ଯିଏ କଲ୍ୟାଣୀକୁ ବର୍ଷାଙ୍କ ବ୍ୟାଙ୍କ ଡିଟେଲ ଦେଇଛି ସେ ହିଁ ଚକ୍ରାନ୍ତ କରିଛି।

Kalyani 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷାପ୍ରିୟଦର୍ଶନୀ ଙ୍କ ଏକାଉଣ୍ଟ କୁ ଯେତେ ବେଳେ 30 ହଜାର ଟଙ୍କା ଆସିଥିଲା ସେତେ ବେଳେ ସେତେ ବେଳେ ଏହାର ସଂଜ୍ଞ୍ୟାନ ନେଇଥିଲେ ବର୍ଷା ପ୍ରିୟଦର୍ଶନୀ । ଆଉ ଏହା ପରେ ବ୍ୟାଙ୍କ୍ କୁ ଯୋଗାଯୋଗ କରାଜାଇ ଥିଲା । ଏବଂ ତେବେ ଜଣା ପଡିଥିଲା କେହି ଜଣେ ବ୍ୟକ୍ତି ତାଙ୍କ ଏକାଉଣ୍ଟ କୁ 30 ହଜାର ଟଙ୍କା ପଠେଇଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏହି 30 ହଜାର ଟଙ୍କା ନେଇ କଲ୍ୟାଣୀ । ତେବେ ସେ ଯେଉଁ ଟଙ୍କା ବର୍ଷାଙ୍କ ଏକାଉଣ୍ଟ କୁ ଚାକିରୀ ପାଇଁ ପଠେଇଥିଲେ ତାହା କେତେ ସତ । କଲ୍ୟାଣୀ ନିଜେ ଏହି ଟଙ୍କା ପଠେଇଥିଲେ ନାଁ ତାଙ୍କୁ କେହି କହିଥିଲା । ଆଉ ଏହିଥିରେ ବଡ ପ୍ରମାଣ ହେଉଛି ଯେ କେମିତି କଲ୍ୟାଣୀ ଙ୍କ ପାଖକୁ ଆସିଲା ବର୍ଷାଙ୍କ ଏକାଉଣ୍ଟ ନମ୍ବର । ଆଉ ତାଙ୍କର ସମସ୍ତ ବ୍ୟାଙ୍କ୍ ଡିଟେଲ୍ସ ।

okila

ଏହି କଥା ଆପଣ ମାନେ ବି ଜାଣିଥିବେ କେହିବି ଅପରାଧ କରିବାକୁ ଚାହିଁଥାନ୍ତି । ତେବେ ସେ କେବେବି ନିଜର ବ୍ୟକ୍ତିଗତ ତଥ୍ୟ ଏବଂ ବ୍ୟାଙ୍କ୍ ଡିଟେଲ୍ସ ଦେବେ ନାହିଁ । ସେ ଆଉ କାହା ମାଧ୍ୟମରେ ଏହି କାମ କରିବ । କେମିତି ଭାବେ କଲ୍ୟାଣୀ ଙ୍କ ପାଖରେ ଏହି ଡିଟେଲ୍ସ ପହଁଚିଲା ସେହି ସବୁ ହେଲା ବଡ ପ୍ରଶ୍ନ । କିଏ ଜାଣି ସୁଣି ବର୍ଷାଙ୍କ ଏକାଉଣ୍ଟ ନମ୍ବର ଏବଂ ଅନ୍ୟାନ୍ନ ତଥ୍ୟ ଦେଇଥିଲେ କଲ୍ୟାଣୀ କୁ ।

ତେବେ ବର୍ଷାଙ୍କୁ ଜାଣିସୁଣି ବଦନାମ କରାଯାଉଛି ଏବଂ ଚକ୍ରାନ୍ତରେ ପକାଯାଉଛି । ଯେଉଁଥି ପାଇଁ ବର୍ଷା ପ୍ରିୟଦର୍ଶନୀ ନିଜର ପକ୍ଷବି ରଖିଛନ୍ତି । ଆଉ ଏହି ଅଭିଯୋଗ ହେଉ ହେଉ ତାଙ୍କର ଓକିଲୋ ଆଜି ପହଁଚି ଥିଲେ ସହିଦ ନଗର ଥାନାରେ ବର୍ଷାଙ୍କ ପକ୍ଷ ରଖିବା ପାଇଁ । ଏହି ଟଙ୍କା ଯେଉଁ ଏକାଉଣ୍ଟ ଜରିଆରେ କଲ୍ୟାଣୀ ଙ୍କ ପାଖକୁ ଆସିଥିଲା ତାହାକୁ ଫେରସ୍ତ ବି ଦିଆ ସରିଛି ।

kalyani

ତେବେ ଏହି ଘଟଣା ନେଇ କଣ ପାଇଁ ବର୍ଷାଙ୍କୁ ବଦନାମ କରିବା ଲାଗି ଯୋଜନା ଚାଲିଛି ତାହା ହେଲା ବଡ ପ୍ରଶ୍ନ । ତେବେ କଲ୍ୟାଣୀ କହୁଥିବା କଥା କେତେ ସତ ସେ ସତ କହୁଛନ୍ତି ନାଁ ତାଙ୍କୁ କେହି କହିବାକୁ ପ୍ରବର୍ତ୍ତାଉଛି । କିଏ ରହିଛି ପରଦା ପଛରେ ତାହା ଜାଣିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ