ଯୁବତୀଙ୍କୁ ଘରୁ ଟେକି ନେଇ ଭଡା ଘରେ ରଖି ଦୁ-ଷ୍କ-ର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଲା ଗିରଫ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅ କହୁଛି ମତେ ଜୋର ଜବର୍ଦୋସ୍ତ ଉଠେଇ ନେଲେ ଭଡା ଘରେ ରଖିଲେ ଗଣ ଦୁ-ଷ୍କ-ର୍ମ କଲେ ଯେତେ ବେଳେ ଇଚ୍ଛା ହେଲା ସେତେ ବେଳେ ଘରକୁ ଆସିଲେ ଯିଏ ନାହିଁ ସିଏ ମୋ ସହିତ ଖରାପ ସଂ-ମ୍ପର୍କ ରଖିଲେ । ଆଉ ଏପଟେ ଗିରୋଫ ହୋଇଥିବା ମୂଖ୍ୟ ଅଭିଯୁକ୍ତ ଙ୍କ କହିବା କଥା । ନାହିଁ ଆଜ୍ଞ୍ୟା ଏହି ସବୁ କଥା ମିଛ ସେହି ଝିଅ ମତେ ଫସେଇ ଦେଉଛି ।

ସେ ଝିଅ ସହିତ ମୁଁ ଫୋନ ରେ କଥା ହେଉଥିଲି ପ୍ରେମ ସଂ-ମ୍ପର୍କ ଗଢି ଉଠିଥିଲା । ପ୍ରେମ ସଂମ୍ପର୍କ ନିର୍ବିଡ ହୋଇଥିଲା । ଆଉ ତା ପରେ ପ୍ରେମ କୁ ସିନ୍ଦୁର ରେ ପରିଣତ କରିବା ଲାଗି ବାଧ୍ୟ କରିଥିଲା । ଆଉ ଶେଷକୁ ଘର ଛାଡି ମୁଁ ତା ସହିତ ବାହାରେ ରହିଥିଲି । ଆଉ ବାହାରେ ରହିବା ପରେ ମୁଁ ଯେତେ ବେଳେ କାମକୁ ଯାଏ ସେତେ ବେଳେ ତାଙ୍କ ଘର ଲୋକ ମାନେ ତାଙ୍କୁ ଫୋନ କରନ୍ତି । ଆଉ ସମୟ ସୁବିଧା ଦେଖି ସେ ଘର ଲୋକଙ୍କ ସହିତ ପଳେଇ ଆସିଲା ।

girl a

ଆଉ ଏବେ ମୋ ବିରୋଧ ରେ ଥାନା ରେ ଅଭିଯୋଗ କରିଛି । କହୁଛି ମୁଁ ଏକା ନୁହେଁ ମୋ ସାଙ୍ଗ ସାଥି ମାନେ ମିଶି ମୁଁ ତାକୁ ଗଣ ଦୁ-ଷ୍କ-ର୍ମ କରୁଥିଲି । ସତ କହୁଛୁ ଆଜ୍ଞ୍ୟା ମୁଁ ନିର୍ଦୋସ ସେ ଝିଅକୁ ଭଲ ପାଇ ମୁଁ ଘର ଛାଡିଥିଲି । ହଁ ବନ୍ଧୁଗଣ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ତାଳପାଢୀ ଅଞ୍ଚଳ ରେ ଜଣେ ଯୁବତୀ ଙ୍କୁ ନେଇ ତାଙ୍କୁ ଭଡା ଘରେ ରଖି ତାଙ୍କୁ ଗଣ ଦୁ-ଷ୍କ-ର୍ମ କରାାଇଥିବା ଅଭିଯୋଗ ହୋଇଛି ।

ଆଉ ଏହି ଘଟଣାରେ ମୂଖ୍ୟ ଅଭିଯୁକ୍ତ ଙ୍କୁ ସୋର ପୋଲିସ ଗିରୋଫ କରିଛି । ଆଉ ଗିରୋଫ ପରେ ମୂଖ୍ୟ ଅଭିଯୁକ୍ତ ରଂଞିତ ଏହି ନେଇ ମୁହଁ ଖୋଲିଛି । ତେବେ ରଂଞିତ ର କହିବା ଅନୁସାରେ ଯୁବତୀ ପ୍ରଥମେ ଫୋନ କରି ଡାକିଥିଲେ ତା ପରେ ଆମେ ସାଙ୍ଗ ହୋଇ ଘର ଛାଡିଥିଲୁ ତେବେ ଏହି କେଶ୍ ରେ ଘଟଣା କେଉଁ ମୋଡ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *