ଗୋବିନ୍ଦ ପକେଟରେ ଶେଷ ଚିଠି ,ଚିଠି ଲୁଚାଉଛି ପୋଲିସ କହିଲେ ପରିବାର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋବିନ୍ଦ ର ଶେଷ ଚିଠି ସଭିଙ୍କର ନିଦ ହଜେଇ ଦେବାରେ ଲାଗିଛି । ହଁ ବନ୍ଧୁଗଣ ଗୋବିନ୍ଦ ମୃ-ତ୍ୟୁ ପରେ କୁଆଡେ ଗୋବିନ୍ଦ ର ପ୍ୟକେଟ ରୁ ଜବଦ ହୋଇଛି କୁଆଡେ ଗୋବିନ୍ଦ ର ହାତ ଲେଖା ଶେଷ ଚିଠି । ଜାହା ପୋଲିସ ହାତରେ ଲାଗିଛି ହେଲେ ପୋଲିସ ସାର୍ବଜନିନ କରୁ ନାହିଁ । ଯାହାକୁ ନେଇ ସନ୍ଧେହ ଉଠେଇଛନ୍ତି ପରିବାର ଲୋକେ । ଆଉ କହୁଛନ୍ତି କୁଆଡେ ଏହି ଚିଠି ପଦାକୁ ଆସିଲେ ଅନେକ ଗୁମର ଫିଟିବ ।

ତେବେ ସେ ଚିଠି ସତରେ ଗୋବିନ୍ଦ ଲେଖିଛି କି ନାହିଁ । ଯଦି ଗୋବିନ୍ଦ ଲେଖିନି ତାହାକୁ କିଏ ଲେଖିଚି ତଦନ୍ତ କୁ ବାଟ ବଣା କରିବା ପାଇଁ ଚାହୁଁଛିକି । ଏମିତି ଅନେକ ଗୁଡିଏ ପ୍ରଶ୍ନ ଏବେ ଦାଣ୍ଡରେ ପଡି ହାଟରେ ଗଡିବାରେ ଲାଗିଛି । ହଁ ବନ୍ଧୁଗଣ ଗୋବିନ୍ଦ ର ପ୍ୟାକେଟ ରୁ ଦୁଇ ପୃଷ୍ଟାର ଶେଷ ଚିଠି ମିଳିଥିବା ଲୋକ କହୁଛନ୍ତି । ଆଉ ଏହି ଶେଷ ଚିଠି ଏବେ ସମସ୍ତ ଙ୍କ ନିଦ ହଜେଇ ଦେଉଛି ।

Govinda

ଆଉ ଏହି ଥିରେ କଣ ଲେଖା ହୋଇଛି ଏବଂ ତାଙ୍କର ମୃ-ତ୍ୟୁ ପାଇଁ ଏହିଥିରେ କେଉଁ ମାନେ ଦାୟୀ ସମ୍ଭବତ ଏହି ସଂମ୍ପର୍କ ରେ ଲେଖା ଜାଇଥିବ ବୋଲି ଚର୍ଚ୍ଚା ହେଉଛି । ତେବେ ପୋଲିସ ଏହି ଶେଷ ଚିଠି କୁ ଚପେଇବ ନାଁ ତଦନ୍ତ ପରିସର ଭୁକ୍ତ କରିବ ତାହା ଅନେକ ଲୋକଙ୍କର ସନ୍ଧେହ ହେଉଛି । ତେବେ ଏହି ନେଇ କିନ୍ତୁ ପୋଲିସ ମୁହଁ ଖୋଲୁ ନାହିଁ ।

ଏଠାରେ କହିବା ପାଇଁ ଚାହିଁବୁ ଏହି ପ୍ରଶଂଙ୍ଗରେ ପୂର୍ବରୁ ରଜନୈତିକ ନେତା ଙ୍କ ଲିଙ୍କ୍ ରହିଥିବା ଚର୍ଚ୍ଚା ହେଉଥିଲା । ଆଉ ପୁଣି ଥରେ ଏହି ଘଟଣା ସାରା ରାଜ୍ୟରେ ଚହଳ ପକେଇ ଦେଇଛି । ଆଉ ସବୁଠୁ ବଡ କଥା ହେଲା ଗୋବିନ୍ଦ କୁଆଡେ ଶେଷ ଚିଠି ଲେଖିଛି ଯେଉଁ ଶେଷ ଚିଠି କୁ ପୋଲିସ ଚପେଇବା ପାଇଁ ଚେଷ୍ଟା କରୁଥିବା ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।

ତେବେ କଣ ପାଇଁ ଗୋବିନ୍ଦ ଜେଲ ଭିତରେ ମୃ-ତ୍ୟୁର ପଥ କୁ ବାଛିନେଲେ । ତେବେ ତାଙ୍କୁ ଜେଲ ମଧ୍ୟରେ ହ-ତ୍ୟା କରାଜାଇଛି ନାଁ ସେ ନିଜେ ଜିବନ ହାରିଛନ୍ତି ତାହାକୁ ନେଇ ଏବେ ସନ୍ଧେହ ବଢିବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ