ରାତିରେ ବିବାହ ସରିଲା, ସକାଳୁ ସ୍ୱାମୀକୁ ଛାଡି ପ୍ରେମିକ ସହ ଫେରାର କନ୍ୟା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ପାଇଁ ଆସିଥିଲେ ବିବାହ ବି ସରିଲା ହେଲେ କନ୍ୟା ବିନା ଏକୁଟିଆ ଫେରିଗଲେ ବର ଏହି ପରି ଏକ ଘଟଣା ସ୍ଥାନିୟ ବ୍ରାହ୍ମଣ ପଡାରେ ଘଟିଛି । ମୁକୁନ୍ଦ ପୁର ଅଞ୍ଚଳ ର ପ୍ରେମ କୁମାର ବ୍ରାହ୍ମଣ ପଡାରେ ଜଣେ ଯୁବତୀ ଲିଜା ସହିତ ବିବାହ କରିବାର ଥିଲା । ହେଲେ ବିବାହ ପରେ ଉକ୍ତ ଯୁବତୀ ନିଜର ପ୍ରେମିକ ସହିତ କେଉଁଆଡେ ପଳେଇ ଜାଇଛନ୍ତି ।

ଏବେ ଯୁବକ ଜଣଙ୍କ ଟାଉନ ଥାନା ରେ ଅଭିଯୋଗ କରି ଘଟଣା ର ତଦନ୍ତ ଦାବି କରିଛନ୍ତି । ବିବାହ ପରେ ଯୁବତୀ ଙ୍କ ଏମିତି କାରନାମା ସମସ୍ତ ଙ୍କୁ ଚିନ୍ତାରେ ପକେଇଛି। ନିଜର ଇଜ୍ଜତ ଚାଲିଜାଇଥିବାରୁ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବର ପକ୍ଷ ।

Marriage

ତେବେ ଏମିତି ରେ ବନ୍ଧୁଗଣ ବିଗତ ସମୟ ରେ ବିବାହ ପ୍ରସ୍ତାବ ପଡିଥିବା ବେଳେ ସେମିତି କିଛି ଜଣା ପଡୁ ନଥିବା ବେଳେ ବିବାହ ପରେ ଏମିତି ହଠାତ ସ୍ତ୍ରୀ ର ପଳେଇଯିବା ନେଇ ନିଜର ଇଜ୍ଜତ ହରେଇବା ସହିତ ସମାନ ବୋଲି ସେ କହିଛନ୍ତି ।

ବର୍ତମାନ ସମୟ ରେ ଯୁବତୀ ପଳେଇ ଯାଉଥିବାର ଏକ ସିସିଟିଭି ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ତେବେ ଦେଖିବାକୁ ବାକି ରହିଲା କଣ ନେଉଛି ପୋଲିସ ପଦକ୍ଷେପ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ