ଏହି ୬ ନାମଧାରୀ ବ୍ୟକ୍ତି ଖରାପ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତି, ପିତା-ମାତାଙ୍କ ନାମକୁ ପ୍ରସିଦ୍ଧ କରନ୍ତି ।

Spread the love

ପ୍ରତ୍ୟେକ ବ୍ୟକ୍ତି ନିଜ ମାତା-ପିତାଙ୍କ ନାମକୁ ପ୍ରସିଦ୍ଧ କରିବା ପାଇଁ ଚାହାଁନ୍ତି, ଯାହା ବିଷୟରେ ସେମାନେ ବହୁତ ଭାବିଥାନ୍ତି । ସେମାନେ ଜାଣିଥାନ୍ତି ଯେ, ତାର ପିତା-ମାତା ବହୁତ ଦୁଃଖ ଓ କଷ୍ଟ ସହି ତାକୁ ବଡ କରିଛନ୍ତି । ସେଥିପାଇଁ ଆମର କର୍ତ୍ତବ୍ୟ ହେଉଛି, ଆମେ ମଧ୍ୟ ତାଙ୍କ ପାଇଁ କିଛି କରିବା । ନିଜର ପିତା-ମାତାଙ୍କ ନାମକୁ ପ୍ରସିଦ୍ଧ କରିବା ପାଇଁ କିଛି ବ୍ୟକ୍ତି ସବୁ ପ୍ରକାର ସୀମା ଲଘିଂ ଯାଆନ୍ତି । ଆଜି ଆମେ ଏହି ଲେଖା ମାଧ୍ୟମରେ ଏହି ୬ ନାମଧାରୀ ଲୋକଙ୍କ ବିଷୟରେ କହିବୁ, ଯେଉଁମାନେ ନିଜର ପିତା ମାତାଙ୍କ ନାମକୁ ପ୍ରସିଦ୍ଧ କରିଥାନ୍ତି ।

ଆସନ୍ତୁ ଏହି ୬ ନାମଧାରୀ ଲୋକଙ୍କ ବିଷୟରେ ଜାଣିବା :-

ଯେଉଁ ବ୍ୟକ୍ତିଙ୍କ ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ପିତା ମାତାଙ୍କ ନାମକୁ ପ୍ରସିଦ୍ଧ କରନ୍ତି । ଏମାନେ ନିଜ ପିତା ମାତାଙ୍କ ଉପରେ କୌଣସି କଷ୍ଟ ଆସିବାକୁ ଦିଅନ୍ତି ନାହିଁ । ଏମାନେ ନିଜ ପିତା ମାତାଙ୍କ ଖୁସି ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ରୁହନ୍ତି । ଏମାନେ ନିଜ ପିତା ମାତାଙ୍କ ନାମକୁ ପ୍ରସିଦ୍ଧ କରିବା ପାଇଁ ବହୁତ ପରିଶ୍ରମ କରନ୍ତି ଏବଂ ସେମାନଙ୍କ କଥାକୁ ସମ୍ମାନ ଦିଅନ୍ତି ।

ଯେଉଁ ବ୍ୟକ୍ତିମାନଙ୍କ ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ମାତା ପିତା କହିଥିବା ମାର୍ଗରେ ଚାଲିବା ପାଇଁ ପସନ୍ଦ କରନ୍ତି । ଏମାନେ ନିଜ ମାତା ପିତାଙ୍କ ସବୁ କଥାକୁ ସମ୍ମାନ ଦିଅନ୍ତି ଆଉ ସେମାନଙ୍କ କଥା ଅନୁସାରେ ଚାଲନ୍ତି । ଏମାନେ ନିଜ ମାତା ପିତାଙ୍କ ଛବିକୁ କେବେ ମଧ୍ୟ ଖରାପ କରନ୍ତି ନାହିଁ । ଏହି ନାମଧାରୀ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କ ସାହଯ୍ୟ ମଧ୍ୟ କରନ୍ତି, ଯାହା ଫଳରେ ଏମାନେ ବହୁତ ନାମ ଅର୍ଜନ କରିଥାନ୍ତି । ଏମାନେ ନିଜ ମାତା ପିତାଙ୍କ ନାମ ପ୍ରସିଦ୍ଧ କରନ୍ତି ।

ଯେଉଁ ବ୍ୟକ୍ତିଙ୍କ ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ପିତା ମାତାଙ୍କ ନାମକୁ ପ୍ରସିଦ୍ଧ କରନ୍ତି । ଏମାନେ ଏମିତି କିଛି କାମ କରନ୍ତି ନାହିଁ ଯାହାଦ୍ଵାରା ଏମାନଙ୍କ ମାତା ପିତାଙ୍କ ନାମ ଖରାପ ହେବ । ଏମାନେ ମାତା ପିତାଙ୍କ ଦ୍ଵାରା ବତାଯାଇଥିବା ମାର୍ଗରେ ଚାଲବାକୁ ପସନ୍ଦ କରନ୍ତି । କୁସଙ୍ଗ ଠାରୁ ନିଜକୁ ଦୁରେଇ ରଖନ୍ତି ଏବଂ ଜୀବନରେ ଉତ୍ତମରୁ ଉତ୍ତମ କାର୍ଯ୍ୟ କରିବାକୁ ଚାହାଁନ୍ତି ।

ଯେଉଁ ବ୍ୟକ୍ତିଙ୍କ ନାମ M ଅକ୍ଷରରୁ ଆରମ୍ଭ ହୋଇଥିବ, ଏମାନେ ସାରା ଜୀବନ ନିଜ ପିତା ମାତାଙ୍କ ସେବା କରିବାରେ ସମୟ ଅତିବାହିତ କରୁବାକୁ ପସନ୍ଦ କରନ୍ତି । ଏମାନେ ନିଜ ପିତା ମାତାଙ୍କ ସେବା ବହୁତ ଭଲରେ କରନ୍ତି ଏବଂ ଏମାନେ ଏମିତି କିଛି କାମ କଦାପି କରନ୍ତି ନାହିଁ, ଯାହାଦ୍ଵାରା ଏମାନଙ୍କ ମାତା ପିତାଙ୍କ ନାମ ଖରାପ ହେବ ।

ଯେଉଁ ବ୍ୟକ୍ତିଙ୍କ ନାମ N ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ କଦାପି ନିଜ ପରିବାର ଓ ମାତା ପିତାଙ୍କ ନାମ ଖରାପ ହେବାକୁ ଦିଅନ୍ତି ନାହିଁ । ଏମାନେ ନିଜ ପିତା ମାତାଙ୍କ ନାମକୁ ପ୍ରସିଦ୍ଧ କରିଥାନ୍ତି । ଏମାନେ ଏପରି କାମ କରନ୍ତି, ଯାହାଦ୍ଵାରା ସେମାନଙ୍କ ମାତା ପିତାଙ୍କୁ ପ୍ରସନ୍ନତା ମିଳେ ।

ଯେଉଁ ବ୍ୟକ୍ତିଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ପିତା ମାତା କହିଥିବା ସମସ୍ତ କଥାକୁ ମାନନ୍ତି ଏବଂ ନିଜ ମାତା ପିତାଙ୍କ ପାଖରେ ସବୁବେଳେ ରୁହନ୍ତି । ଏମାନେ ନିଜ ମାତା ପିତାଙ୍କ ଖୁସି ପାଇଁ କିଛି ମଧ୍ୟ କରିପାରନ୍ତି ଏବଂ ଏମାନଙ୍କ ପାଇଁ ନିଜ ମାତା ପିତାଙ୍କ ଠାରୁ ବଡ ଆଉ କେହି ନାହାଁନ୍ତି ।