ସରକାର କଲେ ବଡ଼ ଘୋଷଣା । ଜାନୁଆରୀ ୧୫ ତାରିଖରୁ କଟିବ ଚାଲାଣ ।

Number Plate 1

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କୁ ନେଇ ଆସିଛି ଆଉ କିଛି ବଡ ଖବର । ଆସନ୍ତା 15 ତାରିଖ ରୁ ଗାଡି ନମ୍ବର ପ୍ଲେଟ ଚେକିଂ ରାଜ୍ୟ ପରିବହନ ପ୍ରାଧିକରଣ SDA ପକ୍ଷରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କୁ ନେଇ ପୁଣି ତାଗିଦ କରାଜାଇଛି । ଆସନ୍ତା 15 ତାରିଖ ରୁ ଯେଉଁ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିବ ତାର ଯାଞ୍ଚ କରାଜାଇ ଆବଶ୍ୟକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ବିଜ୍ଞ୍ୟପ୍ତ ଜାରି ହୋଇଛି ।

ତେବେ ଆସନ୍ତୁ ଜାଣିବା କେଉଁ ନମ୍ବର ପ୍ଲେଟ ରେ ଲାଗିବ ଏଣିକି ଫାଇନ । 2019 ଏପ୍ରିଲ 1 ତାରିଖ ପୂର୍ବରୁ ରେଜିଷ୍ଟେସନ ହୋଇଥିବା ଗାଡି ଜାହାର ଶେଷ ଅଙ୍କ 1 ରୁ 6 ଭିତରେ ହୋଇଥିବ । ସେହି ଗାଡି ଗୁଡିକ ର ଯାଞ୍ଚ କରାଯିବ । ଏହି ନମ୍ବର ବିଶିଷ୍ଟ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବର ଶେଷ ତାରିଖ 31 ଡିସେମ୍ବର 2022 ଧାର୍ଯ୍ୟ କରାଜାଇଛି ।

number plate

ଅନ୍ୟ ପଟେ 7 କିମ୍ବା 8 ଶେଷ ନମ୍ବର ଥିବା ଗାଡି ଗୁଡିକ ପାଇଁ ସମୟ ସୀମା 31 ଜାନୁଆରୀ 2023 ରହିଥିବା ବେଳେ 9 ଏବଂ 0 ଶେଷ ଅଙ୍କ ନମ୍ବର ଥିବା ଗାଡି ଗୁଡିକ ର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗେଇବାର ଶେଷ ତାରିଖ ଫେବୃଆରୀ 28 ,2023 ରହିଛି ସେହିପରି 1 ରୁ 6 ଶେଷ ନମ୍ବର ଥିବା ଗାଡି ର ନିୟମ ଖିଲାପ କାରୀଙ୍କ ବିରୋଧ ରେ 5 ହଜାର ରୁ 10 ହଜାର ଟଙ୍କା ଇ ଚାଲାଣ କଟାଯିବ ବୋଲି ବିଭାଗ ପକ୍ଷ ରୁ ସ୍ପଷ୍ଟ ହୋଇଛି ।

ଅତିରିକ୍ତ ପରିବହନ କମିଶନର ଲାଲ ମୋହନ ସେଠୀ କହିଛନ୍ତି ଯେ 2023 ଜାନୁଆରୀ 9 ତରିଖ ସୁଧା 35,56,819 ଟି ଗାଡି ର ସ୍ଲଟ ବୁକିଂ ହୋଇଥିବା ବେଳେ 27,24,994 ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗା ସରିଛି । ତେବେ ରେଜିଷ୍ଟେସନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଥିବାରୁ ତୁରନ୍ତ ଏହାର ସୁଯୋଗ ନେବାକୁ ଶ୍ରୀ ସେଠୀ ମଧ୍ୟ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ