ମୃ-ତ୍ୟୁ ପୂର୍ବର ଶେଷ ନାଚ, ନାଚ ଦେଖିଲେ ଫାଟିଯିବ ଛାତି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡାକ୍ତରାଣୀ ଙ୍କ ମୃ-ତ୍ୟୁ ସତ ସରକାରୀ ବାସ ଭୋବନରୁ ଡାକ୍ତରାଣୀ ଙ୍କ ମୃ-ତ୍ୟୁ ଦେହ ମିଳିବା ସତ ବ୍ୟବଛେଦ ରିପୋଟ କୁ ଅପେକ୍ଷା କରିଥିବା ସତ ଆଉ ବ୍ୟବଛେଦ ରିପୋଟ ଆସିଲା ପରେ ହିଁ ଏହା ହତ୍ୟ ନା ନିଜେ ଜୀବନ ହାରିବା ତାହା ସ୍ପଷ୍ଟ ହେବ ଏକଥା ବି ସତ । କିନ୍ତୁ ଏ ସବୁ ସତ୍ୟ ଭିତରେ ଆଉ ଗୋଟିଏ ଦୃଶ୍ୟ ଏବେ ସାମନା କୁ ଆସୁଛି ଯାହାକୁ ଦେଖିଲେ ଚାତି ଫାଟି ଯାଉଛି ।

ହଁ ବନ୍ଧୁଗଣ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ ମୃ-ତ୍ୟୁ ପୂର୍ବର କେଇ ସମୟ ଭିଡିଓ ଏ ଯାହା ସମସ୍ତଙ୍କୁ ଭାବୁକ କରି ଦେଉଚି ସମସ୍ତଙ୍କ ଆଖିରୁ ଲୁହ ନେଇ ଆସୁଚି । ହଁ ବନ୍ଧୁଗଣ ମୃ-ତ୍ୟୁ ପୂର୍ବରୁ କିଭଳି ନାଚୁଛନ୍ତି ଡାକ୍ତରାଣୀ ଗୀତର ତାଳେ ତାଳେ ପାଦକୁ ପାଦ ଛନ୍ଧି ଅଣ୍ଟାରେ ଠୁମୁକା ଦେଉଛନ୍ତି ଡାକ୍ତରାଣୀ । ସବୁବେଳେ ରୋଗି ପେସକୁସନ ଆଉ ଔଷଧ ସହ ବଞ୍ଚୁଥିବା ମଣିଷ ଟିଏ ଟିକେ ଫୁରୁସତ ପାଇଲେ ନିଜ ଜୀବନକୁ କିଭଳି ଉପଭୋଗ କରେ ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ।

Dance

ହଁ ବନ୍ଧୁଗଣ ସବୁଆଡେ ଥିଲା ଜିରୋ ନାଇଟ ର ସଲିବ୍ରେସନ ରାତି ପାହିଥିଲେ ନୂଆବର୍ଷ ଆଉ ତା ପୂର୍ବରୁ ସବୁକିଛି ସରିଯାଇଥିଲା । ଜିରୋ ନାଇଟ ସଲିବ୍ରେସନ ହୋଇଥିଲା ସାଙ୍ଗ ସାଥିଙ୍କ ସହ ମଜା ମସ୍ତି ଆଉ ଖାଇବା ପିଇବା ବି ହୋଇଥିଲା କିନ୍ତୁ କିଏ ଜାଣିଥିଲା ସେହି ରାତିଟା ହିଁ ଶେଷ ରାତି ହୋଇଯିବ ।

ଯଦି ହୁଏତ ଡାକ୍ତର ଶୁଭଶ୍ରୀ ଜାଣିଥାନ୍ତେ ଏ ରାତିଟା ମୋ ପାଇଁ ଶେଷ ରାତି ହୁଏତ ସେ ଏତେ ମଜା ମସ୍ତି କରିପାରି ନଥାନ୍ତେ । ହଁ ବନ୍ଧୁଗଣ ଏମିତି ଏକ ଦୃଶ୍ୟ ସାମନା କୁ ଆସିଲା ପରେ ଆଖିରୁ ଲୁହ ଗୋଡି ଆସୁଛି । ଏତେ କମ ବୟସ ରୁ ଜୀହନ ବି ଯାଇ ପାରେ ଆଉ ସବୁଠାରୁ ବଡ କଥା ହେଉଛି କାହିଁକି ଜୀବନ ଗଲା ଯାହାର ଖିଅ ଖୋଜୁଛି ପୋଲିସ୍ ।

ତେବେ ପୋଲିସ୍ ପକ୍ଷରୁ ସୂଚନା ମିଳିଛି ଯେ ସବର ବ୍ୟବଛେଦ ରିପୋଟ ଆସିଲା ପରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ତେବେ ସେହି ସମୟକୁ ଅପେକ୍ଷା ଯେଉଁ ସମୟରେ ସବ ବ୍ୟବଛେଦ ରିପୋଟ ଆସିବ ଆଉ ଏ ସମସ୍ତ ପ୍ରଶ୍ନର ଉତ୍ତର ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ