ସରକାର କଲେ ବଡ଼ ଘୋଷଣା । ଏବେ ଏତିକି ମାର୍କ ରଖିଲେ ମିଳିବ ମାଗଣା laptop |

laptop

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଆସିଲା ବଡ ଖବର +2 ପରିକ୍ଷା ଦେଉଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ବିଜୁ ଶସଶକ୍ତି କରଣ ତରଫ ରୁ ମିଳିବାକୁ ଯାଉଛି ମାଗଣା ରେ ଲାପଟପ୍ । ଅର୍ଥାତ 30 ହଜାର ଟଙ୍କା । ଏହି ଲାପଟପ୍ +2 ପରିକ୍ଷା ଦେଉଥିବା ସବୁ ପିଲା ଙ୍କୁ ମିଳିବ । ନାଁ ସେହିଥି ପାଇଁ କିଛି ନିୟମ ରହିଛି ଏବଂ ଲାପଟପ୍ ପାଇବାକୁ ହେଲେ +2 ପିଲାଙ୍କୁ କଣ କରିବାକୁ ହେବ ଏହି ନେଇ ସଂମ୍ପର୍ଣ୍ଣ ଖବର ଜାଣିବା ତା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ଆପଣ ମାନେ ଜାଣିଥିବେ ମାର୍ଚ୍ଚ 2 ତାରିଖ ରୁ ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ +2 ବୋର୍ଡ ପରକ୍ଷା । ତେବେ ଯାହାକି ଏହି ବୋର୍ଡ ପରିକ୍ଷା ରେ 210 ମାର୍କ ରୁ ଆରମ୍ଭ କରି 299 ମାର୍କ ପର୍ଯ୍ୟନ୍ତ 3rd ଡିଭିଜନ ରହୁଛି । ସେହି ପରି 299 ରୁ 369 ମାର୍କ କୁ ସେକେଣ୍ଡ ଡିଭିଜନ ରହୁଛି । ଆଉ ଯଦି ବନ୍ଧୁଗଣ ଆପଣ ମାନେ 369 ରୁ ଅଧିକ ମାର୍କ ରଖୁଛନ୍ତି । ତେବେ ଆପଣ ମାନେ ଫାଷ୍ଟ ଡିଭିଜନ ଭିତରେ ଆସିବେ ।

laptop

ତେବେ ଲାପଟପ୍ ପାଇବାକୁ ହେଲେ ଯେଉଁ ମାନେ SC, ST କେଟାଗୋରୀ ରେ ବିଲଙ୍ଗ୍ସ କରୁଛନ୍ତି । ସେମାନଙ୍କ ପାଇଁ 65 ପ୍ରତିଶତ ରହୁଛି । ତେବେ ତା ପରେ ଯେଉଁ ମାନେ ଜେନେରାଲ ବା OBC କେଟାଗୋରୀ ର ପିଲା ମାନେ ରହୁଛନ୍ତି ସେମାନଙ୍କୁ 70 ପ୍ରତିଶତ ମାର୍କ ରଖିବାକୁ ପଡିବ ।

ତେବେ ସେହିଥି ପାଇଁ ଆପଣ ମାନଙ୍କୁ ଚେଷ୍ଟା କରିବାକୁ ହେବ କି କେମିତି ଆପଣ ମାନେ 70 ପ୍ରତିଶତ ରୁ ଅଧିକ ମାର୍କ ରଖିବା ପାଇଁ । ଯେଉଁଥିରେ ଆପଣ ମାନେ ଲାପଟପ୍ ପାଇ ପାରବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *