ଅପରାଜିତା ମହାନ୍ତିଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ ପୁଷ୍ପ,ବାବୁଶାନଙ୍କ ପାଇଁ ଆସିବ ଖୁସି ଖବର !

Brahmakamal flower

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣମାନେ ବ୍ରହ୍ମକମଳ ପୁଷ୍ପ ବିଷୟରେ କଣ ଆଗରୁ କେବେ ଶୁଣିଛନ୍ତି କି ? । ଯଦି ନାହିଁ ତେବେ ଏଠାରେ ଆମେ କହି ରଖିବୁ ଯେ ବ୍ରହ୍ମକମଳ ପ୍ରସ୍ଫୁଟିତ ହେବା ଅତି ଦୁର୍ଲଭ । ହିମାଳୟର ପାଦ ଦେଶରେ ବିଭିନ୍ନ ପ୍ରକାରର ଫୁଲ ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ ଚାରି ପ୍ରକାର କମଳ ଫୁଲ ଅନ୍ୟତମ । ନୀଳକମଳ, ବ୍ରହ୍ମକମଳ, ଫୋନ କମଳ, କସ୍ତୁରୀ କମଳ ।

ହିନ୍ଦୁ ଧର୍ମରେ କମଳ ଫୁଲ ବହୁତ ଶୁଭ ବୋଲି କୁହାଯାଏ । ଏହାର ବୈଶିଷ୍ଟ୍ୟ ଏହିକି ଏହାକୁ କ୍ରୟ-ବିକ୍ରୟ କରାଯାଏ ନାହିଁ । ତେବେ ସଂନ୍ଧ୍ୟାରେ ପ୍ରଷ୍ଫୁଟିତ ହୋଇ ସକାଳେ ମଉଳୀ ଯାଏ ଏହି ଫୁଲ । ତେବେ ଏହି ବ୍ରହ୍ମ କୋମଳ ଭଗବାନ ବିଷ୍ଣୁ ଙ୍କ ନାଭିରୁ ବାହାରି ଥିବା ଏକ ବ୍ରହ୍ମକମଳ ଅଟେ । ଜାହା ଉପରେ ଭଗବାନ ବ୍ରହ୍ମା ବିରାଜ ମାନ ହୋଇ ସୃଷ୍ଟି ସରଞ୍ଚନା କରିଛନ୍ତି ।

ସେହି ଅନୁସାରେ ପୁଷ୍ପ ରାଜର ନାମ ବ୍ରହ୍ମକମଳ ହୋଇଛି । ତେବେ ଏହି କମଳ ସୈଭାଗ୍ୟ ଥିଲେ ହିଁ ପ୍ରସ୍ଫୁଟିତ ହୋଇଥାଏ । ପ୍ରାୟ ବର୍ଷ ବର୍ଷ ଧରି ଏହି ବ୍ରହ୍ମ କୋମଳ କୁ ପୂଜା ଅର୍ଚ୍ଚନା କରିବା ସହିତ ଅପେକ୍ଷା କରି ରହିଥାନ୍ତି ଏହି ପୁଷ୍ପର ଫୁଟିବାକୁ ଏବଂ ଏହାର ଗୋଟେ ଝଲକ ଦେଖିବା ପାଇଁ । ତେବେ ବନ୍ଧୁଗଣ ଏହି ବ୍ରହ୍ମକମଳ ଦୂର୍ଳଭ ଏବଂ ଅଦ୍ଭୁତ ଅଟେ । କୁହାଯାଏ ଜାହା ବାଡିରେ ଏହା ଫୁଟେ ତାହା ପାଇଁ ଅନେକ ସୈଭାଗ୍ୟ ନେଇ କରି ଆସେ ।

Brahmakamal

ତେବେ ଲାଗୁଛି ବାବୁସାନ ଙ୍କ ପାଇଁ ଏହା ଅନେକ ଶୈଭାଗ୍ୟ ନେଇକରି ଆସିବ । ତେବେ ଅପରାଜିତା ଏହି ଦିନ ମଧ୍ୟରେ ଅନେକ କିଛି ଦୂର୍ଦିନ ଦେଖିଥିବା ବେଳେ ଏହି ବର୍ଷ ପରିବାର ମଧ୍ୟ ଅନେକ ଝଡ ଝଞ୍ଝା ର ସାମ୍ନା କରିବାକୁ ପଡିଥିବା ବେଳେ ଅଭିନେତ୍ରୀ ଅପରାଜିତା ତାଙ୍କ ପୁଅ ତଥା ବାବୁସାନ ଏବଂ ତାଙ୍କର ପରିବାର ପାଇଁ ନିଶ୍ଚିତ ଶୁଭ ସଂଙ୍କେତ ଅଟେ ।

ତେବେ ବିଧି ପୂର୍ବକ ଅପରାଜିତା ପୂଜା କରିଥିଲେ ଏବଂ ପରେ ଏହାକୁ କାଟିଥିଲେ କାରଣ ଏହି ଫୁଲଟି ଯେଉଁ ରାତ୍ରୀରେ ଫୁଟିବ ସେହି ରାତ୍ରୀରେ ଫୁଲକୁ ଭଗବାନ ଙ୍କ ପାଖରେ ଅର୍ପଣ ନକରିଲେ ସେହି ରାତ୍ରୀରେ ହିଁ ଫୁଲଟି ମୈଳି ଝଡିଯିବ । ତେବେ ବ୍ରହ୍ମ କୋମଳ ର ଏହି ଆଲୈକିକ ଦୃଶ୍ୟ ଆପଣ ମାନେ ବି ଦେଖନ୍ତୁ ହେଲେ ଆମେ ଆପକ୍ଷା କରିଛୁ ବାବୁସାନ ଙ୍କ ଫିଲ୍ମ ଦମନ ପାଇଁ ତେବେ ଆପଣ ମାନେ କେତେ ପରିମାଣ ରେ ଅପେକ୍ଷା କରିଛନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ