ଏହି ସବୁ ରାଶି ପାଇଁ ଆଜିଠୁ ଆଗାମୀ 30 ଦିନ ବଡ ବିପଦ । ରୁହନ୍ତୁ ସାବଧାନ

30 days

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହେଉଛି ସୂର୍ଯ୍ୟ ପରାଗ ଗ୍ରହ ମାନଙ୍କ ଚଳନ ପରିବର୍ତନ ହେତୁ କିଛି ରାଶି ମାନଙ୍କ ଉପରେ ପ୍ରଭାବ ପଡିଥାଏ । ତେବେ କିଛି ରାଶିର ସୁ ପ୍ରଭାବ ପଡିବା ସହିତ ଆଉ କିଛି ରାଶିରେ କୁ ପ୍ରଭାବ ପଡିଥାଏ । ତେବେ ଏହିଠାରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏମିତି ଚାରୋଟି ରାଶି ମାନଙ୍କ ବିଷୟ ରେ ଯେଉଁ ମାନଙ୍କ ରାଶି ଉପରେ କୁ ପ୍ରଭାବ ପଡିବା ସହିତ ଏମାନଙ୍କ ରାଶିରେ ରହିଛି ଖରାପ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ ରହିଛି ।

କର୍କଟ ରାଶି – ଆପଣ ମାନଙ୍କ କ୍ରୋଧ ଆପଣ ମାନଙ୍କ କ୍ଷେତି କରିବାର ସମ୍ଭାବନା ରହିଛି । ନାଁ ପତ୍ନୀ ଙ୍କ ସହିତ ମତ ଭେଦ ହୋଇପାରେ । ଅବହେଳା ପାଇଁ ଆପଣ ମାନଙ୍କର ଅସୁବିଧା ହୋଇପାରେ । ଆଶା ହତାସ ବି ହୋଇପାରେ ।

rasi

ତୁଳା ରାଶି – ଆପଣ ମାନେ ଆପଣ ମାନଙ୍କ ଅର୍ଜିତ ଧନ ଏବଂ ସମ୍ମାନ ହରେଇ ପାରନ୍ତି । ଆପଣ ମାନଙ୍କ ଉପରେ ଉଚ୍ଚ ଅଧିକାରୀ ଙ୍କ ଚାପ ବୃଦ୍ଧି ପାଇବ ଅନାବଶ୍ୟକ ଦ୍ୱନ୍ଦରେ ଟାଣି ହୋଇ ପାରନ୍ତି । ଆପଣ ମାନେ କୈଣସି କାର୍ଯ୍ୟ ପାଇଁ ଚିନ୍ତିତ ହେବାର ସମ୍ଭାବନା ରହିଛି ।

ବିଛା ରାଶି – ଆଜି ଆପଣ ମାନେ କରିଥିବା କାର୍ଯ୍ୟ ଅପ୍ରିତିକର ହୋଇପାରେ ଆପଣ ମାନେ ରାଜନୀତି ରେ ନୂତନ ସମସ୍ୟା ଶାକାର ହୋଇ ପାରନ୍ତି । କୌଣସି ଏକ ରୋଗ କଷ୍ଟକର ଆପଣ ମାନଙ୍କ ପାଇଁ ହୋଇ ପାରେ ।

ମୀନ ରାଶି – ଶାରୀରିକ ଅସୁସ୍ଥତା ସାମୋହିକ ଭାବରେ ଦେଖାଯାଏ । ଆପଣ ମାନଙ୍କ କାର୍ଯ୍ୟ ରେ ବହୁତ ବିଳମ୍ଭ ମଧ୍ୟ ହୋଇ ପାରେ । ପରିବାର ରେ ଆପଣ ମାନଙ୍କ ଟେନସନ ବି ଆସିପାରେ ସାବଧାନ ରୁହନ୍ତୁ ସଡକ ଦୂର୍ଘଟଣା ମଧ୍ୟ ଆପଣ ମାନଙ୍କର ହୋଇପାରେ । ଏହା ଆପଣ ମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକେଇବ । ତେବେ R ଅକ୍ଷର ରୁ ଆରମ୍ଭ ହୋଇଥିବା ନାମ ସହିତ ତୁଳା ଲୋକ ମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଯେଉଁ ରାଶି ଗୁଡିକ ପାଇଁ ପରାଗ ଉଦ୍ଧିଷ୍ଟ ନୁହେଁ । ସେମାନଙ୍କୁ ପରାଗ ନଦେଖିବା ପାଇଁ ପରାମର୍ଶ ଦିଆଯାଇଛି । ଏହାର କ୍ଷେତିକାରକ ପ୍ରଭାବ କୁ କମ୍ କରିବା ପାଇଁ ସୂର୍ଯ୍ୟଙ୍କ ଗାୟୋତ୍ରୀ ମନ୍ତ୍ର ଯପ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *