ଏହି ପ୍ରସିଦ୍ଧ ହାସ୍ୟ ଅଭିନେତାଙ୍କ ପୁଅ ବହୁତ ବଡ଼ ହୋଇଯାଇଛନ୍ତି । ନାମ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ।

Spread the love

ବଲିଉଡର ହାସ୍ୟ ଅଭିନେତା ଲକ୍ଷ୍ମୀକାନ୍ତଙ୍କ ବିଷୟରେ ଆପଣମାନେ ଜାଣନ୍ତି । ସେ ଜଣେ ପ୍ରସିଦ୍ଧ କଳାକାର ଥିଲେ । ଲକ୍ଷ୍ମୀକାନ୍ତ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ କାମ କରିସାରିଛନ୍ତି । ଲକ୍ଷ୍ମୀକାନ୍ତଙ୍କୁ ମରାଠୀ ସିନେମାର କମେଡି କିଙ୍ଗ ରୂପରେ ଲୋକେ ଜାଣନ୍ତି । ଲକ୍ଷ୍ମୀକାନ୍ତଙ୍କ ଜନ୍ମ ୩ ନଭେମ୍ବର ୧୯୫୪ରେ ମୁମ୍ବାଇରେ ହୋଇଥିଲା । ଲକ୍ଷ୍ମୀକାନ୍ତ ଅଭିନୟରେ ରୁଚି ରଖୁଥିଲେ । ସେ ଷ୍ଟେଜରେ ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିଲେ ଏବଂ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିଣି ନେଉଥିଲେ ।

ଲକ୍ଷ୍ମୀକାନ୍ତଙ୍କୁ ନିଜର ଅଭିନୟ ନିମନ୍ତେ ଇଣ୍ଟର କଲେଜ ପୁରସ୍କାର ମଧ୍ୟ ମିଳିଛି । ଏହି ଅଭିନେତା କିଡ୍ନୀ ଖରାପ ହେବା କାରଣରୁ ୧୬ ଡିସେମ୍ବର ୨୦୦୪ରେ ମୃତ୍ୟୁବରଣ କରିଥିଲେ । ଲକ୍ଷ୍ମୀକାନ୍ତ ଅଭିନେତା ଅଶୋକ ସରିଫଙ୍କ ସହ ମରାଠୀ କମେଡି ସିନେମାରେ ଅଭିନୟ କରିଥିଲେ । ସେ ନିଜ କ୍ୟାରିୟର ସର୍ବପ୍ରଥମେ ମରାଠୀ କ୍ରିକେଟ ସଂଘ ସହ ଆରମ୍ଭ କରିଥିଲେ । ସେ ମରାଠୀ ଷ୍ଟେଜ ନାଟକ ଯାହା “ପୁରୁଷୋତ୍ତମ ବଡ଼ଦେଙ୍କ” ଥିଲା ତାହାକୁ ନିଜ ଅଭିନୟ ମାଧ୍ୟମରେ ୧୯୮୩-୮୪ରେ ହିଟ କରିଦେଇଥିଲେ ଏବଂ ତାଙ୍କୁ ଏହିଥିପାଇଁ ବହୁତ ପ୍ରଶଂସା ମଧ୍ୟ ମିଳିଥିଲା । ଲକ୍ଷ୍ମୀକାନ୍ତଙ୍କୁ ପ୍ରଥମ ଫିଲ୍ମ “ଲେକ ଚାଲଲୀ ସାସରଲା” ମରାଠୀ ଫିଲ୍ମ ଥିଲା ।

ଯେତେବେଳେ ସେ ଜୀବନର ଅନ୍ତିମ ପର୍ଯ୍ୟାୟରେ ଥିଲେ ନିଜ ପୁଅ ନାମରେ ନିଜର ପ୍ରଡକ୍ସନ ହାଉସର ନାମ ରଖିଥିଲେ “ଅଭୟ କଳା”‘ । ସେ ଅଭିନେତା ସହ ବେତ୍ରିଲୋକବିଇଷ୍ଟ ଏବଂ ଗୀଟାର ବାଦକ ଥିଲେ । ଲକ୍ଷ୍ମୀକାନ୍ତଙ୍କ ପୁଅ ଏବଂ ଝିଅ ମଧ୍ୟ ଅଛନ୍ତି । ଲକ୍ଷ୍ମୀକାନ୍ତଙ୍କ ପୁଅର ନାମ ଅଭିନୟ ବଦଦେ ଅଟେ ଏବଂ ତାଙ୍କର ନିକ୍ ନେମ୍ ହେଉଛି ଅଭି, ବିରଡ଼ା ବଡେ । ଅଭିଙ୍କ ଜନ୍ମ ୩ ନଭେମ୍ବର ୧୯୯୭ରେ ହୋଇଥିଲା । ସେ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି । ନିଜ ମାଆଙ୍କୁ ନିଜର ବଳ ମାନନ୍ତି । ସେ ଜଣେ ସୁନ୍ଦର କଳାକାର ଅଟନ୍ତି । ସେ ମରାଠୀ ଫିଲ୍ମରୁ ନିଜର ନାମ ଅର୍ଜନ କରିଛନ୍ତି ।

ଅଭି ଫିଲ୍ମ ମାଧ୍ୟମରେ ଅନେକ ଆୱାର୍ଡ ଜିଣିଛନ୍ତି । ଅଭିଙ୍କ ଫିଲ୍ମର ନାମ “ତୋ ସନ୍ଧ୍ୟା କାୟ କରତେ” । ଅଭି ମରାଠୀ ଫିଲ୍ମର ସବୁଠୁ ସୁନ୍ଦର ଅଭିନେତା ଅଟନ୍ତି । ତାଙ୍କର ଫିଲ୍ମ କାରଣରୁ ସେ ବହୁତ ପ୍ରସିଦ୍ଧ ହୋଇଯାଇଛନ୍ତି । ଅଭିଙ୍କ ଫିଲ୍ମ ବକ୍ସ ଅଫିସରେ ବହୁତ ଧମାଲ କରିଛି ।

ଅନୁଛେଦଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ଆମକୁ ଜାଣନ୍ତୁ । ଧନ୍ୟବାଦ !