IAS ଇଣ୍ଟରଭ୍ୟୁରେ ଝିଅଟିକୁ ଏହି ପ୍ରଶ୍ନ ପଚରା ଯାଇଥିଲା । ଏହା କେଉଁ ଜିନିଷ ଅଟେ ଯାହାର ନାମ ନେବା ପରେ ତାହା ଭାଙ୍ଗି ଯାଇଥାଏ ।

Spread the love

ଆମ ଦେଶର ପରୀକ୍ଷା ଗୁଡିକ ମଧ୍ୟରୁ IAS ଏକ କଠିନ ପରୀକ୍ଷା ଅଟେ । ଏହାର ପାଠ୍ୟକ୍ରମ ଅଟେ କଷ୍ଟ ହୋଇଥାଏ । ଯାହାଫଳରେ ପରୀକ୍ଷାର୍ଥୀଙ୍କୁ କଠିନରୁ କଠିନ ପରିଶ୍ରମ କରିବା ପାଇଁ ପଡ଼ିଥାଏ । କୌଣସି ବ୍ୟକ୍ତି ଯଦି ଲିଖିତ ପରୀକ୍ଷା ପାସ କରି ଦିଅନ୍ତି; ତେବେ ମଧ୍ୟ ବ୍ୟକ୍ତିର ମସ୍ତିସ୍କ ପରୀକ୍ଷା ଇଣ୍ଟରଭ୍ୟୁ ସମୟରେ ପୁଣି ଥରେ ପରୀକ୍ଷା କରା ଯାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ କଠିନ ଇଣ୍ଟରଭିୟୁ ହେଉଛି IAS ଇଣ୍ଟରଭ୍ୟୁ । ଏହି ଇଣ୍ଟରଭ୍ୟୁରେ ବ୍ୟକ୍ତିର ଉପସ୍ଥିତ ବୁଦ୍ଧିର ପରୀକ୍ଷା କରାଯାଇ ଥାଏ ।ଏଥିରୁ ଜଣା ପଡିଥାଏ ବ୍ୟକ୍ତି କେତେ ପରିମାଣରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ପାରିବ ।

IASରେ ପଚରା ଯାଉଥିବା ପ୍ରଶ୍ନ ଏବଂ ତାହାର ଉତ୍ତର ଗୁଡିକ ବିଷୟରେ କୌଣସି ମଧ୍ୟ ବ୍ୟକ୍ତି ଜାଣିବା ପାଇଁ ଇଛା ପ୍ରକାଶ କରିଥାନ୍ତି । କିଛି କିଛି ପ୍ରଶ୍ନ ବ୍ୟକ୍ତିର ଚିନ୍ତା କରିବା ଶକ୍ତିର ପରିସର ବାହାରେ ହୋଇଥାଏ । ଏହିଭଳି ଏକ ପ୍ରଶ୍ନ ହେଉଛି; ଏହା କେଉଁ ଜିନିଷ ଅଟେ ଯାହାର ନାମ ନେବା ପରେ ତାହା ଭାଙ୍ଗି ଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ କିଛି ଏହିଭଳି ପ୍ରଶ୍ନ ନେଇ ଆସିଛୁ ଯାହା ପଢିବା ପରେ ଆପଣଙ୍କ ଚିନ୍ତା ଶକ୍ତିରେ ବୃଦ୍ଧି ହୋଇଯିବ ।

ପ୍ରଶ୍ନ – ଭାରତର ସମ୍ବିଧାନ କେବେ ପ୍ରଣୀତ ହେଲା ?

ଉତ୍ତର – ଭାରତର ସମ୍ବିଧାନ ୨୬ ଜାନୁୟାରୀ ୧୯୫୦ରେ ହୋଇଥିଲା, ଯାହାକୁ ଆମେ ଗଣତନ୍ତ୍ର ଦିବସ ରୂପେ ପାଳନ କରୁ ।

ପ୍ରଶ୍ନ – ବିହାରର ପ୍ରଥମ ମୁସଲିମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?

ଉତ୍ତର – ଅବଦୁଲ ଗଫୁର ଖାନ୍ ।

ପ୍ରଶ୍ନ – କାହାର ଜନ୍ମ ଦିବସକୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଏ ?

ଉତ୍ତର – ମହାତ୍ମା ଗାନ୍ଧୀ ।

ପ୍ରଶ୍ନ – କାହାକୁ ଏସିଆର ଛାତ ବୋଲି କୁହା ଯାଇଥାଏ ?

ଉତ୍ତର – ପାମିର ମାଳଭୂମିକୁ ଏସିଆର ଛାତ ବୋଲି କୁହାଯାଇ ଥାଏ ।

ପ୍ରଶ୍ନ – କେଉଁ ଗଭର୍ନର ଜେନେରାଲ ଇନାମ କମିଶନର ସ୍ଥାପନା କରିଥିଲେ ?

ଉତ୍ତର – ଲର୍ଡ଼ ଡେଲହାଉସୀ ।

ପ୍ରଶ୍ନ – କଣ କରିବେ ଯଦି ଦିନେ ସକାଳୁ ଉଠି ଆପଣଙ୍କୁ ଜଣା ପଡିବ ଯେ, ଆପଣ ଗର୍ଭବତୀ ଅଛନ୍ତି ?

ଉତ୍ତର – ମୁଁ ବହୁତ ଖୁସି ହେବି ଏବଂ ନିଜ ପତିଙ୍କୁ ଏହି ଖୁସି ଖବର ବିଷୟରେ ଜଣାଇବି ।

ପ୍ରଶ୍ନ – କିପରି ଜଣେ ବ୍ୟକ୍ତି ଆଠ ଦିନ ନ ଶୋଇ ରହି ପାରିବ ?

ଉତ୍ତର – ସେ ରାତିରେ ଶୋଇଥାଏ ।

ପ୍ରଶ୍ନ – ଶ୍ରାବଣୀ ମେଳା ଉତ୍ତରାଖଣ୍ଡର କେଉଁ ସ୍ଥାନରେ ହୋଇଥାଏ ?

ଉତ୍ତର – ଜାଗେଶ୍ୱରୀରେ ଶ୍ରାବଣୀ ମେଳା ହୋଇଥାଏ ।

ପ୍ରଶ୍ନ – ଯଦି ଆଠ ଜଣ ମିଶି ଗୋଟିଏ କାନ୍ଥକୁ ତିଆରି କରିବାକୁ ୧୦ ଘଣ୍ଟାରେ ସମୟ ନେଲେ । ତେବେ ଚାରି ଜଣ ସେହି କାନ୍ଥ ତିଆରି କରିବା ପାଇଁ କେତେ ସମୟ ନେବେ ?

ଉତ୍ତର – ସମୟ ଲାଗିବ ନାହିଁ କାରଣ ସେହି କାନ୍ଥଟି ପୂର୍ବରୁ ତିଆରି ହୋଇ ସାରିଛି ।

ପ୍ରଶ୍ନ – ଗୋଟିଏ ବିଲେଇର ତିନୋଟି ଛୁଆ ଅଛି । ଗୋଟିକର ନାମ ଜାନୁୟାରୀ, ଅନ୍ୟଟିର ନାମ ଫେବୃୟାରୀ ଓ ଅନ୍ୟ ଜଣଙ୍କ ନାମ ମଇ ଅଟେ । ତେବେ ମାଆର ନାମ କଣ ଅଟେ ?

ଉତ୍ତର – ବିଲେଇର ନାମ “ମାଆ” ଅଟେ ।

ପ୍ରଶ୍ନ-ଯଦି ଆପଣଙ୍କ ଗୋଟିଏ ହାତରେ ୩ଟି ସେଓ ଓ ୪ଟି କମଳା ଏବଂ ଅନ୍ୟ ଗୋଟିଏ ହାତରେ ୩ଟି କମଳା ଓ ୪ଟି ସେଓ ରହିଛି, ତେବେ ଆପଣ କଣ ନେବା ପାଇଁ ଚାହିଁବେ ?

ଉତ୍ତର – ବଡ଼ ହାତ, ତେଣୁ ଉଭୟ ସେଓ ଓ କମଳା ନେଇବାକୁ ଚାହିଁବି ।

ପ୍ରଶ୍ନ – ଏହା କେଉଁ ଜିନିଷ ଅଟେ ଯାହାର ନାମ ନେବା ପରେ ତାହା ଭାଙ୍ଗି ଯାଇଥାଏ ?

ଉତ୍ତର – ନୀରବତା (Silence) ଯାହାର ନାମ ନେବା ପରେ ତାହା ଭାଙ୍ଗି ଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନ ଗୁଡିକ ସାହାଯ୍ୟ କରିବ ଏବଂ ଏହା ଆପଣଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରଖର କରିବାରେ ସାହାଯ୍ୟ କରିବ ।