ପୋଲିସକୁ ଭୂଆଁ ବୁଲାଉଥିଲା ଅଞ୍ଜଳୀର ହ-ତ୍ୟାକାରୀ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମିଛ ବଖାଣି ଥିଲେ ଅଭିଯୁକ୍ତ । ପୋଲିସ କୁ ଭ୍ରମିତ କରିବା ପାଇଁ ନେଇଥିଲେ ମିଛର ସାହାରା । ଦିଲ୍ଲୀ ରେ ନୂଆ ବର୍ଷ ରାତିରେ ହୋଇଥିବା ଦୁର୍ଘଟଣାକୁ ନେଇ ସମସ୍ତ ସତ ମାନିଛନ୍ତି କାର୍ ରେ ଥିବା ଅଭିଯୁକ୍ତ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଜେରା ବେଲେ ପୋଲିସ ସାମ୍ନା ରେ ଘଟଣାର ସବୁ ସତ କହିଛନ୍ତି । କାର୍ ତଳେ ଅଞ୍ଜଳି ଫସି ଯାଇଥିବା କଥା ଜାଣିଥିଲେ ସମସ୍ତ ଅଭିଯୁକ୍ତ ।

ହେଲେ ଭୟରେ ସେମାନେ ଗାଡି ନଅଟକାଇା ଆଗକୁ ଯାଇଥିଲେ । ଆଉ ପୋଲିସ କୁ ଭ୍ରମିତ କରିବା ପାଇଁ ବାରମ୍ବାର କହିଥିଲେ ମିଛର କାହାଣୀ । ଅଭିଯୁକ୍ତ ମାନଙ୍କୁ ପଚରା ଉଚରା ବେଳେ ସେମାନେ କହିଛନ୍ତି କି ଡର ଥିଲା କି ଅଞ୍ଜଳି କାର୍ ତଳୁ ଯଦି ବାହାରକୁ ବାହାରି ଯାଉଛି ତେବେ ତାଙ୍କ ଉପରେ ହ-ତ୍ୟା ମାମଲା ରୁଜୁ ହୋଇପାରେ । ଏହି କାରଣରୁ ଦୁର୍ଘଟଣା ପରେ ଅଞ୍ଜଳି କାର୍ ତଳେ ଫସି ରହିଥିଲେ ବି ନାଁ ସେମାନେ କାର୍ ଅଟକାଇ ଥିଲେ ନାଁ ଅଞ୍ଜଳି କୁ ବଞ୍ଚାଇବାକୁ ଚେ଼ଷ୍ଟା କରୁଥିଲେ ।

Anjali

ଏହି ଦୁର୍ଘଟଣାରେ ଭୟଭୀତ ହୋଇ ଯାଇଥିଲେ ସମସ୍ତ ଅଭିଯୁକ୍ତ । ଏଣୁ ଗାଡିଟିକୁ ଏପଟ ସେପଟ କରି ଅନେକ ବୁଲାଇଥିଲେ । ଏହି ସମୟରେ ଅଞ୍ଜଳି କେତେବେଳେ କାର୍ ତଳୁ ବାହାରି ଯିବ ତାହାଙ୍କୁ ଅପେକ୍ଷା କରିଥିଲେ । ଏହାସହ ଅଭିଯୁକ୍ତ ମାନେ ପ୍ରଥମେ ପୋଲିସ କୁ କହିଥିଲେ କାର୍ ଭିତରେ ଉଚ୍ଚ ସ୍ୱରରେ ମିଉଜିକ୍ ବାଜୁ ଥିବାରୁ ସେମାନଙ୍କୁ କିଛି ଶୁଣାଯାଉନଥିଲା ।

ହେଲେ ଏବେ ଏହା ମିଥ୍ୟା ବୋଲି ସ୍ୱିକାର କରିଛନ୍ତି ଅଭିଯୁକ୍ତ । ସେମାନେ ପୋଲିସ କୁ ଭ୍ରମିତ କରିବା ପାଇଁ ଏଭଳି ମିଛ କହିଥିବା କଥା ସ୍ୱିକାର କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ୭ ଜଣକୁ ପୋଲିସ ଗିରଫ କରିଥିବା ବେଳେ ୨ ଜଣକୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସପ୍ତମ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ଅଙ୍କୁଶ କୁ ରୋହଣୀ କୋର୍ଟ ୨୦ ହଜାର ମୋଚାଲିକାରେ ଜାମିନ ପ୍ରଦାନ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ