IAS ଇଣ୍ଟରଭିୟୁରେ ମହିଳାଙ୍କୁ ପଚରା ଯାଇଥିଲା : ଏପରି କେଉଁ ଜିନିଷ ଅଛି ଯାହାକୁ ଉଭୟ ପୁରୁଷ ଏବଂ ନାରୀ ରାତିରେ ବ୍ୟବହାର କରନ୍ତି ।

Spread the love

UPSC ପରୀକ୍ଷା ଦୁନିଆର ସବୁଠୁ କଠିନ ପରୀକ୍ଷା ଅଟେ । ଏଥିରେ ସଫଳତା ପାଇବା ପାଇଁ ହେଲେ କଠିନ ପରିଶ୍ରମ କରିବା ପାଇଁ ପଡିଥାଏ । ନିଜର କଠିନ ପରିଶ୍ରମ ଫଳରେ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ସଫଳ ହୋଇଥାନ୍ତି । ଯେଉଁମାନେ ଏହି ପରୀକ୍ଷା ଦେଇଛନ୍ତି, ସେହିମାନେ ହିଁ ଜାଣିଥାନ୍ତି ଯେ, UPSC ପରୀକ୍ଷାର ଲିଖିତ ପରୀକ୍ଷା ଅପେକ୍ଷା ଇଣ୍ଟରଭିୟୁ କଠିନ ଅଟେ । ଇଣ୍ଟରଭିୟୁରେ ଏପରି ପ୍ରଶ୍ନ ପଚରାଯାଇ ଥାଏ, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ଦେବା କଠିନ ହୋଇପଡେ । ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଏପରି ପ୍ରଶ୍ନ ପଚରା ଯାଇଥାଏ । ଏପରି ଏକ ପ୍ରଶ୍ନ ଜଣେ ଛାତ୍ରୀଙ୍କୁ ପଚରା ଯାଇଥିଲା ।

ବୁଲାଇବଙ୍କେଇ ପ୍ରଶ୍ନ ପଚରା ଯାଇଥାଏ :

କିଛି ବର୍ଷ ପୂର୍ବେ ଗୋଟିଏ ଇଣ୍ଟରଭିୟୁରେ ଜଣେ ଛାତ୍ରୀଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା । ବହୁତ ଭାବିବା ପରେ ଏହି ପ୍ରଶ୍ନର ଉତ୍ତର ସେହି ଛାତ୍ରୀ ଜଣକ ଦେଇଥିଲେ । ସେହି ଛାତ୍ରୀଙ୍କୁ ପଚରା ଯାଇଥିଲା ଏପରି କେଉଁ ଜିନିଷ ଅଛି ଯାହାକୁ ପୁରୁଷ ଏବଂ ନାରୀ ଉଭୟ ରାତିରେ ନେବା ପାଇଁ ପସନ୍ଦ କରନ୍ତି ? ଏହାର ଉତ୍ତର ସାଧାରଣ ଅଟେ ।

ସାଧାରଣ ଜ୍ଞାନ ପରୀକ୍ଷା କରାଯାଇଥାଏ :

ସର୍ବଦା IAS ଇଣ୍ଟରଭିୟୁରେ ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ପରୀକ୍ଷା କରାଯାଇଥାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଭାବିବା ପାଇଁ ଛାତ୍ରୀ ଜଣକ କିଛି ସମୟ ନେଇଥିଲେ । ବହୁତ ଚିନ୍ତା କରିବା ପରେ ଠିକ୍ ଉତ୍ତର ଦେଇଥିଲେ । ଝିଅ ଜଣଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ, “ନିଦ” ।ଏହି ଉତ୍ତର ଶୁଣିବା ପରେ ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତିମାନେ ଖୁସି ହୋଇ ଯାଇଥିଲେ । ପରେ ଝିଅଟିକୁ ସେଲେକ୍ଟ କରିଥିଲେ । ଏପରି ହିଁ ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ବ୍ୟକ୍ତି ଯଦି ଟିକେ ଶାନ୍ତ ଚିନ୍ତାଧାରାରେ ଭାବନ୍ତି, ତେବେ ସେମାନେ ମଧ୍ୟ ଏହି ଇଣ୍ଟରଭିୟୁରେ ସିଲେକ୍ଟ ହୋଇପାରିବେ । ଆସନ୍ତୁ ଜଣାନ୍ତୁ ଏପରି କିଛି ପ୍ରଶ୍ନ ଗୁଡିକ ବିଷୟରେ ।

ପ୍ରଶ୍ନ – କିଏ ପ୍ରଥମେ ଅଶୋକଙ୍କ ଅଭିଲେଖ ପଢିଥିଲେ ?

ଉତ୍ତର – ଜେମ୍ସ ପ୍ରିନ୍ସେସ

ପ୍ରଶ୍ନ – କଂଗ୍ରେସ ଦ୍ୱାରା କେବେ ପୂର୍ଣ ସ୍ୱରାଜ ପ୍ରସ୍ତାବ ଆଣିଥିଲେ ?

ଉତ୍ତର – 1929 ଲାହୋର ଅଧିବେଶନ

ପ୍ରଶ୍ନ- ଏକ ସ୍ତ୍ରୀ ସମସ୍ତଙ୍କୁ ଏହି ଜିନିଷ ଦେଇଥାନ୍ତି କିନ୍ତୁ ନିଜ ସ୍ୱାମୀଙ୍କୁ ନୁହେଁ ?

ଉତ୍ତର – ରାକ୍ଷୀ

ପ୍ରଶ୍ନ – କେଉଁ ଦେଶରେ ସୂର୍ଯ୍ୟ ମଧ୍ୟ ରାତ୍ରିରେ ଦେଖାଯାଏ ?

ଉତ୍ତର – ନରୱେ

ପ୍ରଶ୍ନ – ମନୁଷ୍ୟ ସର୍ବ ପ୍ରଥମେ କେଉଁ ଧାତୁର ବ୍ୟବହାର କରିଥିଲା ?

ଉତ୍ତର – ତମ୍ବା