ସମସ୍ତ ରୋଗଙ୍କ ପାଇଁ ଗୋଟିଏ ଔଷଧ,ଗାଁରେ ମିଳୁଥିବା ଏହି…..

Spread the love

ଡାକ୍ତର ଓ ବୈଦ୍ୟଙ୍କ କହିବା ଅନୁସାରେ “ବାଥୁଆ” ହେଉଛି ଏକ ଲତା ଜାତୀୟ ବୃକ୍ଷ । ଯେଉଁଥିରେ କି ବିଭିନ୍ନ ରୋଗର ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ରହିଅଛି । ଏଥିରେ ରହିଥବା ପୋଷାକ ତତ୍ୱ ଆମ ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ରୋଗ ଠାରୁ ଆମକୁ ବଞ୍ଚାଇ ଥାଏ । ଏହା ହେଉଛି ଏକ ପ୍ରକାର ଶାଗ, ଯାହା କି ଆପଣଙ୍କୁ ବହୁତ ସହଜରେ ମିଳି ଯାଇପାରିବା ନିକଟସ୍ଥ ଗାଆଁ ମାନଙ୍କରେ । ପ୍ରତିଦିନ ଶାଗ ଖାଇବା ଭଳି ଏହି ବାଥୁଆକୁ ଆପଣ ଖାଇ ପାରିବେ ଅର୍ଥବ ଏହାକୁ ଛେଚି ମଧ୍ୟ ଖାଇପାରିବେ । ତ ଆସନ୍ତୁ ଜାଣିବା ସେହି ବାଥୁଆ ଶାଗର ଉପକାରିତା :

ପେଟ ଜନିତ ସମସ୍ୟା :-

ଏହି ବାଥୁଆକୁ ଛେଚି ଏହାର ରସକୁ ପାଣିରେ ମିଶାଇ ପିଇବା ଦ୍ୱାରା ପେଟ ଜନିତ ରୋଗ ଯଥା,କଷ୍ଟ କାଠିନ୍ୟ, ଏସିଡିଟି, ଗ୍ୟାସ ଏମିତି କିଛି ରୋଗ ବହୁତ ସହଜରେ ଆରୋଗ୍ୟ ପ୍ରାପ୍ତ କରି ପାରିବେ ।

ବୃକକ ଏବଂ ମୂତ୍ରାଶୟ :

ଆପଣଙ୍କୁ କହିବା ଉଚିତ ହଉଛି ଯେ ଏହି ବଥୁଆର ବ୍ୟବହାର ଦ୍ୱାରା ବୃକକ ଏବଂ ମୂତ୍ରାଶୟର ସମ୍ବନ୍ଧିତ ସମସ୍ୟା ହୋଇନଥାଏ ।

ଚେହେରା ସମ୍ବନ୍ଧିତ :

ଯଦି ଆପଣଙ୍କ ଚେହେରାରେ ବା ଶରୀରରେ କୁଣ୍ଡିଆ,ଧଳା ଦାଗ,ଚର୍ମ ରୋଗର ସମସ୍ୟା ଅଛି ତାହାଲେ ଆପଣ ଏହି ବଥୁଆ ଶାଗକୁ ଖାଆନ୍ତୁ ଏହା ଦ୍ୱାରା ବହୁତ ଲାଭ ଦାୟକ ଓ ଫଳପ୍ରଦ ପାଇବେ ।

ଜ୍ଵର ଏବଂ ମ୍ୟାଲେରିଆ :

ଜ୍ଵର ଏବଂ ମ୍ୟାଲେରିଆ ରୋଗରେ ପୀଡିତ ବ୍ୟକ୍ତି ମଧ୍ୟ ଏହି ବଥୁଆ ଶାଗ ଖାଇଲେ ବହୁତ ଫଳପ୍ରଦ ମିଳିଥାଏ । ତେଣୁ ଆପଣ ଏହାର ଉପାୟଗୋ କରିବା ଉଚିତ ।

ମୁହଁରୁ ଦୁର୍ଗନ୍ଧ ବାହାରିବା :

ଯଦି ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଆସୁଅଛି ତାହାଲେ ଆପଣ ଏହି ବାଥୁଆ ଶାଗର ରସକୁ ବ୍ୟବହାର କରନ୍ତୁ ଯାହା ଦ୍ୱାରା ଆପଣଙ୍କୁ ଫଳ ପ୍ରଦ ମିଳିବ ।

ଷ୍ଟନ୍ (stone) ଜନିତ ସମସ୍ୟା :

ଷ୍ଟନ୍ (stone) ଜନିତ ସମସ୍ୟା ନିମନ୍ତେ ବାଥୁଆ ଶାଗ ସେବନ ରୋଗୀଙ୍କ ପାଇଁ ବରଦାନ ସଦୃଶ୍ୟ ଅଟେ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଚ୍ଛେଦଟି ଆପଣଙ୍କୁ କିପରି ଲାଗିଲା comment କରି ଜଣାନ୍ତୁ ।