ସରିଲା ରିମାଣ୍ଡ, ଫସର ଫାଟିଗଲା ଇଡିର ଯୋଜାନା ! ଏହି ସବୁ ନେତା ଯିବେ ଏବେ ଜେଲ

ED

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରିଲା ଅର୍ଚ୍ଚନା ଙ୍କ ରିମାଣ୍ଡ 30 ମିନିଟ ମାଗିଥିଲେ ହେଲେ ସାତ ଦିନରେ କହିଲେନି ସତ । ବଡ ଗୁମର ଖୋଲିବ ବୋଲି କୁହାଯାଉଥିଲା ହେଲେ ଚାପି ହୋଇଗଲା । ଫସର ଫାଟିଗଲା ଇଡି ର ସବୁ ଯୋଜନା । ଅର୍ଚ୍ଚନା ଙ୍କ ମୁହଁ କୁ ଚାପି ଦେଲେ ନେତା ମନ୍ତ୍ରୀ । ଅର୍ଚ୍ଚନା ନାଗ ଙ୍କୁ ନେଇ ରାଜ୍ୟ ରଜନୀତିରେ ଜୋର ଧରିଥିଲା । ଜଣେ ମଧ୍ୟମା ପରିବାର ର ମହିଳା ହୋଇ କେଉଁଠୁ ଏତେ ଟଙ୍କା ଆଣିଲେ ତାହାକୁ ନେଇ ଚହଳ ସୃଷ୍ଟି ହୋଇଥିଲା ।

ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିବା ପରେ ରାଜ୍ୟର ବଡ ବଡିଆ ଙ୍କ ସଂମ୍ପୃକ୍ତି ରହିଥିବା କଥା ପଦାକୁ ଆସିଲା । ଏହା ପରେ ବିରୋଧୀ ଶାସକ ମଧ୍ୟରେ । ଟଣା ଓଟଣା ଚାଲିଲା । ପୋଲିସ ଏହି ମାମଲା କୁ ଚାପି ଦେବାକୁ ଉଦ୍ୟମ କରୁଛି ବୋଲି ବିରୋଧୀ ଅଭିଯୋଗ କରିଲେ । ଏହାରି ମଧ୍ୟରେ ଇଡି ହାତକୁ କେସ୍ ଗଲା ଏତେ ଟଙ୍କା କେଉଁଠୁ ଅର୍ଚ୍ଚନା ଆଣିଲେ ଏହିଥିରେ କାହାର ହାତ ରହିଛି । ଜାହାକୁ ନେଇ ଜୋର ଧରିଲା ରାଜନୀତି ।

Archana 1

ଅର୍ଚ୍ଚନା ର ସ୍ୱାମୀ ଜଗବନ୍ଧୁ ଙ୍କୁ ରାତି ଅଧରେ ଉଠେଇ ଆଣିଲା ପୋଲିସ । ଉଭୟ ଙ୍କୁ ଝାଡପଡା ଜେଲ ରେ ରଖା ଗଲା । ହେଲେ ସତ କଣ ପଦାକୁ ଏବେ ଯାଏ ଆସି ପାରିଲା ନାହିଁ । ଏମିତି 5 ଜଣଙ୍କୁ ତଦନ୍ତ କରି ଇଡି ସବୁ ତଥ୍ୟ ରଖିଥିବା ବେଳେ ଅର୍ଚ୍ଚନା ଙ୍କ ସାତ ଦିନିଆ ରିମାଣ୍ଡ ସରିଛି । ପୂର୍ବରୁ ଅର୍ଚ୍ଚନା ଦୁଇ ଦୁଇ ଥର ଯେଉଁ ଭଳି ବିସ୍ପୋରକ ବୟାନ ଦେଇଥିଲେ ।

ସେହି ପରି କିଛି ଠୋସ ତଥ୍ୟ ପାଇ ପାରିଲା ନାହିଁ ଇଡି । ଅର୍ଚ୍ଚନା କହିଥିଲେ ଯଦି ସେ ମୁହଁ ଖୋଲିବେ ତେବେ ରାଜ୍ୟ ବଦଳିଯିବ । ତେବେ କେବଳ 30 ମିନିଟ ଦରକାର ବୋଲି କହିଥିବା ଅର୍ଚ୍ଚନା 7 ଦିନର ପଚରା ଉଚୁରା ଭିତରେ କୈଣସି ବୟାନ ରଖି ନାହାଁନ୍ତି । ପୂର୍ବରୁ ଅନୁମାନ କରାଜାଉଥିଲା ଇଡି ରିମାଣ୍ଡ ରେ ନେଇ ଅର୍ଚ୍ଚନା ଙ୍କ ମୁହଁରୁ ହନି ଟ୍ରାପ୍ ଏବଂ ବ୍ଲାକମେଲିଂ ମାମଲା ର ସଂମ୍ପର୍ଣ୍ଣ କଥା ଆଦାୟ କରିବ ।

ଘଟଣା ରେ ସଂମ୍ପୃକ୍ତ ଅନେକ ବଡ ବଡିଆ ଙ୍କ ଚେହେରା ସାମ୍ନାକୁ ଆସିବ । ଚର୍ଚ୍ଚା ହେଉଥିଲା ଇଡି ତଦନ୍ତ ଯେତେ ଆଗକୁ ଯିବ । ସାମାଜ ରେ ବହୁତ ଭଦ୍ର ଲୋକଙ୍କ ମୁଖା ଖୋଲିଯିବ । ହେଲେ ସେମିତି କିଛି ବି ହୋଇ ନାହିଁ । ତେବେ ଦେଖିବାକୁ ବାକି ରହିଲା ଉଭୟ ରିମାଣ୍ଡ ରେ ଆସିବା ପରେ ବଡ ବଡିଆ ଙ୍କ ନାଁ କହୁଛନ୍ତି ନାଁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *