ପ୍ରଥମ ସ୍ତ୍ରୀର ପୁଅ ପାଖେ ଶୋଇବାକୁ ଦ୍ୱିତୀୟ ସ୍ତ୍ରୀକୁ କହୁଛି ସ୍ୱାମୀ !

husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାନ ଯା ସାନ୍ତନା ଦେଉଛନ୍ତି ବଡ ଯା ବଡସାନ ବୋହୁ ର ଦୁଖଃରେ ବଡ ବୋହୁ । ତାଗିଦ୍ କରିଛନ୍ତି ନିଜ ଦିଅର କୁ ସେପଟେ ସ୍ୱାମୀ କହୁଛି ସ୍ତ୍ରୀ ର ସଂ-ମ୍ପର୍କ ରହିଛି ଉକ୍ତ ପିଲା ସହିତ । ଗାଁ ସାରା ପ୍ରଘଟ ହେଲାଣି ଏହି ଘଟଣା । ବଡ ଯା କହିଲେ ସମାଧାନ ପାଇଁ ବାପ ଘରକୁ ଯା । ତେବେ ଇଏ ହେଲା ସେହି ଘଟଣା ଯେଉଁଠାରେ ସ୍ୱାମୀ ନିଜର ସ୍ତ୍ରୀ କୁ ଅନ୍ୟ ପୁରୁଷ ଙ୍କ ସହିତ ଶୋଇବା ପାଇଁ ବାଧ୍ୟ କରୁଛନ୍ତି । ଆଉ ଘରକୁ ଆଣି ସେ କହୁଛନ୍ତି ଏ ପିଲା ସହିତ ତୁ ସଂ-ମ୍ପର୍କ ରଖ୍ ।

ତେବେ ସେପଟେ ମମତା ଙ୍କ ବଡ ଯା ମୁହଁ ଖୋଲି କହିଛନ୍ତି ମୁଁ ବହୁତ ଥର ଦିଅର କୁ ବୁଝେଇବା ପାଇଁ ଚେଷ୍ଟା କରିଛି । ଦିଅର କାହାକୁ ଆଣିଛି ତାହା ଆମେ ଜାଣି ନାହୁଁ । ହେଲେ ତା ସ୍ତ୍ରୀ କହୁଛି ତା ସାଙ୍ଗରେ ସେମିତି କିଛି ହୋଇଛି ଆଉ ଯଦି ସେମିତି କିଛି ହୋଇଛି ତେବେ ତେବେ ତୋ ବାପ ଘରକୁ ଜାଇ କହ ତେବେ ଦିଅର ଏମିତି କଣ ପାଇଁ କରୁଛନ୍ତି । ମୁଁ ବହୁତ ଥର ବୁଝେଇବା ପାଇଁ ଚେଷ୍ଟା କରିଛି ।

wife

ଏହି ଭଳି କରିବା କି ବାହାର ପିଲାକୁ ଆଣି ଘରେ ରଖିବା ଆଉ ସମସ୍ତେ ଗୋଟେ ଘରେ ରହିବା ବାହାର କୁ ଭଲ ଲାଗୁ ନାହିଁ । ତା ପରେ ବି ଦିଅର ସୋରଜ ପଣ୍ଡା ଏହି ବାବଦ ରେ ଚୁପ୍ ରହି କିଛିବି ଉତ୍ତର ଦେଇ ନାହାଁନ୍ତି । ପରେ ସେ କହିନ୍ତି ପିଲାର ଡିଏନେ ଟେଷ୍ଟ କରିଲେ ମୁଁ ସେ ପିଲାର ବାପ ବୋଲି ଜଣା ପଡିବି ।

ତେବେ ବନ୍ଧୁଗଣ ଏହି ଘଟଣା କେନ୍ଦ୍ରାପଡା ଜିଲ୍ଲାର ଅଟେ । ବଡ ଯା କହିଛନ୍ତି କି ମୁଁ ଦିଅର କୁ ଏହି ବାବଦେ ତାଗିଦ୍ ବି କରିଛି । କି ଏହି ସବୁ କରିବା ଠିକ୍ ନୁହେଁ । ସୋରଜ ସେ ବାବଦ ରେ କିଛିବି କର୍ଣ୍ଣପାତ କରିନାହିଁ । ଯେଉଁଥି ପାଇ ବଡ ଯା କହିଛନ୍ତି ତୁ ବି ଏହି କଥାକୁ ବାପ ଘରେ କହିବା ପାଇଁ ଯେଉଁଥି ପାଇଁ ନ୍ୟାୟ ପାଇଁ ମାମତା ଏବେ ଦାଣ୍ଡ ଦୁଆରେ ବସିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ