ସରକାର କଲେ ବଡ଼ ଘୋଷଣା । ଆସନ୍ତା କାଲିଠାରୁ ସାରା ଦେଶରେ ଲାଗୁ ହେବ ନୂଆ ନିୟମ । ଶିଘ୍ର ଦେଖନ୍ତୁ…

government

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମ ବଡ ଖବର ଟି ହେଲା ବଜେଟ 2023 ଶସ୍ତା ହେବ ମୋବାଇଲ , କ୍ୟାମେରା , ଟିଭି , ସାଇକେଲ . ଏବଂ ଇଲୋକ୍ଟ୍ରନିକ୍ସ ବାଇକ ଦାମ୍ , ବଜେଟ 2023 ରେ ଶସ୍ତା ହେଲା ଅଟୋ ମୋବାଇଲ ସାମଗ୍ରୀ ମୋବାଇଲ , କ୍ୟାମେରା , ଟିଭି , ସାଇକେଲ . ଏବଂ ଇଲୋକ୍ଟ୍ରନିକ୍ସ ବାଇକ ଉପରୁ କୋଷ୍ଟମ ଡ୍ୟୁଟି ହ୍ରାସ କରାଯିବ ।

ଏବଂ ଲିଥିୟମ , ଆଇରନ ଉପରେ ସୀମା ଶୁକ୍କ କମିଲା । କିଚେନ ଚିନି ଉପରେ 15 ପ୍ରତିଶତ ଟିକସ ହ୍ରାସ ପାଇଛି । ଔଷଧିତ ଗ୍ଲିସରନ ଉପରେ 2.5 ପ୍ରତିଶତ ଟିକସ ହ୍ରାସ ପାଇଛି ମୋବାଇଲ ଶ୍ଲୀପ ରେ ବ୍ୟବହୃତ କ୍ୟାମେରା ଲେନ୍ସ , ବ୍ୟାରେଟି କଷ୍ଟମ୍ ଡ୍ୟୁଟି ହ୍ରାସ କରାଜାଇଛି ।

ତେବେ ପରବର୍ତି ଖବର ଟି ହେଲା 10 ତାରିଖ ରୁ 2 ଦିନିଆ ଓ଼ଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୈପତି ମୂର୍ମୁ । ଆସନ୍ତା 10 ତାରିଖ ରୁ 2 ଦିନିଆଁ ଓଡିଶା ଗସ୍ତରେ ଆସିବେ ତେବେ 10 ତାରିଖ ରୁ ଦିଲ୍ଲୀ ରୁ ସ୍ୱତନ୍ତ୍ର ବିମାନ ରେ ଆସି ଦିନ 11 ଟା 45 ମିନିଟ ରେ ଭୁବନେଶ୍ୱରରେ ବିମାନ ବନ୍ଦନ ରେ ପହଁଚିବେ ।

10 ତାରିଖ ରେ ରାଷ୍ଟ୍ରପତି ଦୁଇଟି କାର୍ଯ୍ୟକ୍ରମ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦିନ 12.25 ରେ ଉତ୍କଳ ମଣ୍ଡପରେ ଜ୍ଞ୍ୟନ ପ୍ରଭା ମିଶନ ପ୍ରତିଷ୍ଟା ଦିବସ ରେ ମୂଖ୍ୟ ଅତିଥି ଭାବେ ଯୋଗ ଦେବେ । ଏବଂ ପରେ ପୁଣି ସେ ଦିଲ୍ଲୀ ଫେରିଯିବା ରାଷ୍ଟ୍ରପତି ଦ୍ରୈପତି ମୂର୍ମୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ