ଏହି ୩ଟି ରାଶିର ଶକ୍ତି ଯମରାଜାଙ୍କୁ ମଧ୍ୟ ବେଳେ ବେଳେ ନୁଆଁଇ ଦେଇଥାଏ, ଏମାନଙ୍କ ରକ୍ଷା ସ୍ୱୟଂ ମହାଦେବ କରନ୍ତି ।

Spread the love

ଆଜିର ସମୟରେ ସମସ୍ତେ କିଛି ନା କିଛି ସମସ୍ୟାରେ ବ୍ୟସ୍ତ ରୁହନ୍ତି । ଏହି କଥା ସମସ୍ତେ ଜାଣନ୍ତି କି ସେହି ସବୁ ସମସ୍ୟା ନିଜ ଗ୍ରହ ନକ୍ଷତ୍ରର ଚଳନ ଉପରେ ନିର୍ଭର କରିଥାଏ । ଏହି ସବୁ ସମସ୍ୟାର ସମାଧାନ ପାଇଁ ଲୋକେ ଜ୍ୟୋତିଷଙ୍କ ଦ୍ଵାରସ୍ଥ ହୁଅନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ସମସ୍ତେ ଜାଣନ୍ତି; ମୋଟ ୧୨ଟି ରାଶି ମଧ୍ୟରୁ ୩ଟି ରାଶି ଏପରି ଅଛି ଯାହାର ରକ୍ଷା ସ୍ୱୟଂ ମହାଦେବ କରନ୍ତି ।

ଏହି କଥା ମଧ୍ୟ ସତ୍ୟ ଯେ, ଗ୍ରହ ନକ୍ଷେତ୍ର ଗୁଡିକର ସ୍ଥିତିର ପରିବର୍ତ୍ତନ ହେଲେ ସବୁ ରାଶି ଉପରେ ପ୍ରଭାବ ପଡେ ଓ ରାଶି ପ୍ରଭାବିତ ହେବ କାରଣ ଦ୍ୱାରା ଏହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ସବୁଠୁ ଅଧିକ ପଡିଥାଏ । କିନ୍ତୁ କିଛି ଏପରି ରାଶି ମଧ୍ୟ ଅଛି; ଯେଉଁ ରାଶି ଗୁଡିକ ବିଶେଷ ଅଟେ ଓ ଏମାନଙ୍କ ଉପରେ ଏହାର ପ୍ରଭାବ ପଡେ ନାହିଁ । କହିବାକୁ ଗଲେ କିଛି ଦେବୀ ଦେଵତା କିଛି ମନୁଷ୍ୟ ଉପରେ ପ୍ରସନ୍ନ ହୁଅନ୍ତି, ତେବେ ତାଙ୍କ ଜୀବନରେ ସଂକଟ ଦୂର ହୋଇ ଖୁସି ଖେଳି ଯାଏ ଏବଂ ତାଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୋଟ ୧୨ଟି ରାଶି ଅଛି ଏବଂ ପ୍ରତ୍ୟେକ ଵ୍ୟକ୍ତିର ରାଶି ଭିନ୍ନ ଭିନ୍ନ ହୋଇଥାଏ; ଯାହା ଦ୍ୱାରା ତାଙ୍କ ଭାବିଷ୍ୟତର ଘଟଣା ସମ୍ପର୍କରେ ଅବଗତ କରାଯାଇ ପାରେ । କୁହାଯାଏ କି ଯଦି କୌଣସି ଦେବୀ ଦେଵତା କୌଣସି ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ହୁଅନ୍ତି; ତେବେ ତାଙ୍କ ଜୀବନ ଖୁସୀମୟ ହୁଏ । ଯଦି ଏହାର ବିପରୀତ ହୁଏ ତେବେ ସେହି ଵ୍ୟକ୍ତିର ଜୀବନ ରେ ସଙ୍କଟାପନ୍ନ ହୁଏ । ତାଙ୍କୁ ବହୁ କଷ୍ଟର ସମ୍ମୁଖିନ ହେବାକୁ ପଡିଥାଏ ।

ଜାଣନ୍ତୁ କେଉଁ ୩ଟି ହେଉଛନ୍ତି ସେ ଭାଗ୍ୟଶାଳୀ ରାଶି :

କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ୩ଟି ଭାଗ୍ୟଶାଳୀ ରାଶି ବିଷୟରେ କହିବାକୁ ଯାଉଛୁ; ଯାହାକୁ ଦୁନିଆର ସବୁଠୁ ଶକ୍ତିଶାଳୀ ବୋଲି ବିବେଚିତ କରାଯାଇଛି । ଏବେ ଆପଣ ଭାବୁଥିବେ ସେହି ୩ଟି ରାଶି କିଏ କିଏ…….

ସର୍ବ ପ୍ରଥମେ ଆପଣଙ୍କୁ କହି ଦେଉଛୁ ଯେ, ଏହି ରାଶିର ଜାତକ ଭଗବାନ ଶିବଙ୍କ ଅତି ନିକଟତର ହୋଇଥାନ୍ତି । ତେଣୁ ସେମାନଙ୍କର ଆସୁଥିବା ସମସ୍ତ ଦୁଃଖ କଷ୍ଟ ସ୍ୱୟଂ ଭଗବାନ ଶିବ ଦୂର କରିଦିଅନ୍ତି । ଏତିକି ହିଁ ନୁହେଁ, ଏହି ରାଶିର ଜାତକ ବ୍ୟକ୍ତିଙ୍କ ଜୀବନର ଉଚ୍ଚ ନୀଚ୍ଚ ପରିସ୍ଥିତିରେ ଭଗବାନ ଶିବଙ୍କ ନାମ ଧରିଲେ ସମସ୍ତ ଅସୁବିଧା ଦୂର ହୁଏ ଏବଂ ଶିବଙ୍କ କୃପା ବର୍ଷା ହୁଏ ।

ସୋମବାର ଦିନ ଶିବଲିଙ୍ଗ ଉପରେ କ୍ଷୀର ଢାଳିଲେ ଏହି ରାଶିର ଜାତକ ଥିବା ବ୍ୟକ୍ତିଙ୍କ ଅଧିକ ଲାଭ ମିଲିଥାଏ । ଏହି ରାଶିର ବ୍ୟକ୍ତି ଦୁଃଖ ହେଉ ଅବା ସୁଖ ହେଉ ସବୁବେଳେ ଭଗବାନ ଶିବଙ୍କୁ ଆରଧାନ କରୁଥାନ୍ତି । ତେଣୁ ଭଗବାନ ଶିବ ସେମାନଙ୍କର ସମସ୍ତ ମନସ୍କାମନା ପୂରଣ କରନ୍ତି ।



ବର୍ତ୍ତନବ ଆମେ ଆପଣଙ୍କ କହିବାକୁ ଯାଉଛୁ, ସେହି ଭାଗ୍ୟଶାଳୀ ରଷିଗୁଡିକ କିଏ, ଯାହା ବିଷୟରେ ଆମେ ଆପଣଙ୍କୁ ଏତେ ସବୁ କହୁଛୁ ଏବଂ ମହାଦେବ ମଧ୍ୟ ସେହି ରାଶି ଗୁଡିକର ରକ୍ଷା କବଛ ସାଜିଛନ୍ତି । ସେହି ରାଶି ଗୁଡିକ ଆଉ କେହି ନୁହେଁ ସେ ହେଉଛନ୍ତି; “ତୁଳା, ମେଷ ଓ କୁମ୍ଭ” ରାଶିର ସମ୍ପର୍ଣ୍ଣ ବ୍ୟକ୍ତିମାନେ । ଏହି କାରଣରୁ ଏହି ୩ଟି ରାଶିର ବ୍ୟକ୍ତିଙ୍କ ଆଗରେ ଯମ ରାଜ ମଧ୍ୟ ହରି ଯାଇଥାନ୍ତି । ଏହି ରାଶିର ଜାତକରେ ମଙ୍ଗଳ ବହୁତ ଭଲ ପରିସ୍ଥିତିରେ ଥାଏ । ବୃଷ ରାଶିର ବ୍ୟକ୍ତିଙ୍କ ସ୍ଵଭାଵ ଶିବଙ୍କ ବହୁତ ନିକଟତର ହୋଇଥାଏ ।