ଆଜି ଭିଜିବ ଅଧା ଓଡ଼ିଶା..୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଭିଜିବ ଅଧା ଓଡିଶା 14 ଜିଲ୍ଲା ରେ ବର୍ଷା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଜି ଭୁବନେଶ୍ୱର ଏବଂ କଟକ ର ଆଖ ପାଖ ଅଞ୍ଚଳ ରେ ଆକାଶ ଆଶିଂକ ମେଘାଛନ୍ନ ରହିବ । ଏମିତି କିଛି କିଛି ସ୍ଥାନରେ ହାଲୁକା ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ହେଲେ ଏପଟେ ରାଜ୍ୟ ରେ ମୈଶୁମୀ ପ୍ରଭାବ ହୀନ ପାଲଟିଜାଇଛି । ଏବେ ସୁଧା କେବଳ ନିଆଁଟିଆ ବର୍ଷା ହୋଇଛି ।

ମଙ୍ଗଳ ରାଜ୍ୟ ରେ 13 ଜିଲ୍ଲା ରେ ଟୋପାଏ ବର୍ଷା ହୋଇ ନାହିଁ । 13 ଜିଲ୍ଲା ରେ ଅଥି ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଆସନ୍ତା 4 ତାରିଖ ରୁ ରାଜ୍ୟ ରେ ବର୍ଷା ବଢିପାରେ । ସେପଟେ କାଳବୈଶାଖୀ ବର୍ଷା କୁ ନେଇ ସମସ୍ତ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାଲକାନା ଗିରି , ନବରଙ୍ଗପୁର , କୋରାପୁଟ , ରାୟଗଡା , କଳାହାଣ୍ଡି , କନ୍ଧମାଳ , ଗଜପତି , ଗଞାମ୍ , ସୁନ୍ଦରଗଡ , କେଉଁଝର , ମୟୁରଭ଼ଞୀ , ବାଲେଶ୍ୱର ଭଦ୍ରକ ଏବଂ ଜାଜପୁର ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହିତ ପ୍ରବଳ ବର୍ଷା ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି ।

rain 1

ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ଆବ୍ୟନ୍ତରଣିୟ ଓଡିଶା ରେ ତାତି ରୁ ମୁକ୍ତି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଅସହ୍ୟ ଗୁଳୁ ଗୁଳୀ ରେ ସନ୍ତୁଳୀ ହେଉଛନ୍ତି ଉପକୂଳ ବାସୀ ଅଧିକାଶଂ ସ୍ଥାନରେ ତାପମାତ୍ରା 39 ଡୀଗ୍ରି କିମ୍ବା ତା ଠାରୁ ତଳକୁ ରହୁଥିବା ବେଳେ ଆଦ୍ରତା 70 ପ୍ରତିଶତ ଅଧିକ ରହୁଥିବାରୁ 50 ଡୀଗ୍ରି ର ତାପମାତ୍ରା ଅନୁଭୂତ ହେଉଛି ।

ଏହି ପରିସ୍ଥିତି ରେ ମଧ୍ୟ ଆସନ୍ତା 5 ଦିନ ଯାଏ କାଳବୈଶାଖୀ ର ଆଶଂକା ହେଉଛି । ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡିଶା ର ଅଧିକାଶଂ ଜିଲ୍ଲାରେ ଘଡଘ଼ଡି ବିଯୁଳୀ ସହିତ ବର୍ଷା ହେବ । ଆସନ୍ତା 24 ଘଣ୍ଟା ରେ ମଧ୍ୟ କାଳବୈଶାଖୀ ର ସୁଚନା ଦେଇ ଏହି ସବୁ ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *