ଶା-ରୀ-ରିକ ସ-ମ୍ପର୍କ ରଖି ଧୋକା ଦେଲା ପ୍ରେମିକ ଥାନାରେ ମାମଲା ରୁଜୁ

thana

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ରେ କିନ୍ନର ଙ୍କ ସହ ପ୍ରେମ ପ୍ରତାରଣା ଅ-ବୈଦ୍ଧ ସଂ-ମ୍ପର୍କ ଅଭିଯୋଗ ରେ ଗତ ଜାନୁଆରୀ 25 ରେ ଏକ ମାମଲା ରୁଜୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ସଦର ମହକୁମା ର ଦେବଲୀଲା କିନ୍ନର ଏବଂ ଦିବ ନନ୍ଦ ଅଗ୍ରୱାଲ ଙ୍କ ସହିତ । ଦିର୍ଘ ବର୍ଷ ରୁ ପ୍ରେମ ଏବଂ ଶା-ରୀ-ରିକ ସଂ-ମ୍ପ-ର୍କ ରଖି ଆସୁଥିଲେ ସେ କିନ୍ନର ଙ୍କୁ ବିବାହ ର ପ୍ରତିଶୃତି ଦେଇ ଶା-ରୀ-ରିକ ସଂ-ମ୍ପ-ର୍କ ରଖି ଆସୁଥିବା ବେଳେ ଏବେ ପ୍ରତାରଣା କରିବାରୁ ମାମଲା ଦାୟର ହୋଇଛି ।

ତେବେ ବନ୍ଧୁଗଣ ଏଠାରେ କିନ୍ନର ଜଣଙ୍କ କହିବା ଅନୁସାରେ ପ୍ରଥମେ ସେ ଫେସବୁକ ରୁ ନମ୍ବର ମାଗି ମତେ ପ୍ରପୋଜ କରି ମୋ ସହିତ ସଂ-ମ୍ପର୍କ ରଖିଥିଲା । କିଛି ଦିନ ଗଲା ପରେ ମତେ ଶା-ରୀ-ରିକ ସଂ-ମ୍ପ-ର୍କ ପାଇଁ ବାଧ୍ୟ କରିଥିବାରୁ ମୁଁ ବିନା ବିବାହ ରେ ଶା-ରୀ-ରିକ ସଂ-ମ୍ପ-ର୍କ ରଖି ପାରିବି ନାହିଁ । ତେବେ ସେ ମତେ ନେଇ ମହୁଲି ପାଟଣା ଘାଟି ସ୍ଥିତ ବନ ଦୂର୍ଗା ମନ୍ଦିର ରେ ମତେ ବିବାହ କରିଥିଲା । ଏବଂ ପରେ ସେ ମୋ ଦେହ ସହିତ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଥିଲା ।

kinara

କିଛି ଦିନ ଏମିତି ବହୁତ ସୁନ୍ଦର ସଂମ୍ପର୍କ ଥିଲା । ଏମିତି ରେ ସେ ଅଲଗା ଝିଅ ମାନଙ୍କ ସହିତ କଥା ହୁଏ ଆଉ ଦିନେ ତା ମୋବାଇଲ ଧରିବାରୁ ମୁଁ ସେହିଥିରୁ କିଛି ଜାଣିବା ପାଇଁ ପାଇଥିଲି । ଏମିତି ବେଳେ ଡାଉଟ କରି ମୁଁ ଯେତେ ବେଳେ ଏହି ଖବର କୁ ନେଇ ତାଙ୍କ ଘରେ କହିଥିଲି । ଆଉ ଏମିତି ବେଳେ ସେମାନେ ମତେ ପିଟି ରାସ୍ତାରେ ପକେଇ ଦେଇଥିଲେ । ତା ପରେ ମୁଁ ଆସି ଥାନାର ଦ୍ୱାରସ୍ଥ ହୋଇଥିଲି ।

ଥାନାର ଦ୍ୱାରସ୍ଥ ହେବା ପରେ ବି ତାର ବଡ ବାପା ଏବଂ ତାର ଜିଜା ସବୁ ଆସିକି ମୋ ସହିତ କମ୍ପ୍ରମାଇଜ୍ ହେଲା ତମ ଶିବା ତୁମକୁ ମିଳିଯିବ ଏମିତି ସେମିତି କହିଥିଲେ । ଏଭଂ ପରେ ସେମାନେ କେଶ୍ ରୁ ଉହୁରେଇ ଯିବାକୁ କହିଥିଲେ ମୁଁ କେଶ ରୁ ଉହରେଇ ଜାଇଥିଲି । ଏମିତି ରେ ଦୁଇ ମାସ ତିନି ମାସ ବିତି ଜାଇଥିଲେ ବି ସେ ମୋ ସହିତ ପୂର୍ବ ପରି ରିଲେସନ ରଖିଲା ନାହିଁ କି ମୋ ସହିତ କଥା ହେଲା ନାହିଁ । ଏବଂ ତା ପରେ ସେ ପିଲା କହିଲା ଯେ ପଇସା ପତ୍ର ନେ ଏକ ଲକ୍ଷ ଟଙ୍କା ଆଉ ମତେ ତୁ ଛାଡି ଦେ । ଏମିତି କରିବାରୁ ମୁଁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ