ରାତିରେ ଗୋରୁଚୋରି କରି ,ସକାଳେ ୫୦ ଟଙ୍କାରେ ବିକ୍ରି କରୁଥିଲା ଗୋ ମାଂସ I ସୂଚନା ପାଇ ଜବତ କରିଛି ପୋଲିସ

50

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାତିରେ କରୁଥିଲା ଗୋରୁ ମାନଙ୍କୁ ଚୋରୀ । ସକାଳ ହେଲେ ଗୋରୁ ମାନଙ୍କୁ କାଟି 50 ଟଙ୍କାରେ ବୀକ୍ରି କରୁଥିଲା । ଫୋନ କରି ଅର୍ଡର ବୁକ୍ କରୁଥିଲା ତା ପରେ ଜାଇ ଗୋରୁ ମାନଙ୍କୁ କାଟୁଥିଲା । 50 ଟଙ୍କାରେ ଗୋରୁ ମାଂସ ନେବା ପାଇଁ ଲୋକ ଲାଇନ ଲଗେଇ ଛିଡା ହେଉଥିଲେ । ଜାହାକୁ ଗାଁ ଲୋକ ଧରିବା ପରେ ପୋଲିସ କୁ ହସ୍ତାନ୍ତର କରିଛନ୍ତି ।

ରବିବାର ଅପରାହ୍ନ 2.00 ଟା ସମୟ ରେ କଣ୍ଟା ବାଞ୍ଝି ସ୍ଥିତ GMJ ଛକ ପାଖରେ ସ୍ୱପ୍ନାମି ପଡାର ସାଗୁଆନ ବଗିଚା ମଧ୍ୟରେ କିଛି ଯୁବକ ଗୋ ମାଂସ କାଟୁଥିବାର ଖବର ପାଇ ଶ୍ରୀରାମ ସେନା ର ସଦ୍ୟ ମାନେ ପୋଲିସ କୁ ଖବର ଦେଇଥିଲେ ପରେ କଣ୍ଟା ବାଞ୍ଝି ପୋଲିସ ଆସି ଗୋ ମାସଂ ଜବତ କରି ଏକ ଅଟୋ ଜାହାର ନଂ CG 04L 0775 କୁ ଜବଦ କରିଛି ।

mo

କଣ୍ଟା ବାଞ୍ଝି କୋଇଲା ପଡା ର ଦେବରାଜି ସତନାମୀ , ବାପି ସାତନାମୀ , ସଦା ନନ୍ଦ ବନ୍ଦିଆ ସଦନାମୀ କୁ ଅଧିକ ପଚରା ଉଚୁର କରୁଛି ପୋଲିସ । ଆଉ କେଉଁ ମାନେ ଏହିଥିରେ ସଂମ୍ପୃକ୍ତ ରହିଛନ୍ତି ତାହା ପୋଲିସ ସୃତ୍ର ରୁ ଜଣା ପଡିବ । ତେବେ ଏହି ଗୋ ମାଂସ ବେପାରୀ ମାନଙ୍କୁ ଧରିବା ସମୟ ରେ ଶ୍ରୀ ରାମ ସେନା ର ସମସ୍ତ କର୍ମି ମାନେ ସେଠାରେ ଉପସ୍ଥିତ ଥିଲେ ।

ତେବେ ଡାକ୍ତର ଅଭିନାଶ ପ୍ରଧାନ ଗୋ ମାଂସ ର ସାମ୍ପୁଲ କଲେକ୍ସନ କରି ପୋଲିସ କୁ ହସ୍ତାନ୍ତର କରିଛନ୍ତି । ତେବେ ଗୋ ମାଂସ କୁ ଭୁବନେଶ୍ୱର କୁ ଲେବ ଟେଷ୍ଟ ପାଇଁ ପଠାଯିବ ବୋଲି କଣ୍ଟା ବାଞ୍ଝି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହି ପରି ଘଟଣା କୁ ନେଇ ଆପଣ ମାନଙ୍କ ମତାମତ କଣ ରହିବ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ