ପେଡି ଖୋଲିଲେ ସରକାର । ସରକାରଙ୍କର 18 ମନ୍ତ୍ରୀଙ୍କ ସହ ରହିଛି ଗଭିର ସମ୍ପର୍କ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ଙ୍କ ଜାଲରେ ଫସିଛନ୍ତି ମାଳ ମାଳ ବିଜେଡି ନେତା ସେ-କ୍ସ ରାକେଟ କୁ ନେଇ ମୁହଁ ଖୋଲିଲେ ସାଲୁଜା କହିଲେ ସତ ସାମ୍ନାକୁ ଆସିଲେ ଭାଙ୍ଗିଯିବ ବିଜେଡି ସରକାର । ତେବେ ଅର୍ଚ୍ଚନା ନାଗ ଙ୍କ ସେ-କ୍ସ ରାକେର୍ଟ ରେ ସାମିଲ ହୋଇ ବହୁ ରାତି ବିତେଇଛନ୍ତି ବିଧାୟକ , ନେତା ଏବଂ ଅଫିସର ଏମିତି କି ନିଜେ ଶାସକ ଦଳର ନେତା ମନ୍ତ୍ରୀ ଙ୍କ ସହ ରାଜ୍ୟର କିଛି ବଡ ବାବୁ ମାନେ ବି ସାମିଲ ରହଛନ୍ତି ।

ଆଉ ଗୋଟିଏ ରାତିକୁ ଏମାନେ ଦେଉଥିଲେ ଲକ୍ଷ ଲକ୍ଷ ଟଙ୍କା କରୁଥିଲେ ମଉଜ ମଜଲିସ । ତେବେ ଏହି କଥା ଆମେ ନୁହେଁ ବରଂ କହିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିହଂ ସାଲୁଜା ଆଉ ତାଙ୍କର ପ୍ରତିକ୍ରିୟା ପରେ ବିଜେଡି ନେତା ଙ୍କ ଏହି ମାମଲା ରେ ସଂମୃକ୍ତି ରହିଥିବା ନେଇ ବଢିଲା ଚର୍ଚ୍ଚା । ତେବେ ଛାନିଆ ହୋଇଗଲେଣି ଅର୍ଚ୍ଚନା ଙ୍କ ଲିଙ୍କ୍ ରେ ରହିଥିବା ବିଜେ଼ଡି ନେତା ।

archana nag 1

ତେବେ ରହସ୍ୟମୟୀ ସୁନ୍ଦରୀ ଅର୍ଚ୍ଚନା ନାଗ ଚଳାଉଥିବା ସେ-କ୍ସ ରାକେଟ କୁ ନେଇ ଏବେ ସବୁଠି ଚର୍ଚ୍ଚା ଆଉ ତାଙ୍କର ଏହି ଆଲିସାନ ଘରେ ରାତି ଯେତିକି ବଢୁଥିଲା ତାତି ବି ସେତିକି ବଢୁଥିଲା । ଯେହେତୁ ୟାଙ୍କ ସହ ବିଜେଡି ନେତା ଙ୍କ ଅତି ଘନିଷ୍ଟ ସଂମ୍ପର୍କ ରହିଥିଲା ତେଣୁ ପୋଲିସ ଙ୍କ ପାଖରେ ପହଁଚି ପାରୁ ନଥିଲା । କାରଣ ଡର ଥିଲା ବିଜେଡି ନେତା ଙ୍କ ଲାଲି ଆଖିକୁ ।

ତେବେ ଅର୍ଚ୍ଚନା ଚଲେଇଥିବା ସେ-କ୍ସ ରାକେର୍ଟ ଏବଂ ବ୍ଲାକ୍ ମେଲ ମାମଲାରେ ଅନେକ ବିଜେଡି ବିଧାୟକ , ନେତା ଏବଂ ଅଫିସର ଙ୍କ ସଂମୃକ୍ତି ରହିଛି । ତେଣୁ ବିଜେଡି ସରକାର ଚାପରେ ପଡି ଜବଦ ହୋଇଥିବା ଲାପଟପ୍ ଏବଂ ମୋବାଇଲ ରେ ଥିବା ଫୋଟ ଏବଂ ନାମ ବିଷୟ ରେ ପୋଲିସ ତଥ୍ୟ ଲୁଚାଉଛି । କେବଳ ତଥ୍ୟ ଲୁଚାଉଛି ତାହା ନୁହେଁ ବରଂ ଅର୍ଚ୍ଚନା ଙ୍କୁ ସଂମ୍ପର୍ଣ୍ଣ ସୋପର୍ଟ ବି କରୁଛି ।

archana nag 2

ତେବେ ସନ୍ତୋଷ ଙ୍କ ଅଭିଯୋଗ ଅନୁସାରେ ମମିତା ମେହେର ଙ୍କ ଆ-ତ୍ମ-ହ-ତ୍ୟା ମାମଲା ରେ ଜବଦ ଲାପଟପ୍ ମଧ୍ୟରେ ଥିବା ରହସ୍ୟ କୁ ପୋଲିସ ସମସ୍ତ ଙ୍କ ସାମ୍ନାକୁ ନଆଣିବା ଭଳି ସେହି ପରି ଅର୍ଚ୍ଚନା ଙ୍କ ମାମଲା ରେ ତଥ୍ୟ ଲୁଚେଇବା ଭଳି ଘଟଣା କିଛି ଅସମ୍ଭଭ ନୁହେଁ । ତେବେ ବିଜେଡି ନେତା ମାନେ ସଫା ପୋଷାକ ପିନ୍ଧି ଏମିତି ଘୃର୍ଣ୍ଣ୍ୟ କାମ କରୁଛନ୍ତି ।

ତେବେ ସେମାନଙ୍କ ନାମକୁ ସାଧାରଣ ରେ ପ୍ରକାଶ କରାଯିବା ସହିତ ମାମଲା କରାଯାଉ ବୋଲି ସନ୍ତୋଷ ସିହଂ ସାଲୁଜା କହିଛନ୍ତି । ତେବେ ଲୋକ ଜାଣିବେ ଯେ କେଉଁ ମାନେ ଘୃର୍ଣ୍ଣିତ କାମ କରୁଛନ୍ତି ଏବଂ ମାମଲା ର ସଂମ୍ପର୍ଣ୍ଣ ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ