ଯେତେବେଳେ ଧରା ପଡ଼ିଥିଲେ ବେଵୋ ଏହିପରି ଲଜ୍ଜାଜନକ ଅବସ୍ଥାରେ ! ଫୋଟଟିକୁ Zoom କରି ଦେଖିବେ ତେବେ ବୁଝି ପାରିବେ ଘଟଣା ।

Spread the love

ବଲିଉଡର ବେଵୋ ଅର୍ଥାତ କରିନା କପୁରଙ୍କ ବିଷୟରେ ସମସ୍ତେ ଜାଣନ୍ତି । କରିନା ବିବାହିତ କିନ୍ତୁ ଆଜି ମଧ୍ୟ କରିନାଙ୍କ ଫେସନ ଷ୍ଟାଇଲ ବିଷୟରେ କୁହାଯାଏ ତ, ତେବେ କରିନାଙ୍କ ତୁଳନାରେ ଅନ୍ୟ ଅଭିନେତ୍ରୀ ମାନେ ଫିକା ପଡିଯିବେ । ସେ ସର୍ବଦା ନିଜର ନୂତନ ଲୁକ ଏବଂ ଅନ୍ଦାଜ କାରଣରୁ ଜଣାଶୁଣା ଅଟନ୍ତି । ଆଜି ଆମେ ଯେଉଁ ଖବର ବିଷୟରେ ଆମେ ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ; ତାହା ମଧ୍ୟ କରିନାଙ୍କ ଫେସନ ସହ ଜଡିତ । କିନ୍ତୁ ଆଜି କରିନା କପୁରଙ୍କ ବିଷୟରେ ଯେଉଁ ଖବର ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ, ଯାହା କରିନାଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିବ ନାହିଁ । କାରଣ ଆଜିର ଘଟଣା ଟିକେ ଓଲଟା ଅଟେ ।

ପ୍ରସିଦ୍ଧ ଅଭିନେତ୍ରୀ କରିନା କପୁର ଏହି ଅଭିଯୋଗ ଲାଗିଛି ଯେ, କରିନା ପ୍ରସିଦ୍ଧ ସିଙ୍ଗର ଡେମୀ ଲୋବାଟୋଙ୍କ ଡ୍ରେସ ଡିଜାଇନ ଚୋରି କରିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ, ନିକଟରେ କରିନା ଯେଉଁ ଡ୍ରେସ ପିନ୍ଧିଥିଲେ ତାହା ଚୋରି କରାଯାଇଛି ବୋଲି କୁହାଯାଇଛି । କୁହାଯାଇଛି କରିନା, ଏହି ଡ୍ରେସର ଡିଜାଇନ ଚୋରି କରିଛନ୍ତି । କରିନା ନିଜ ନଣଦଙ୍କ ବହି ଲୋକାର୍ପଣ କରିଛନ୍ତି; ସେହି ମୁହୂର୍ତ୍ତରେ ଲାଲ ରଙ୍ଗର ଡ୍ରେସ ପିନ୍ଧିଥିଲେ । ଏହି ଡ୍ରେସକୁ ନେଇ ଲୋକେ କମେଣ୍ଟ କରିବା ଆରମ୍ଭ କରିଛନ୍ତି ।

ବହୁତ ଲୋକ କରିନାଙ୍କ ଡ୍ରେସିଙ୍ଗ ସେନ୍ସକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । କିଛି ଲୋକ କହିଛନ୍ତି କରିନାଙ୍କ ଏହା ଡ୍ରେସ ଡିଜାଇନ ଅଟେ । ଏହା ବ୍ୟତୀତ କିଛି ଲୋକ ଏହି ଡ୍ରେସର ଦାମ ଜାଣିବା ପାଇଁ ଉଛୁକ ଅଟନ୍ତି । ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ, ଏହି ଡ୍ରେସର ଦାମ ୫ ଲକ୍ଷ ୫୦ ହଜାର ଅଟେ । ସାଧାରଣ ଲୋକେ ଏହି ଡ୍ରେସ ଡିଯାଇନର କପି କରି ପିନ୍ଧିବେ କିନ୍ତୁ ସେମାନଙ୍କ ବିଷୟରେ କେହି କହିବେ ନାହିଁ ।

କରିନା କପୁର ଜଣେ ସେଲିବ୍ରେଟି ଅଟନ୍ତି ଏବଂ ସେ ଏହିପରି କିଛି କରିଲେ ଲୋକେ ପ୍ରଶ୍ନ ପଚାରିବା ସ୍ୱାଭାବିକ ଅଟେ । ଯେତେବେଳେ କୌଣସି ସେଲିବ୍ରେଟି କୌଣସି ନିର୍ଦ୍ଧିଷ୍ଟ ସ୍ଥାନକୁ ଯାଇଥାନ୍ତି; ତେବେ ସବୁ ବିଷୟର ଧ୍ୟାନ ରଖିବା ପଡିଥାଏ । କାରଣ ଏହି ପରିସ୍ଥିତିରେ ମିଡ଼ିଆର ନଜର ପ୍ରଖର ରହିଥାଏ ।

ଏଥିପାଇଁ ଆମେ କହିବା ପାଇଁ ଚାହୁଁଛୁ; ଏହି ପରିସ୍ଥିତିରେ କରିନା ବାସ୍ତବରେ ଏହି ଡ୍ରେସ ପିନ୍ଧିବା ବଡ଼ ଭୁଲ ଥିଲା । ବର୍ତ୍ତମାନ ଏହି ଭୁଲକୁ ସୁଧାରି ହେବ ନାହିଁ କିନ୍ତୁ ଏହି ବିଷୟରେ ଆଗକୁ ଧ୍ୟାନ ରଖିବା ଉଚିତ୍ ।