CCTV ରେ ଧରା ପଡ଼ିଲା ଶାଶୁ ଜ୍ବାଇଁ ର ରୋ-ମାନ୍ସ, ତା ପରେ ଘଟିଲା ଏଭଳି ଘଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

saso

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶାଶୁ ଙ୍କ ପ୍ରେମ ରେ ପଡିଲେ ଜ୍ୱାୟିଁ ଘରୁ ଫେରାର ହେବା ପରେ ମିଳିଲା ଦୁଇଜଣଙ୍କ ମୃ-ତ ଦେହ । ତେବେ ବନ୍ଧୁଗଣ ରାଜସ୍ଥାନ ସୀମାନ୍ତ ବର୍ମ ଜିଲ୍ଲା ରେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି । ତେବେ ଶାଶୁ ଙ୍କ ପ୍ରେମ ରେ ପଡିଛନ୍ତି ଜ୍ୱାୟିଁ କେବଳ ଶାଶୁ ନୁହେଁ ବରଂ ଜ୍ୱାୟିଁ ମଧ୍ୟ ଶାଶୁ ଙ୍କୁ ପ୍ରେମ କରୁଥିଲେ । ହେଲେ ପରେ ଦୁହେଁ ଫେରାର ହୋଇ ଗଛରେ ରସି ଲଗେଇ ଆ-ତ୍ମ-ହ-ତ୍ୟା କରିଛନ୍ତି ।

ତେବେ ବନ୍ଧୁଗଣ ବାରମାର ଗ୍ରାମୀଣ ପୋଲିସ୍ ଷ୍ଟେସନ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ମୃ-ତକ ଦୁଇ ଜଣ ହେଲେ କେରଳର 25 ବର୍ଷୀୟ ହୋଟ୍ରାଣ୍ଡିଲ ଏବଂ 38 ବର୍ଷୀୟ ଖାକିଆଁର ବାସିନ୍ଦା ଦରିଆ ବୋଲି ଜଣାପଡିଛି । ତେବେ 1 ବର୍ଷ ପୂର୍ବେ ଖାତିଆ ର ବାସିନ୍ଦା ନିମାରାମ ଙ୍କ ଝିଅ ଗୀତା ଙ୍କ ସହିତ ଖୋତାରାମ ଙ୍କର ବିବାହ ହୋଇଥିଲା ଦୁଇ ତିନି ଦିନ ପୂର୍ବରୁ ଖୋତାରାମ ତାଙ୍କ ପତ୍ନୀ ଗୀତା ଙ୍କ ସହିତ ଶସୁର ଘରକୁ ଆସିଥିଲେ ।

କିଛି ଦିନ ଘରେ ରହିବା ପରେ ଖୋତାରାମ ଏବଂ ତାଙ୍କର ଶାଶୁ ଦରିଆ ସୋମବାର ଦିନ ଘରେ କାହାକୁ କିଛି ନଜଣେଇ ଘରୁ ପଳେଇ ଜାଇଥିଲେ ଏବଂ ଗାଁ ଠାରୁ 30 କିଲୋମିଟର ଦୂରରେ ବାରମର ମୁନାବାର ରାସ୍ତାରେ ଥିବା ଏକ ଗଛରେ ଫା-ସୀ ଲଗେଇ ଆ-ତ୍ମ-ହ-ତ୍ୟା କରିଥିଲେ । ତେବେ ଗ୍ରାମିଣ ପୋଲିସd ଅଧିକାରୀ ପାର୍ବତ ସିଂ କହିଛନ୍ତି ଯେ ଘଟଣା ସଂମ୍ପର୍କ ରେ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ମୃ-ତ ଦେହ କୁ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଛନ୍ତି ।

ତେବେ ପ୍ରେମ ସଂ-ମ୍ପର୍କ ପାଇଁ ଏମିତି ଅଘଟଣ ହୋଇଥିବା ବେଳେ ପ୍ରକୃତ ତଥ୍ୟ ହେଲେ ବର୍ତମାନ ସମୟ ରେ ହସ୍ତଗତ ହୋଇନାହିଁ । ତେବେ ବନ୍ଧୁଗଣ ଏହିପରି ସବୁ ଘଟଣା କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ