Jyotisha Shastra – ସବୁଠାରୁ ଭାଗ୍ୟଶାଳୀ ହୋଇଥାନ୍ତି ଏହି ୩ଟି ନାମର ଝିଅ, ଏମାନଙ୍କୁ ବିବାହ କଲେ ଖୋଲିଯାଏ ଭାଗ୍ୟ

3 name girl

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଜ୍ୟୋତିଷଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ରାଶି ଆଧାରରେ ଦିଆଯାଇଥାଏ। ତେବେ ଏଭଳି ନାମର ପ୍ରଥମ ଅକ୍ଷର ବ୍ୟକ୍ତିଙ୍କର ଅନେକ ରହସ୍ୟ ଖୋଲିଥାଏ। ତେବେ ଏଭଳି କିଛି ନାମ ଅଛି ଯାହା ଭାଗ୍ୟଶାଳୀ ହୋଇଥାଏ। ଏମାନଙ୍କ ସହିତ ଯୋଡ଼ି ହୋଇ ରହିଥିବା ଲୋକମାନଙ୍କ ଭାଗ୍ୟ ମଧ୍ୟ ଚମକି ଉଠିଥାଏ। ତେବେ ଆସନ୍ତୁ ଜାଣିବା ଏମିତି କିଛି ଭାଗ୍ୟଶାଳୀ ନାମ ଯୁକ୍ତ ଝିଅମାନଙ୍କ ସମ୍ପର୍କରେ। ଯେଉଁମାନଙ୍କୁ ବିବାହ କରିବା ଦ୍ୱାରା ସ୍ୱାମୀଙ୍କ ଭାଗ୍ୟ ଖୋଲିଯାଏ।

M ନାମର ଝିଅ :- ଏହି ନାମର ଝିଅମାନେ ବିବାହ ପାଇଁ ସବୁଠୁ ଅଧିକ ଯୋଗ୍ୟା ହୋଇଥାନ୍ତି ବୋଲି ବିଶ୍ଵାସ କରାଯାଏ । ଏମାନେ ବହୁତ ଗୁଣବାନ ହୋଇଥାନ୍ତି ଓ ସମସ୍ତଙ୍କ ସହ ପ୍ରେମରେ ବ୍ଯବହାର କରନ୍ତି । ଏମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏମାନେ ନିଜ ଜୀବନସାଥୀଙ୍କୁ ଖୁବ ପ୍ରେମ କରନ୍ତି ଓ ପରିବାରକୁ ମଧ୍ୟ ସବୁବେଳେ ଯୋଡି କରି ରଖନ୍ତି । ଏମାନେ ନିଜ ଜୀବନସାଥୀଙ୍କ ପ୍ରତି ସବୁବେଳେ ବିଶ୍ଵସ୍ତ ରୁହନ୍ତି ଓ ନିଜ ପରିବାର ପ୍ରତି ଖୁବ ଦାୟିତ୍ବଶୀଳ ହୋଇଥାନ୍ତି ।ଏମାନେ କେବେ କାହା ମନରେ କଷ୍ଟ ଦିଅନ୍ତି ନାହିଁ ବରଂ ସମସ୍ତଙ୍କର ଧ୍ୟାନ ରଖନ୍ତି ।

girl 1

K ନାମର ଝିଅ :- ଏହି ଝିଅ ମାନଙ୍କ ବିଷୟରେ କୁହାଯାଏ କି ଏମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି ଓ ଏହା ସହ ଗୁଣବାନ ମଧ୍ୟ ହୋଇଥାନ୍ତି ।ଏମାନଙ୍କ ଉଦ୍ଦେଶ୍ୟ ଓ ଇଚ୍ଛା ଶକ୍ତି ଖୁବ ମଜବୁତ ହୋଇଥାଏ । ପରିବାର ଉପରେ ଆସୁଥିବା ସମସ୍ତ ସମସ୍ୟାକୁ ଏମାନେ ଦୃଢତାର ସହ ସାମନା କରନ୍ତି । ସୁନ୍ଦରୀ ହେବା ସହ ଏହି ନାମର ଝିଅମାନେ ବହୁତ ଅଧିକ ଭାବୁକ ମଧ୍ୟ ହୋଇଥାନ୍ତି ।

ଏମାନେ ସବୁବେଳେ ନିଜ ମଧ୍ୟରେ ଭାବନାର ସମୁଦ୍ର ନେଇ ରହିଥାନ୍ତି ଓ ନିଜ ସଂପର୍କକୁ ବହୁତ ବିଶ୍ବସ୍ତତାର ସହ ତୁଲାଇ ଥାଆନ୍ତି । ଏମାନଙ୍କ ହୃଦୟ ଖୁବ ନିର୍ମଳ ହୋଇଥାଏ ଓ ପତିଙ୍କ ପ୍ରେମରେ ଏତେ ବୁଡି ରୁହନ୍ତି ଯେ ନିଜକୁ ମଧ୍ୟ ଭୁଲି ଯାଆନ୍ତି । ଏମାନେ ନିଜ ପତିଙ୍କ ପାଇଁ ଖୁବ ସୌଭାଗ୍ୟର କାରଣ ହୋଇଥାନ୍ତି ।

women 2

S ନାମର ଝିଅ – ଏହି ନାମର ଝିଅଙ୍କ ବିଷୟରେ କୁହାଯାଏ ଏମାନେ ସାମାନ୍ଯ ରାଗି ହୋଇଥିଲେ ମଧ୍ୟ ଯିଏ ଏମାନଙ୍କୁ ଭଲ ଭାବେ ଚିହ୍ନି ପାରେ ତାର ଏମାନଙ୍କ ପ୍ରତି ନିଜ ଚିନ୍ତାଧାରା ସବୁ ଦିନ ପାଇଁ ପରିବର୍ତ୍ତନ ହୋଇଯାଏ । ଏହି ନାମର ଝିଅକୁ ବିବାହ କରିବା ଜେନ ପୁଅ ପାଇଁ ସବୁଠୁ ଅଧିକ ସୌଭାଗ୍ୟର ବିଷୟ ଅଟେ ।ଏମାନେ ଯେକୌଣସି କାର୍ଯ୍ୟରେ ହାତ ଦେଲେ ତାହା ପୁରା କରି ହିଁ ଦମ୍ ନିଅନ୍ତି । ସବୁ ପରିସ୍ଥିତିରେ ନିଜ ପରିବାର ସହ ଠିଆ ହୁଅନ୍ତି । ଏମାନଙ୍କୁ ଶୀଘ୍ର ରାଗ ଆସିଯାଏ। ମାତ୍ର ଏମାନେ ଶୀଘ୍ର ଶାନ୍ତ ମଧ୍ୟ ହୋଇଯାନ୍ତି ।

ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ