ପ୍ରତ୍ୟେକ ଦିନ ସ୍ତ୍ରୀ ରୋଜଗାର କରି ଆଣୁଥିଲେ ୧୦ ରୁ ୨୦ ହଜାର ଟଙ୍କା ! ସତ୍ୟତା ଜାଣିବା ପରେ ସ୍ୱାମୀ ନିଜେ ଫାଶୀ ଲଗାଇଦେଲେ ।

Spread the love

ହରିୟାଣାର ସୋନିପତ୍ ରେ ସେହି ସମୟରେ ରବିନ୍ଦ୍ରର ନିଦ ଉଡ଼ିଗଲା, ଯେତେବେଳେ ନିଜ ସ୍ତ୍ରୀର ସତ୍ୟତା ଜାଣିଲେ । ଲୋକାଲ୍ ଖବର କାଗଜ ଜାଗରଣ ଅନୁସାରେ, ରବୀନ୍ଦ୍ର, ସ୍ୱପ୍ନା ନାମକର ମହିଳାକୁ ବିବାହ ନିକଟ ଅତୀତରେ କରିଥିଲେ । ବିବାହ ହେବାର କେବଳ ୮ ମାସ ହିଁ ହୋଇଥିଲା । ଶଶୁର ଘରେ ଆର୍ଥିକ ସ୍ଥିତ ଅତି ଶୋଚନୀୟ ଥିଲା । ପତି ରବୀନ୍ଦ୍ର ହିଁ ରୋଜଗାର କରୁଥିଲେ ।

ସ୍ୱାମୀ ହରିଆଣା ସରକାରରେ ଏବେ କ୍ଲର୍କ ରୂପେ କାମ କରୁଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ରବୀନ୍ଦ୍ର ୧ ବର୍ଷ ପୂର୍ବ ଚାକିରି ହୋଇଥିଲା । ଚାକିରି ଖଣ୍ଡିଏ ପାଇବା ପାଇଁ ରବୀନ୍ଦ୍ର ଦିଲ୍ଲୀରେ ଦୀର୍ଘ ୩ ବର୍ଷ ପ୍ରସ୍ତୁତ କରିଥିଲା ଏବଂ ପରେ ସେ ଏହି ଚାକିରୀ ପାଇଥିଲେ । କିନ୍ତୁ ରବୀନ୍ଦ୍ର ଏବେ ଏହି ଦୁନିଆରେ ନାହାଁନ୍ତି । କହିବାକୁ ଗଲେ ତାଙ୍କର ମୃତ୍ୟୁର କାରଣ ଆଉ କେହି ନୁହଁନ୍ତି, ସ୍ୱୟଂ ତାଙ୍କ ସ୍ତ୍ରୀ ଅଟନ୍ତି ।

ପୋଲିସଙ୍କୁ ମିଳିଲା ସୁସାଇଡ୍ ପତ୍ର, ଯେଉଁଥିରେ ରବୀନ୍ଦ୍ର ଲେଖିଥିଲେ କି, ପ୍ରତ୍ୟେକ ଦିନ ମୁଁ କାମକୁ ଯିବା ପରେ ମୋ ସ୍ତ୍ରୀ ଆମ ଘର ପାଖରେ ଥିବା ମୋହଲରେ ଚୋରି କରିବା ପାଇଁ ଯାଉଥିଲେ । ଏହି କଥା, ମୁଁ ଥାନା ମାଧ୍ୟମରୁ ଜାଣିବାକୁ ପାଇଥିଲେ । ସ୍ଵପ୍ନା ଯେତେବେଳେ ଏଭଳି କାମ କରୁଥିବା ସମୟରେ କେମେରାରେ ଧରା ପଡ଼ି ଯାଇଥିଲା, ସେତେବେଳେ ପୋଲିସ ତାଙ୍କୁ ଚେତାବନୀ ଦେଇ ଛାଡି ଦେଲେ । ବୁଝାଇବା ସତ୍ତ୍ୱେ ସ୍ୱପ୍ନା ସେ ଏହି କାମ ଛାଡୁ ନ ଥିଲେ । ସେ ସବୁଦିନ ଚୋରି କରିବାକୁ ଯାଉଥିଲେ ।

ସବୁଦିନ ଚୋରି କରିଥିବା ଜିନିଷ ଗୁଡ଼ିକୁ ପାଖରେ ଥିବା ବଜାରରେ କମ୍ ଦରରେ ବିକ୍ରି କରି ହଜାର ହଜାର ଟଙ୍କା ଘରକୁ ଆଣୁଥିଲେ । କିନ୍ତୁ ଘର ଲୋକ ପଚାଇଲେ ବିଭିନ୍ନ ବାହାନା କରି କହୁଥିଲେ କି, ଏହି ଟଙ୍କା ସେ ବ୍ୟବସାୟ କରିବା ପାଇଁ ଲୋନ ନେଇଛନ୍ତି । ସ୍ଵପ୍ନାର ସ୍ବଭାବରେ ପରିବର୍ତ୍ତନ ନ ଆସିବା ଫଳରେ, ରବୀନ୍ଦ୍ର ଭବିଲ ସ୍ଵାପନର ଏହିଭଳି କାର୍ଯ୍ୟକଳାପ ସମାଜରେ ଖରାପ ନାମ ଆସିବ, ତେଣୁ ସେ ବୁଧୁବାର ଦିନ ନିଜେ ଫାଶୀ ହୋଇ ଆତ୍ମହତ୍ୟା କରିଥିଲା । ପରିବାରର ଲୋକେ କାନ୍ଦି କାନ୍ଦି ପାଗଳଙ୍କ ଭଳି ହୋଇଗଲେ । ଏବେ ବର୍ତ୍ତମାନ ସ୍ୱପ୍ନା ଘରରୁ ଫେରାର ହୋଇ ଯାଇଛନ୍ତି, ତାଙ୍କୁ ଖୋଜିବାରେ ପୋଲିସ ପ୍ରୟାସ କରୁଛି ।