ତୃପ୍ତି ଦୋଷୀ ବୋଲି ପୋଲିସ କହିସାରିଲେଣି, ଖାଲି କାଠଗଡାକୁ ଯିବାକୁ ବାକି ରହିଲା !

Prakruti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ନାଁ ରେ ପୋଲିସ୍ ଫାଇଲ କରିସାରିଲାଣି ଚାରସିଟ୍ । ଚାରସିଟ୍ ନମ୍ବର ୪୨୩ / ୨୦୨୨ ରେ ତୃପ୍ତିଙ୍କ ନାଁ ରେ ଫାଇଲ କରାଯାଇଛି । ବର୍ତ୍ତମାନ ପୋଲିସ ତୃପ୍ତିଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରିସାରିଲାଣି । ଖୁବ୍ ଶୀଘ୍ର କାଠ ଗଡାରେ ହାଜର ହେବେ ତୃପ୍ତି । କାରଣ ପୂର୍ବରୁ ନିଜକୁ ନ୍ୟାୟ ଦେବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର ।

ବିଚ୍ ବଜାରରେ ଗୁଣ୍ଡା ମାନେ ମାଡ ମାରିବା ସହ ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହି ପ୍ରକୃତି ମିଶ୍ର ହାଇକୋର୍ଟରେ ପିଟିସନ ଡାଇଟ କରିଥିଲେ । ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟନୁଷ୍ଠାନ ସହ ଏହି ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି କୋର୍ଟରେ ଡାଏର ହୋଇଥିବା ନିଜ ପିଟିସନରେ ପ୍ରାର୍ଥନା କରିଥିଲେ ପ୍ରକୃତି ।

prakruti

ବର୍ତ୍ତମାନ ପୋଲିସ ପକ୍ଷରୁ ତୃପ୍ତିଙ୍କ ନାଁ ରେ ଚାରସିଟ୍ ଫାଇଲ ହୋଇ ସାରିଥିବା ବେଳେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଡିସିପି ଖୁବ୍ ଶୀଘ୍ର ଏହା ଉପରେ ତଦନ୍ତ କରିବେ । ଆଉ କାଠ ଗଡାକୁ ଖୁବ୍ ଶୀଘ୍ର ଯିବେ ବାବୁସାନଙ୍କ ପତ୍ନୀ ତୃପ୍ତି । ବାବୁସାନଙ୍କ ପତ୍ନୀ ଓ ଶଶୁରଙ୍କ ନାଁ ରେ ଏତଲା କରିଥିଲେ ପ୍ରକୃତି ମିଶ୍ର । ଏହାପରେ ପ୍ରକୃତିଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇ ପ୍ରକୃତି ମିଶ୍ର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସର ତଦନ୍ତରେ ଶିଥିଳତା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ କାର୍ଯ୍ୟନୁଷ୍ଠାନ ସହ ଏହି ଘଟଣାରେ ତଦନ୍ତ ଆଗକୁ ନେବା ପାଇଁ ଅନୁରୋଧ କରିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ବର୍ତ୍ତମାନ ତୃପ୍ତିଙ୍କ ନାଁ ରେ ପୋଲିସ ଫାଇଲ କରିସାରିଲାଣି ଚାରସିଟ୍ । ଆଉ ଖୁବ୍ ଶୀଘ୍ର କାଠ ଗଡାରେ ହାଜର ହେବେ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ।

Trupti

ତେବେ ପୂର୍ବରୁ ମଧ୍ୟ ବିଚ୍ ରାସ୍ତା ଉପରେ ଯେତେବେଳେ ପ୍ରକୃତି ମିଶ୍ରଙ୍କୁ ତୃପ୍ତି ମାଡ ମାରିଥିଲେ ସେତେବେଳେ ତାଙ୍କର ସମ୍ମାନ ହାନି ହୋଇଥିଲା । ସେହି ଆକ୍ରମଣ ମାମଲାରେ ପୋଲିସ କୌଣସି ପ୍ରକାର ନ୍ୟାୟ ଦେଇ ପାରିନଥିଲା । ସେଥିପାଇଁ ପ୍ରକୃତି ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ଯେଉଁଭଳି ଆଧାରରେ ମାମଲା ରୁଜୁ ହେବା କଥା ସେହି ଆଧାରରେ ମାମଲା ଲଗାଯାଇନଥିଲା । ତେଣୁ ଏହାର ପ୍ରକୃତ ତଦନ୍ତ କରିବା ସହ ସ୍ୱତନ୍ତ୍ର ତଦନ୍ତ କାର୍ଯ୍ୟ ସଂସ୍ଥା ଯାଞ୍ଚ କରୁ ବୋଲି ପିଟିସନରେ ଉଲ୍ଲେଖ କରିଥିଲେ ପ୍ରକୃତି ମିଶ୍ର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *