ଜାଣିଶୁଣି ତପସ୍ୱିନୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି ତାଙ୍କ ଶାଶୂଘର ଲୋକେ, ଯେଉଁଟା ଆଇନର ବିରୁଦ୍ଧାଚରଣ

Tapaswini

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ପୂର୍ବରୁ ଚାରିଆଡେ ଚର୍ଚ୍ଚା ଚାଲିଥିଲା ଡାକ୍ତର ସୁମିତ ଏବଂ ତପଶ୍ୱନୀ ଙ୍କ ପରିବାର ବିବାଦ ମାମଲା । ପରେ ଗଞାମ ଜିଲ୍ଲା ଦରାଗଞ୍ କୋର୍ଟ ତପଶ୍ୱନୀ ଙ୍କୁ ତାଙ୍କ ଶାଶୁ ଘରେ ରହିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ହେଲେ ସୁମିତ ତାଙ୍କ ଘରେ ତପଶ୍ୱନୀ ଙ୍କୁ ରଖି ନଥିଲେ । ଘର ଉପରେ ଅନ୍ୟ ଏକ ଘରେ ରଖିଥିଲେ ତପଶ୍ୱନୀ ଙ୍କୁ ତେବେ ସେପଟେ ତପଶ୍ୱନୀ ସିଭିଲ ସର୍ଭିସ ପରିକ୍ଷା ପାଇଁ ପ୍ରସ୍ତୁତି ତଳେଇ ଥିବା ବେଳେ ପ୍ରଥମ ପରିକ୍ଷା ରେ ଉତିର୍ଣ୍ଣ ମଧ୍ୟ ହୋଇଛନ୍ତି ।

ଆଉ ଏବେ ଫାଇନାଲ ପରିକ୍ଷା ଆଗକୁ ମଧ୍ୟ ଆସୁଛି । ଗତ ତିନି ଦିନ ହେଲା ଶାଶୁ ଘର ଲୋକ ଲାଇନ କାଟି ଦେଇଛନ୍ତି । ଫଳରେ ତପଶ୍ୱନୀ ପାଠ ପଢି ପାରୁ ନଥିବା ବେଳେ ରହିବା ବି ତାଙ୍କ ପାଇଁ କଷ୍ଟକର ହୋଇଛି । ତପଶ୍ୱନୀ ଆହୁରି ମଧ୍ୟ କହିଛନ୍ତି ଏହି ବିଷୟ ରେ ଶାଶୁ ଘର ଲୋକଙ୍କୁ ପଚରା ଉଚୁରା କରିବା ପରେ ତପଶ୍ୱନୀ ଙ୍କ ପରିବାର ଲୋକଙ୍କୁ ଅ-ଶ୍ଲୀ-ଳ ଭାଷା ରେ ଗାଳି ଗୁଳଜ କରିବା ସହିତ ଆମେ ଲାଇନ ଦେବୁ ନାହିଁ ବୋଲି ମନା କରି ଦେଇଥିବା ତପଶ୍ୱନୀ କହିଛନ୍ତି ।

Tapaswini

ଏହି ବାବଦ ରେ ତପଶ୍ୱନୀ ଥାନାକୁ ଜଣେଇ ଥିଲେ । ଖବର ପାଇ ପୋଲିସ ଆସିଥିଲେ ସୁଧା କିଛି ନକହି ସେଠାରୁ ଚାଲି ଜାଇଥିଲେ । ଆଉ ଏବେ ତପଶ୍ୱନୀ ନ୍ୟାୟ ପାଇବା ସହିତ ତାଙ୍କର ରୁମ ଲାଇନ ଦେବା ପାଇଁ SP ଙ୍କ ଦ୍ୱାରସ୍ଥ ହୋଇଥିବା ଜଣା ପଡଛି । ତେବେ ଏହାକୁ ନେଇ ଏହି ସମାନ ଢଙ୍ଗରେ ସମାନ ପ୍ରତିକ୍ରିୟା ମଧ୍ୟ ତାଙ୍କର ଆଡଭୁକେଟ ଉପସ୍ଥାପାନ କରିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏବଂ ତାଙ୍କର କହିବା ଅନୁସାରେ ଏହା ଆଇନ ର ସଂମ୍ପର୍ଣ୍ଣ ରୂପେ ବିରୋଧା ଚରଣ ଅଟେ । ଏବଂ ଆମେ ଆଶା କରୁଛୁ SP ମୋହଦୟ ନିଶ୍ଚିତ ଭାବେ ଏହି ଘଟଣା ର ଅନୁଧ୍ୟନ କରି ତପସ୍ୱନୀ କୁ ଉଚିତ ନ୍ୟାୟ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ