଲାଇ ରେ ସେହି ସବୁ ର ରେଜଲ୍ଟ ଆସିଥିବା ବେଳେ ବାରମ୍ବାର ମାଗିବା ସ୍ୱତେ କଲେଜ୍ ପ୍ରିନ୍ସପାଲ ତାଙ୍କୁ ଏହି ମାର୍କ ସିଟ୍ ଦେଇ ନଥିଲେ ।

ଏହି କାରଣରୁ ସେ ରାଗି ଜାଇ ଥିଲା ଏବଂ ମହିଳା ପ୍ରିନ୍ସପାଲ ଘରକୁ ଫେରିବା ବାଟରେ ତାଙ୍କୁ ଆକ୍ରମଣ କରିଥିଲା ଆସୁତୋଷ ତେବେ ଏହା ପୂର୍ବରୁ ବି ମହିଳା ପ୍ରିନ୍ସପାଲ ଙ୍କୁ ହଇରାଣ କରିଥିବା ନେଇ ପୋଲିସ ଆଗରେ ଶୀକ୍ୱାର କରିଛି ଆସୁତୋଷ । ଏହି ଅଭିଯୋଗ କୁ ବିତ୍ତି କରି ପୋଲିସ ଅଭିଯୁକ୍ତ ଙ୍କୁ ଗିରୋଫ କରିବା ସହିତ ଏହାକୁ ନେଇ ତଦନ୍ତ ଏବେ ଆରମ୍ଭ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ