‘ରାଜା ଆମକୁ ଅଫର ଦେଉଥିଲା ଗୋଟେ ରାତି ଶା-ରୀ-ରିକ ସ-ମ୍ପ-ର୍କ ରଖିଲେ ତୁମକୁ 10 ହଜାର ମିଳିବ, ଯଦି ତୁ 2 ଅଧିକ ଚାହୁଁଛୁ ତା’ହେଲେ…’

raja

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଜିର ସମୟ ରେ ଅଧିକାଶଂ ସେ-କ୍ସ ୱାର୍କ କରାଜାଉଛି । ଅନେକ ଲୋକ ମାନେ ଝିଅ ମାନଙ୍କୁ ଅପହରଣ କରି ସେମାନଙ୍କୁ ଟଙ୍କାର ଲାଳସା ଦେଖେଇ ସେମାନଙ୍କୁ ଅଲଗା ଅଲଗା ସ୍ଥାନକୁ ନେଇ ଯାଉଛନ୍ତି। ଝିଅ ମାନଙ୍କ ଅନିଚ୍ଛା ସ୍ୱତ୍ତେ ବି ସେମାନେ ସେମାନଙ୍କୁ ସେକ୍ସ ୱାର୍କ ରେ ଲଗାଉଛନ୍ତି । ତେବେ ବିଗତ କିଛି ସମୟ ହେଲା ଏମିତି ଘଟଣା ବିଭିନ୍ନ ସ୍ଥାନରେ ଦେଖିବା ପାଇଁ ମିଳୁଛି ।

ବନ୍ଧୁଗଣ ରାଜା ନାମକ ଜଣେ ଯୁବକ ଦୁଇଟି ଯୁବତୀଙ୍କୁ ପ୍ରୋଗ୍ରାମ ନାମରେ 9 ହଜାର ଟଙ୍କା ଦେବ ବୋଲି କହିଥିଲା ଆଉ ଉତ୍ତର ପ୍ରଦେଶ ନେଇଯାଇଥିଲା । ହେଲେ ପ୍ରୋଗ୍ରାମ କରିବା ବଦଳରେ ସେ ଝିଅ ମାନଙ୍କୁ ସେ-କ୍ସ ୱାର୍କରେ ଲଗାଇ ଥିଲା । ଝିଅ ମାନେ ଅତି ଚତୁରାମିର ସହ ନିଜ ପରିବାର ଲୋକଙ୍କୁ ଏହା ବିଷୟରେ ଜଣାଇବାରୁ ସେମାନଙ୍କୁ ସେଠାରୁ ଉଦ୍ଧାର କରାଜାଇଥିଲା ।

girl 1

ଏହା ସହିତ ରାଜାକୁ ମଧ୍ୟ ପୋଲିସ ଗିରଫ କରିଛି । ରାଜା ସହ ତାର ପତ୍ନୀ ବି ଏହି ସେ-କ୍ସ ୱାର୍କ ରେ ସାମିଲ ଅଛି । ତେବେ ଏହାରି ମଧ୍ୟରେ ପୀଡ଼ିତା ଯୁବତୀ ଜଣକ ଗଣମାଧ୍ୟମ ସାମ୍ନାକୁ ଆସି ଘଟଣା ବିଷୟରେ କହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ପୀଡ଼ିତା ଯୁବତୀଙ୍କ କହିବା ଅନୁସାରେ ପ୍ରୋଗ୍ରାମ ନାଁ କହି ଆମକୁ ନେଇଥିଲେ ହେଲେ ସେଇଠି କହିଲେ ଆମକୁ ଖରାପ କାମ କରିବା ପାଇଁ । ସେଠିକାର ଲୋକ ଭଲ ନୁହେଁ ଆମକୁ ବହୁତ ଖରାପ ନଜରରେ ଦେଖୁଥିଲେ । ସେ ଆମକୁ ଦେଖି ଡିମାଣ୍ଡ କଲେ କି ଏହି ଦୁଇଟି ଝିଅ ଆସିବା ଦରକାର । ରାଜା ଆମକୁ କହିଲେ ତମେ ଯିବ ଆମେ କହିଲୁ ନାହିଁ ଆପଣ ଆମକୁ ଏଠି ଡ୍ୟାନ୍ସ କରିବାକୁ ବାଧ୍ୟ କଲେ ମୁଁ ଏଠି ଖରାପ କାମ କରି ପାରିବିନି ।

ସେ କହିଲା ତୋତେ ଏଠି ମାରିକି ଫୋପାଡିଲେନି ତୋ ଘର ଲୋକ ପିଠିରେ ପଡିବେନି ପୋଲିସ ବି ଆମର କିଛି କରିବନି ଏ କଥା କହି ଆମକୁ ଡରେଇକି ରଖିଲେ । ଆଉ କହିଲା ସେହି ଲୋକ 10 ହଜାର ଟଙ୍କା ଦୁହିଁଙ୍କୁ ବାଣ୍ଟି କରି ଦେବେ । ଏମିତି ବେଳେ ଯୁବତୀ ମାନେ ଏହି କାମ କରିବାକୁ ବିରୋଧ କରିବାରୁ ସେମାନଙ୍କୁ ଟର୍ଚର ର ଶୀକାର ହେବାକୁ ପଡିଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *